ବାହା ହୋଇଗଲେ ଏହି ଦୁଇ ଓଡିଆ ସେଲିବ୍ରେଟି ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ବନ୍ଧୁଗଣ ଓଲିଉଡ ର ଜବର୍ଦୋସ୍ତ ଯୋଡି ମାନସୀ ପାଲ ଏବଂ ଜ୍ୟୋତି ପ୍ରକାଶ । ତେବେ ବିବାହ ପରେ ଶାଶୁ ଘରେ ଏକ ଓଡିଆ ଘରର ବୋହୁ ପରି ଚଳୁଥିବାର ନଜର ଆସିଛନ୍ତି ମାନସୀ ପାଲ । ତାହାଲେ ଜ୍ୟୋତି ପ୍ରକାଶ ଙ୍କ ଘରେ ବୋହୁ ହୋଇ ରହିଛନ୍ତି ମାନସୀ । ତାହାଲେ ଆପଣ ମାନେ ଜ୍ୟୋତି ପ୍ରକାଶ ଙ୍କୁ ବହୁତ ଭଲ ଭାବେ ଜାଣିଥିବେ । ଓଲିଉଡ ଇଣ୍ଡଷ୍ଟ୍ରୀ ର ଜଣେ ଜବର୍ଦୋସ୍ତ ଅଭିନେତା ଅଟନ୍ତି ଜ୍ୟୋତି ପ୍ରକାଶ ।

ବହୁତ ସାରା ଓଡିଆ ସିରିଏଲ ରେ ଅଭିନୟ କରି ଗୋଟିଏ ଅଲଗା ପ୍ରକାର ସ୍ଥାନ ବନେଇବାରେ ସଫଳ ହୋଇ ପାରିଛନ୍ତି ଜ୍ୟୋତି । ତାହେଲେ ଜ୍ୟୋତି ଏବଂ ମାନସୀ ଦିର୍ଘ ଦିନ ଧରି ଭଲ ପାଉଥିଲେ । ତାହାଲେ ପୁରୁଣା ସିରିଏଲ ରେ ଅଭିନୟ କରୁଥିବା ସମୟ ରେ ଦୁହିଁଙ୍କ ଯୋଡି ସାରା ଓଡିଶା ର ଲୋକ ମାନଙ୍କୁ ପସନ୍ଦ ଆସୁଥିଲା । ତାହାଲେ ଆଗାମୀ ଦିନ ମାନଙ୍କରେ ଦୁହେଁ ଏକାଠୀ ନଜର ଆସିବା ପାଇଁ ଯାଉଛନ୍ତି ।

ତବେ ଏହାରି ମଧ୍ୟରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ମାନସୀ ପାଲ । ଜ୍ୟୋତି ଏବଂ ମାନସୀ ଙ୍କ ବିବାହ ରେ ବହୁତ ସାରା ଓଲିଉଡ ର ସେଲିବ୍ରେଟି ମାନେ ବି ଯୋଗ ଦେଇଥିଲେ । ତାହାଲେ ବନ୍ଧୁଗଣ ଆପଣ ମାନେ ମାନସୀ ଏବଂ ଜ୍ୟୋତି ଙ୍କ ଯୋଡି ଙ୍କୁ ତୁଳସୀ ସିରିଏଲ ରେ ଅଭିନୟ କରୁଥିବାର ଦେଖିବା ପାଇଁ ପାଇଥିଲେ । ତେବେ ଆୟୁସ ଏବଂ କେଟି କେରେକ୍ଟର ରେ ସେମାନେ ତୁଳସୀ ସିରିଏଲ ରେ ସେମାନେ ଅଭିନୟ କରିଥିଲେ ।

jyoti

ଯେଉଁଠାରେ ତାଙ୍କର ସୁନ୍ଦର ଅଭିନୟ କୁ ସାରା ଓଡିଶା ର ଦର୍ଶକ ମାନେ ପସନ୍ଦ କରିଥିଲେ । ଆଉ ବହୁତ ସାରା ଭଲ ପାଇବା ବି ଦେଇଥିଲେ । ଏବଂ ଏହି ସିରିଏଲ ଟି ସରିବା ପରେ ଦୁହେଁ ଅଲଗା ହୋଇଜାଇଥିଲେ । ଏବଂ ପରେ ଅଲଗା ଅଲଗା ସିରିଏଲ ରେ ଅଭିନୟ କରୁଥିବାର ନଜର ଆସିଥିଲେ । ହେଲେ ଏବେ ପୁଣି ଥରେ ଏକାଠୀ ହେବାକୁ ଯାଉଛନ୍ତି ମାନସୀ ପାଲ ଏବଂ ଜ୍ୟୋତି ପ୍ରକାଶ ପୁଣି ଥରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଏହି ଦୁଇ ଯୋଡି ।

ଆଗାମୀ ଦିନ ମାନଙ୍କରେ ଜିବନ ସାଥୀ ସିରିଏଲ ରେ ଆପଣ ମାନେ ଏକାଠୀ ଦେଖିବାକୁ ପାଇବେ । ଜାହାକି ଷ୍ଟାର କିରଣ ଚେନ୍ନାଲ ରେ ପ୍ରସାରଣ ହେବାକୁ ଯାଉଛି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଓଲିଉଡ ର ଜବର୍ଜୋସ୍ତ ଯୋଡି ମାନସୀ ଏବଂ ଜ୍ୟୋତି ଙ୍କ ଯୋଡି କେମିତି ଲାଗୁଛି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ