ଆକାଉଣ୍ଟ କମ୍ ବାଲାନ୍ସ ଯୋଗୁଁ ATM ଟ୍ରାନଜାକ୍ସନ୍ ଫେଲ୍ ହେଲେ ଫାଇନ ଲାଗିବ ୧୦ ଟଙ୍କା + GST ।

atm

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଧ୍ୟନ ଦିଅନ୍ତୁ ଆପଣ ମାନଙ୍କ PNB ଏକାଉଣ୍ଟ ରେ ଯଦି ଇନ ସଫିସିୟଣ୍ଟ ବାଲାନ୍ସ ରହିଛି ଏବଂ ଆପଣ ଉଇଡ୍ରୋ କରୁଛନ୍ତି । ତେବେ ଆପଣଙ୍କ ଉପରେ ପ଼ଡିବ 10 ଟଙ୍କାର ଚାର୍ଜେସ । ଏବଂ ତା ସହିତ GST ଅଲଗା । ତେବେ ଏହି ଭଳି କିଛି ନୂଆ ନୟମ ଲାଗୁ କରିଛି ପଞାବ ନେସନାଲ ବ୍ୟାଙ୍କ୍ । ଚାର୍ଜେସ ରୁପିଜ 10 ପରେ GST ପ୍ରତିଟି ଟ୍ରାଞାକ୍ସନ ଉପରେ । ଏବଂ ପ୍ରତିଟି ଫେଲ୍ଡ କେସଟ୍ରାୟଲ ଉପରେ ଲଗେଇଛନ୍ତି ।

ଯଦି ଆପଣ ମାନଙ୍କ ଏକାଉଣ୍ଟ ରେ ଇନ ସପିସିୟଣ୍ଟ ବାଲାନ୍ସ ରହୁଛି ତେବେ ଆପଣ ଏହାଠାରୁ ଅଧିକ ଉଇଡ୍ର କରୁଛନ୍ତି ତେବେ ଆପଣ ମାନଙ୍କୁ ଏହି ଦଣ୍ଡର ଭୁକଦାନ କରିବାକୁ ପଡିବ । କେବଳ ସେତିକି ନୁହେଁ ଏହା ସହିତ ଫେଲ୍ଡ ATM ଟ୍ରାଞାକ୍ସନ ଉପରେ PNB ଏମିତି କିଛି ନୂଆ ନିୟମ ଆଣିଛନ୍ତି । ଏହା ସହିତ କହିଛନ୍ତି ଯେ ଯଦି ଏହାର ଅଭିଯୋଗ କରାଯାଏ ତେବେ 7 ଦିନ ମଧ୍ୟରେ ଏହାର ଉତ୍ତର ବ୍ୟାଙ୍କ ତରଫ ରୁ ମିଳିବ ।

Bank

ତେବେ ଏମିତି ବେଳେ ଯଦି ଆପଣ ମାନଙ୍କ ଏକାଉଣ୍ଟ ରେ ସାଫିସିୟଣ୍ଟ ବେଲେନ୍ସ ରହିଛି ଆଉ ଏମିତି ରେ ଆପଣଙ୍କ ଏକାଉଣ୍ଟ ଇନସାଫିସିୟଣ୍ଟ ବେଲେନ୍ସ ପାଇଁ ଟଙ୍କା କାଟୁଛି ତେବେ ଆପଣ ମାନେ ଏହାକୁ ନେଇ 30 ଦିନ ମଧ୍ୟରେ କମ୍ପଲେନ କରି ଦାଖଲ କରି ପାରିବେ ।

ଆଉ 30 ଦିନ ଭିତରେ ଯଦି ଏହାର ଉତ୍ତର ନ ମିଳେ ତେବେ 30 ଦିନ ପରେ ପ୍ରତି ଦିନ ଡିଲେ ରିଜ୍ୟୁଲେସନ ପାଇଁ ଆପଣଙ୍କୁ 100 ଟଙ୍କା ମିଳବ । ତେବେ ଏହି ପରି କିଛି ଘୋଷଣା କରିଛି ବ୍ୟାଙ୍କ୍ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *