ବଡ଼ ଖବର- ବହୁତ ଦିନ ପରେ ଖୁସି ଖବର ଦେଲେ ବର୍ଷା ପ୍ରିୟଦର୍ଶନୀ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶନୀ ଙ୍କୁ ଭଲ ଭାବେ ଜାଣି ଥିବେ ତେବେ ବହୁତ ସାରା ଓଡିଆ ଫିଲ୍ମ ରେ କାମ କରି ବହୁତ ସାରା ଦର୍ଶକ ମାନଙ୍କ ମନ ରେ ନିଜର ଏକ ଅଲଗା ପ୍ରକାରର ସ୍ଥାନ ବନେଇ ପାରିଛନ୍ତି ବର୍ଷା ପ୍ରିୟଦର୍ଶନୀ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଅନେକ ସୁପର ହିଟ ଚଳଚିତ୍ରରେ ନିକ୍ଷୁଣ ଅଭିନୟ କରି ପ୍ରତିଟି ଓଡିଆ ଙ୍କ ମନରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ।

ଏହି ପରି ପରିସ୍ଥି ତି ରେ ଗରିବ ଲୋକ ମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ଓଲ୍ଉଡ କୁଇନ୍ ବର୍ଷା ପ୍ରିୟଦର୍ଶନୀ । ସେମିତି ରେ ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ବର୍ଷା ପ୍ରିୟଦର୍ଶନୀ ଗୋଟିଏ ଏନଜିୟ ସଂସ୍ଥା ଚଳାନ୍ତି ଜାହା ଦ୍ୱାରା ସେ ଗରିବ ଲୋକ ମାନଙ୍କୁ ସେହି ଥିରେ ସେ ସାହାଯ୍ୟ କରିଥାନ୍ତି ।

barsha

ତେବେ ବର୍ଷା ସେମାନଙ୍କୁ ଖାଦ୍ୟ ଖୁଆଉ ଥିବା ବେଳେ ସେ ବହୁତ ସାରା ଲୋକ ମାନଙ୍କୁ ସାହାଯ୍ୟ କରୁ ଥିବାର ଦେଖିବା ପାଇଁ ମିଳିଛନ୍ତି । ତେବେ ଗତ କିଛି ଦିନ ତଳେ ବର୍ଷା ପ୍ରିୟଦର୍ଶନୀ ଏକ ବସ୍ତି ରେ ରହି ଥିବା ଅସାମାଜିକ ପିଲା ମାନଙ୍କୁ ପାଠ ପଢା ସାମଗ୍ରୀ ଏବଂ ଖାଇବା ଜିନିଷ ଦେଉ ଥିବାର ନଜର ଆସିଥିଲେ ।

ଜାହାର ଫୋଟ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେଉ ଥିବାର ନଜର ଆସୁଛି ଏବଂ ବହୁତ ସାରା ଲୋକ ମାନେ ତାଙ୍କର ପ୍ରସଂଶା କରୁ ଥିବାର ବି ଦେଖିବା ପାଇଁ ମିଳିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *