
ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯାହା ଚର୍ଚ୍ଚା ହେଉଥିଲା ତାହା ଏବେ ସତ ହେବା ପାଇଁ ଯାଉଛି । ହଁ ବେଦୀ କୁ ଯିବା ପୂର୍ବରୁ ନିର୍ବନ୍ଧ ସରିଛି । ସବୁଠୁ ବଡ କଥା ବୟସ ଅଧିକ ହେଲେ ବି ୟଙ୍ଗ୍ ୟଙ୍ଗ୍ ଲାଗୁଛି । ବନ୍ଧୁଗଣ ଆମେ କହୁଛୁ ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଙ୍କ କଥା ଭଲ କରି ଦେଖି ନିଅନ୍ତୁ ଏହି ଫୋଟ ଟିକୁ । ହଁ ବନ୍ଧୁଗଣ ଯାହା ବର୍ତମାନ ସମୟ ରେ ଖବର ମିଳୁଛି । କି ଏହି ସଜ ସଜ ନିର୍ବନ୍ଧ ସରୁଛି । ଆଉ କିଛି ସମୟ ପରେ ମାନେ ଅପରାହ୍ନ ରେ ବେଦୀ ରେ ବସିବେ ଦିବ୍ୟସଙ୍କର ।
ଆଉ ପ୍ରିୟଙ୍କା ମଥାରେ ସିନ୍ଦୁର ଭରିବେ । ଆଉ ଏହା ପୂର୍ବରୁ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଫୋଟ ରେ ଦିବ୍ୟସଙ୍କର ୟଙ୍ଗ୍ ଲାଗୁଥିଲେ ବି ପୁରା କ୍ରିମ୍ କ୍ରିମ୍ ରଙ୍ଗରେ ଆସଛନ୍ତି ନଜର କୁ ଆଉ ବାନ୍ଧବୀ ପ୍ରୟଙ୍କା ବି କ୍ରିମ୍ ରଙ୍ଗରେ ଦେଖା ଦେଇଥିବା ବେଳେ ସଂମ୍ପର୍ଣ୍ଣ ବାତାବରଣ ବି କ୍ରିମ୍ କିମ୍ ଲାଗୁଛି । ଏଠାରେ କହି ରଖିବାକୁ ଚାହିଁବୁ କି ପୁଣି ଚର୍ଚ୍ଚା କୁ ଆସିଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ଜୁନା ଗଡ ବିଧାୟକ ଦିବ୍ୟସଙ୍କର ମିଶ୍ର ।
ଆଉ ଏହି ଥର ଚର୍ଚ୍ଚା ତାଙ୍କର ଦ୍ୱିତୀୟ ବିବାହ କୁ ନେଇ ଆଉ ସବୁଠୁବଡ କଥା ହେଲା ଏହି ଦ୍ୱିତୀୟ ବିବାହ ଉଭୟ ଙ୍କ ପାଇଁ ଦ୍ୱିତୀୟ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ୍ ଡୋକଟା ଗାଁ ର ପ୍ରୟଙ୍କା ଅଗସ୍ତି ଙ୍କୁ ବିବାହ କରୁଛନ୍ତି ଜୁନା ଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ର । ପୁରୀ ଜିଲ୍ଲା ପିପିଲି ନିକଟସ୍ଥ ଏକ ରିଜୋର୍ଟ ରେ ତାଙ୍କର ଆଜି ବିବାହ ହେବା ପାଇଁ ଯାଉଛି । ଆଉ ବିବାହ ପୂର୍ବରୁ ଏବେ ଏକ ଫୋଟ ଭାଇରଲ ହେବାରେ ଲାଗିଛି ।
ଆଜି ଅପରାହ୍ନ ରେ ବିବାହ ହେବାକୁ ଥିବା ବେଳେ ବର୍ତମାନ କ୍ରିମ୍ ରଙ୍ଗର କୁର୍ତ୍ତା ପିନ୍ଧିଛନ୍ତି ଦିବ୍ୟଶଙ୍କର ଆଉ ବାନ୍ଧବୀ ପ୍ରୟଙ୍କା ବି କ୍ରିମ୍ ରଙ୍ଗରେ ଦେଖା ଦେଇଥିବା ବେଳେ ସଂମ୍ପର୍ଣ୍ଣ ବାତାବରଣ ବି କ୍ରିମ୍ କିମ୍ ଲାଗୁଛି । ତେବେ ଏଠାରେ କହି ରଖିବାକୁ ଚାହିଁବୁ ଦିବ୍ୟଶଙ୍କର ପୂର୍ବରୁ ଜୟ ପାଟଣା ରେ ବିବାହ କରିଥିଲେ । ହେଲେ କୈଣସି କାରଣ ରୁ ସେ ଛାଡ ପତ୍ର ଦେଇଥିବା ବେଳେ ଏବେ ସେ ପ୍ରିୟଙ୍କା ଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।