ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

Prasidhi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ କରି ଆସୁଛନ୍ତି ପ୍ରସିଦ୍ଧି । ଆଜି ଯାଏ 10 ରୁ ଅଧିକ ଓଡିଆ ସିନେମା ଏବଂ 7 ରୁ ଅଧିକ ଓଡିଆ ସିରିଏଲ ରେ ଅଭିନୟ କରି ସାରିଛନ୍ତି ପ୍ରସିଦ୍ଧି ।

ଏହା ସହିତ ପ୍ରାୟ 50 ରୁ ଅଧିକ ଓଡିଆ ଆଲବମ ରେ ଅଭିନୟ କରି ସାରିଛନ୍ତି ପ୍ରସିଦ୍ଧି । ଆଉ ଏହା ସହିତ ତାଙ୍କୁ ଆପଣ ମାନେ ସିରିଏଲ ରେ ଅଭିନୟ କରୁଥିବାର ଦେଖିବାକୁ ପାଇଥିବେ । ତେବେ ବର୍ତମାନ ପ୍ରସିଦ୍ଧି ଙ୍କୁ 14 ବର୍ଷ ବୟସ ହୋଇଗଲାଣି । ଆଉ ଏବେ ସେ ଅଷ୍ଟମ ଶ୍ରେଣୀ ରେ ପାଠ ପଢୁଥିବାର ନଜର ଆସୁଛନ୍ତି । ତେବେ ପ୍ରସିଦ୍ଧି ଗତ ଦିନ ମାନଙ୍କରେ ଅଭିନୟ କରିବା ପାଇଁ ପ୍ରାୟ 50 ହଜାର ରୁ 1 ଲକ୍ଷ ଟଙ୍କା ନେଉଥିଲେ । ଆଉ ଏହା ସହିତ ସେ କିଛି ଆଡଭେଟାଇଜ ରେ ବି ଅଭିନୟ କରିଛନ୍ତି । ଏବଂ ପ୍ରତି ଆଡଭେଟାଇଜ ରେ ଅଭିନୟ କରିବା ପାଇଁ ସେ 10 ରୁ 20 ହଜାର ଟଙ୍କା ନେଉଥିଲେ ।

Prasidhi

ଆଉ ଏହା ସହିତ ସେ ବହୁତ ସାରା ଆଲବମ ଏବଂ ସେ ବହୁତ ସାରା ସିରିଏଲ ରେ ବି ଅଭିନୟ କରିଛନ୍ତି । ତାହାଲେ ସୁନ୍ଦର ଅଭିନୟ କାରଣ ରୁ ସାରା ଓଡିଶା ର ଲୋକ ମାନେ ତାଙ୍କୁ ବହୁତ ଅଧିକ ଭଲ ପାଇବା ଦେଇଛନ୍ତି । ହେଲେ ଗତ କିଛି ଦିନ ହେବ ସେ ଓଲିଉଡ ଇଣ୍ଡଷ୍ଟ୍ରୀ ରୁ ସେ ଦୂରରେ ରହିଛନ୍ତି । ଏବେ ନିଜର ପାଠ ପଢାରେ ମନ ଦେଇଛନ୍ତି ପ୍ରସିଦ୍ଧି । ଆଉ ଏବେ ସେ ଓଲିଉଡ ଇଣ୍ଡଷ୍ଟ୍ରୀ ଛାଡି ସେ ନିଜର ପାଠ ପଢାରେ ମନ ଲଗେଇଛନ୍ତି ।

ଆଉ ନିଜର ଘର ଲୋକ ଛୋଟ ବେଳରୁ ହିଁ ଅଭିନୟ ପାଇଁ ଏନକରେଜ୍ କରେଇଛନ୍ତି । ଆଉ ଏହି କାରଣ ରୁ ସେ ବହୁତ ସାରା ସିନେମା ସିରିଏଲ ରେ ଅଭିନୟ କରିଛନ୍ତି । ହେଲେ ଏହି ଚାଇଲ୍ଡ ଅଭିନେତ୍ରୀ ଗତ କିଛି ଦିନ ହେଲା ଓଲିଉଡ ଇଣ୍ଡଷ୍ଟ୍ରୀ ରୁ ଦୂରେଇ ଜାଇଛନ୍ତି । ନିଜର ପାଠ ପଢାରେ ମନ ଦେଇଛନ୍ତି ଏହି ଅଭିନେତ୍ରୀ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଅଭିନେତ୍ରୀ କେମିତି ଲାଗନ୍ତି ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *