ପାଣିପାଗ ପକ୍ଷରୁ ଆସିଲା ବଡ଼ ସୂଚନା । ଆଜିଠାରୁ ତିନି ତାରିଖ ଯାଏ ଭିଜାଇବ ବର୍ଷା !

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ଜାରି ରହିଛି ପଶ୍ଚିମା ଝଡର ପ୍ରଭାବ ଘୋ଼ଟି ଆସୁଛି କଳା ବାଦଲ ଝାଡି ଯାଉଛି ବର୍ଷା । ବିଜୁଳୀ ଘଡଘଡି ସହିତ ମନରେ ଭୟ ଭରୁଛି । 15 ଜିଲ୍ଲା କୁ ଜାରି ହୋଇଛି ଅରେଞ୍ ୱାର୍ଣ୍ଣିଂ । ଆସନ୍ତା 3 ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ମେଘୁଆ ପାଗ । ପଶ୍ଚିମା ଝଡ ପ୍ରଭାବ ରେ ରାଜ୍ୟରେ ବିଭିନ୍ନ ସ୍ଥାନ ରେ ପଶ୍ଚିମା ଝଡ ଜାରି ରହିଛି ।

ଏହି ନେଇ ବାଲେଶ୍ୱର , ଭଦ୍ରକ , ଜାଜପୁର , କେନ୍ଦ୍ରାପଡା , କଟକ , ଜଗତସିହଂ ପୁର , ପୁରୀ , ଖୋର୍ଦ୍ଧା , ନୟାଗଡ , ଗଞାମ୍ , କଟକ , ଗଜପତି , ଢେଙ୍କାନାଳ , କନ୍ଧମାଳ , ରାୟଗଡା ମାଲକାନା ଗିରି ଏବଂ କୋରାପୁଟ ଜିଲ୍ଲା କୁ ୟୋଲ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଦେଖିବାକୁ ମିଳିଛି । ଏହା ସହିତ ଉପକୂଳ ଏବଂ ଏହାର ସଂଲଗ୍ନ ଅଞ୍ଚଳ ରେ ଝଡ ବର୍ଷା ସହିତ ପବନ ର ବେଗ 40 ରୁ 50 କିଲୋମିଟର ଛୁଇଁଛି ।

rain

ଏହି ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷ ରୁ ସତର୍କ ସୂଚନା ଜାରି ହୋଇଛି । ଏପ୍ରିଲ 1 ତାରିଖ ଯାଏ ଯଦିଓ 15 ଜିଲ୍ଲା କୁ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି । ତଥାପି ଏହି ମେଘୁଆ ପାଗ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଜାଇଛି । ସେହି ପରି ଆସନ୍ତା କାଲି ଅର୍ଥାତ ରବିବାର ଦିନ ପୁରୀ , ଢେଙ୍କାନାଳ , ଜଗପତି , ମାଲକାନାଗିରି , ଗଞାମ୍ , ଗଜପତି ରାୟଗଡା , କନ୍ଧମାଳ ଏବଂ କୋରାପୁଟ ରେ ବିଜୁଳୀ ଘଡଘଡି ସହିତ ଝଡବର୍ଷା ହେବାର ସମ୍ଭାବନା ରହିଛି ।

ଏହି ନେଇ ଏହି ସବୁ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷ ରୁ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି । ଗତ ଶୁକ୍ରବାର ଦିନ ମଧ୍ୟ ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିଲା । ତେବେ ଆସନ୍ତା କାଲି ରବିବାର 110 ମିମି ରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଜାଇଛି ।

ଏହା ସହିତ ଘଣ୍ଟା ପ୍ରତି 40ରୁ 45 କିଲୋମିଟର ବେଗରେ ପବନ ବହିବ ବୋଲି ଆକଳନ ହୋଇଛି । ସେହି ପରି ଦୁଇ ତାରିଖ ସକାଳ 8.30 ପର୍ଯ୍ୟନ୍ତ ପ୍ରଚଣ୍ଡ ଘଡଘଡି ସହିତ ବିଜୁଳୀ ସହିତ ବର୍ଷା ନେଇ ଉପକୂଳ ଉତ୍ତର ଏବଂ ଦକ୍ଷିଣ ଓଡିଶା ର 17 ଟି ଜିଲ୍ଲା କୁ ୟୋଲ ଆଲର୍ଟ ଜାରି ହୋଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *