ଈଶ୍ୱର,ଭଗବାନ ଓ ଆଲ୍ଲା ସମସ୍ତେ ଅଛନ୍ତି ,ମୁ ଶ୍ରୀୟା ଓ ମୋ ପିଲାକୁ ବହୁତ ମିସ କରୁଛି :ହ୍ୟୁମାନ ସାଗର

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାହା ଭାବୁଛନ୍ତି ତାହାହିଁ ସତ ଏବଂ ମୁଁ ସବୁ ବେଳେ ସବୁ ରିଲିଜନ ଙ୍କୁ ରେସ୍ପେକ୍ଟ କରେ । ଆଉ ଆମେ ଯେଉଁ ଭଳି ସେହି ସିଚ୍ୟୁସନ କୁ ନେଇ ଥାନା ରେ କଥା ହୋଇଥିଲୁ ସେହି ସବୁ କୁ ନେଇ ଆମେ କମ୍ପ୍ରମାଇଜ କରିବା ପାଇଁ ମଧ୍ୟ କହିଛୁ । ମିଡିଆ ରିପୋର୍ଟର :- ଏହି ଯେଉଁ ଘଟଣା ହୋଇଛି ସେହିଥି ପାଇଁ ଆପଣ ମାନେ ଟିକେ ଦୁଖିଃତ କି ? ହଁ ଦୁଃଖ ନିଶ୍ଚିତ ଭାବେ ଲାଗିବ ହିଁ ମିଛ କେସ୍ ରେ କାହାକୁ ଫସେଇ ଦେବେ ଆଉ କାହାକୁ ମିଛ ଏଲିଗେସନ ଲଗେଇ ଦେବେ । ତେବେ ନିଶ୍ଚିତ ଭାବେ ଦୁଖଃ ଲାଗିବ ।

ହେଲେ ମୁଁ ଏଗ୍ରି କରିଛି ଯେହେତୁ ଆପଣ ମାନେ ମୋ ସିନିୟର ମୋ ଗୁରୁଜନ ମାନେ , ଆଉ ମୁଁ ବହୁତ ସୋକ୍ଡ ହୋଇଛି ମୁଁ ଏହି ପ୍ରକାରର ଏଲିଗେସନ ସବୁ ସୁଣିକି । ମିଡିଆ ରିପୋର୍ଟର :- ଆପଣ ଶ୍ରୀୟା କୁ କେତେ ଭଲ ପାଆନ୍ତି ? ହଁ ଅଭିଏସଲି ଆମେ ମାନେ ମୋ ମାଆ , ବାପା ,ମୋ ଭାଇ ଭଉଣୀ ବହୁତ ପରିମାଣ ରେ ଭଲ ପାଉ ତାଙ୍କର ଫ୍ୟାମେଲି କୁ ବି ଆମେ ବହୁତ ଭଲ ପାଉ ।

human a

ତଥା ଫ୍ୟାନ୍ସ ମାନେ ହେଲେ ଆମ ଭିତରର ସବୁ କିଛି ଆଉ ଏହା ହେଲା ଆମର ପର୍ସିନାଲ ମେଟର । ଆଉ ଫେନ୍ସ ମାନେ ମତେ ଯେଉଁ ଭଲ ପାଆନ୍ତି ମୁଁ ଫ୍ୟାନ୍ସ ତ କହିବିନି ସେମାନେ ମୋ ଫ୍ୟାମିଲି ମେମ୍ବର କହିଲେ ସଠିକ୍ ହେବ । ସେମାନେ ମତେ ଗୀତ ପାଇଁ ଭଲ ପାଆନ୍ତି ହେଲେ ସେମାନେ କେବେ ମୋ ପର୍ସିନାଲ ମେଟର କୁ ନେଇ ଭଲ ପାଆନ୍ତି ନାହିଁ ।

ତେବେ ମୁଁ ମରିବା ଯାଏ ସେମାନଙ୍କ ପାଇଁ ଗାଇବି । ଆଉ ଏହି ମେଟର କୁ ନେଇ ଆମେ ମାନେ ଥାନା ରେ ମତ ଦେଇ ସାରିଛୁ ଆଉ ସେମାନେ ଡିସିସନ ବି ଦେଇଛନ୍ତି ଯେ ତୁମେ ମାନେ କମ୍ପ୍ରମାଇଜ ହୋଇଯାଅ ବୋଲି । ତେଣୁ ଆମେ ଏଠାରେ କେବଳ ଠିକ୍ ହିଁ ଚାହୁଁଛୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *