ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

Kalia Yojana

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ତେବେ କିଛି ଅପଡେଟ ଆସିଛି ଆଜି ଉତ୍କଳ ଦିବସ ରେ ମିଳିବ କାଳିଆ କିସ୍ତି ଟଙ୍କା ଆଜି ଉତ୍କଳ ଦିବସ ରେ ମିଳିବ କାଳିଆ ଯୋଜନା ର କିସ୍ତି ଟଙ୍କା ମୂଖ୍ୟ ମନ୍ତ୍ରୀ ନବିନ ପଟ୍ଟନାୟକ ବାଣ୍ଟିବେ । VC ମାଧ୍ୟମ ରେ ରାଜ୍ୟରେ 53 ଲକ୍ଷ ରୁ ଅଧିକ ଚାଷୀ ଙ୍କୁ କାଳିଆ କିସ୍ତି ଅର୍ଥ ବଣ୍ଟନ ହେବ । ତେବେ ଝାଡସୁଗୁଡା ବିଧାନ ସଭା ଆସନ ପାଇଁ ଉପନିର୍ବାଚନ ଘୋଷିତ ହୋଇ ନଥିବାରୁ ଏହି ଜିଲ୍ଲାର ହୀତାଧିକାରୀ ଙ୍କୁ କିସ୍ତି ରାଶି ଉପନିର୍ବାଚନ ପରେ ପ୍ରଦାନ ହେବ ।

ଏହା ସହିତ 2018 ଡିସେମ୍ବର ମାସରେ ରାଜ୍ୟରେ ଚାଷୀ ମାନଙ୍କ କଲ୍ୟାଣ ପାଇଁ ମୂଖ୍ୟ ମନ୍ତ୍ରୀ କାଳିଆ ଯୋଜନା ପ୍ରଚଳନ କରିଥିଲେ । ତେବେ ଏହି ଯୋଜନା ରେ ପ୍ରତି ବର୍ଷ ହୀତାଧିକାରୀ ଙ୍କୁ 2 ଟି ପର୍ଯ୍ୟାୟ ରେ 4 ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ ତେବେ ରାଜ୍ୟର 14 ଲକ୍ଷ ଭୂମିହୀନ କୃଷି ଶ୍ରମିକ ଏବଂ 53 ଲକ୍ଷ ଚାଷୀ ଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଯୋଜନା ହୋଇଛି ।

Money Transfer

ତେବେ କାଳିଆ ଯୋଜନା ର ଅର୍ଥ ରାଶି ସିଧା ସଳଖ ହୀତାଧିକାରୀ ଙ୍କ ବ୍ୟାଙ୍କ ଖାତା ରେ ଜମା ହେବ ତେବେ ଯାହାକି ବଡ ଅପଡେଟ ମୁତାବକ ପୂର୍ବରୁ ଚାଷୀ ମାନଙ୍କୁ ଟଙ୍କା ମିଳୁଥିବା ବେଳେ ଭୂମିହୀନ ଲିଷ୍ଟରେ ନାମ ଥିବା ଚାଷୀ ଙ୍କୁ ଟଙ୍କା ମିଳୁ ନଥିଲା ହେଲେ ଆଜି ଉଭୟ ଭୂମିହୀନ ଏମିତି କି କ୍ଷୁଦ୍ର ଏବଂ ନାମ ମାତ୍ର ଚାଷୀ ଙ୍କ ଏକାଉଣ୍ଟ ରେ ଜମା ହେବାକୁ ଯାଉଛି 2000 ଟଙ୍କା ।

କାଳିଆ ଯୋଜନା ର କିସ୍ତି ଉତ୍କଳ ଦିବସ ଅବସର ରେ ଯଦି ଆପଣ ମାନେ ଏହାର ଲିଷ୍ଟ ଦେଖିବାକୁ ଚାହୁଁଛନ୍ତି ତେବେ ଆପଣ ମାନେ କାଳିଆ ଯୋଜନା ର ୱେବସାଇଟ କୁ ଜାଇ ଦେଖି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *