ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ଦିଲ୍ଲୀ ରୁ ହାଇଦ୍ରାବଦ ରେ ପିଣ୍ଟୁ ନନ୍ଦ । ହଁ ବନ୍ଧୁଗଣ ହ୍ରାଇଦ୍ରାବାଦ ର ଯୋଶଦା ହସ୍ପିଟାଲ ରେ ତାଙ୍କୁ ଭର୍ତ୍ତି କରାଜାଇଛି । ତାଙ୍କର ଚିକିତ୍ସା ମଧ୍ୟ ଆରମ୍ଭ ହୋଇଛି । ଆଉ ଚିକିତ୍ସା ଆରମ୍ଭ ରୁ ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ନଣ୍ଡା କରି ଦିଆଜାଇଛି । ଭଲ କରି ଦେଖି ନିଅନ୍ତୁ ଏହି ଫୋଟ କୁ ଯାହା ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଭାଇରଲ ହେଉଛି । ଏହି ମୋବାଇଲ ରୁ ସେହି ମୋବାଇଲ ଘୂରି ବୁଲୁଛି ।
ଆଉ ଯିଏ ଦେଖୁଛି ସଂଙ୍ଗେ ସଂଙ୍ଗେ ପାଟିରୁ ବାହାରି ଆସୁଛି ଭଗବାନ ପିଣ୍ଟୁ ନନ୍ଦ ଙ୍କୁ ଭଲ କରି ଦିଅ । ଏହି ଫୋଟ ଯେତେ ଯେତେ ଭାଇରଲ ହେଉଛି ସେତେ ବେଳେ ସମସ୍ତ ଙ୍କ ପାଖରୁ ଆଶ୍ରୀବାଦ ଆସୁଛି । ହଁ ବନ୍ଧୁଗଣ ପରିବାର ଲୋକଙ୍କ ବ୍ଲଡ ଗୃପ୍ ସହିତ ତାଙ୍କର ମେଚ୍ କରୁ ନାହିଁ ସେହିଥି ପାଇଁ ଡୋନର ଖୋଜା ଚାଲିଛି । ଏହା ଭିତରେ ଆର୍ଥିକ ସହାୟତା ଲାଗି ପୁଣି ରାଜ୍ୟ ସରକାର ଙ୍କୁ ନିବେଦନ କରିଛନ୍ତି ପିଣ୍ଟୁ ନନ୍ଦ ଙ୍କ ପରିବାର ।
ଲିଭର ସିରୋସିସ ରେ ଆକ୍ରାନ୍ତ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ବର୍ତମାନ ଦିଲ୍ଲୀ ଇନସଚ୍ୟୁଟ ଆଣ୍ଡ ଲିଭର ଦୀଲ୍ଲୀ ଆରି ସାଇନ୍ସ ରେ ଭର୍ତ୍ତି କରାଜାଇ ଥିଲା । ଆଉ ସେଠାରେ ଯକୃତ ପ୍ରତ୍ୟାରୋପଣ ହେବାର ଥିଲା ହେଲେ ପରିବାର ରୁ କାହାର ବି ବ୍ଲଡ୍ ଗୃପ୍ ମେଚ କରି ପାରିଲା ନାହିଁ । ଯେଉଁଥି ପାଇଁ ଡୋନର ମିଳିଲେ ନାହିଁ ଯେଉଁଥି ପାଇଁ ବର୍ତମାନ ହାଇଦ୍ରାବାଦ ଜାଇଛନ୍ତି ପିଣ୍ଟୁ ନନ୍ଦ ।
ଆଉ ସବୁଠୁ ବଡ କଥା ହେଲା ଦିଲ୍ଲୀରେ ଅନ୍ୟ ଡୋନର ଙ୍କ ଠାରୁ ଯକୃତ ପ୍ରତ୍ୟାରୋପଣ କରିବାର ନିୟମ ନାହିଁ । ଯେଉଁଥି ପାଇଁ ପିଣ୍ଟୁ ନନ୍ଦ ଙ୍କୁ ହ୍ରାଇଦ୍ରାବାଦ ର ଯୋଶଦା ହସ୍ପିଟାଲ କୁ ନିଆଜାଇଛି । ଆଉ ଯେତିକି ବେଳେ ଏହି ଲଣ୍ଡା ଫୋଟ କୁ ଯାହା ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଭାଇରଲ ହେଉଛି ।
ଏହି ମୋବାଇଲ ରୁ ସେହି ମୋବାଇଲ ଘୂରି ବୁଲୁଛି । ଆଉ ଯିଏ ଦେଖୁଛି ସଂଙ୍ଗେ ସଂଙ୍ଗେ ପାଟିରୁ ବାହାରି ଆସୁଛି ଭଗବାନ ପିଣ୍ଟୁ ନନ୍ଦ ଙ୍କୁ ଭଲ କରି ଦିଅ । ଏହି ଫୋଟ ଯେତେ ଯେତେ ଭାଇରଲ ହେଉଛି ସେତେ ବେଳେ ସମସ୍ତ ଙ୍କ ପାଖରୁ ଆଶ୍ରୀବାଦ ଆସୁଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।