ଅତି ଭକ୍ତି ପାଇଁ ଫସିଲେ ବ୍ୟକ୍ତି!! ହୋଇଗଲା ସାଙ୍ଘାତିକ ଘଟଣା

chura

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସୁଣିଥିବେ ଅତି ଭକ୍ତି ଚୋରର ଲକ୍ଷଣ ହେଲେ ଆଜି ଦେଖି ନିଅନ୍ତୁ କେମିତି ଅତି ଭକ୍ତି ସ୍ୱାସ୍ଥ୍ୟ ପକ୍ଷେ ହାନୀକାରକ ହଁ ବନ୍ଧୁଗଣ ଭିଡିଓ ଏଠାରେ ଦେଖିଲେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରିବେ । ତେବେ ଅତି ଭକ୍ତି ପରେ ଦେଖନ୍ତୁ ଜଣେ ଲୋକଙ୍କର କେମିତି ଅବସ୍ଥା ହୋଇଛି ।

ତେବେ ଆମ ଦେଶରେ ଭଗବାନ ଙ୍କ ନିକଟ ରେ ମାନଶିକ ପୂରଣ କରିବା ପାଇଁ ଲୋକେ କେତେ କଣ କରିଥାନ୍ତି । କିଏ ବଳି ଦେଇଥାଏ ତ କିଏ ଦ୍ୱୀପ ଜାଳିଥାଏ କିଏ ଠାକୁର ଙ୍କ ପାଖରେ ଅଧିଆ ମଧ୍ୟ ପଡିଥାଏ । ହେଲେ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଭାଇରଲ ହେଉଛି ଜଣେ ଭକ୍ତଙ୍କର ଭିଡ଼ିଓ । ଏମିତି କିଛି କରିଛନ୍ତି ଜାହା ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

hati

ତେବେ ଏହି ଭିଡ଼ିଓ ଟି ଆସିଛି ଗୁଜୁରାଟ ରୁ ତେବେ ଦେଖିବାକୁ ମିଳୁଛି ଯେ ବ୍ୟକ୍ତି ଜଣଙ୍କ ମନ୍ଦିର ସମ୍ନାରେ ଥିବା ହାତୀ ପେଟ ତଳେ ଫସି ଜାଇଛନ୍ତି । ଭକ୍ତ ଜଣଙ୍କ ନିଜର ମାନଶୀକ ପୂରଣ କରିବା ପାଇଁ ଏମିତି କରିଥିବାର ଦେଖିବା ପାଇଁ ମିଳିଛନ୍ତି । ଆଉ ଏହି ବିଶ୍ୱାସ ଭକ୍ତ ଜଣଙ୍କ ହାତୀ ପେଟ ତଳେ ପସି ଜାଇଥିଲେ । ଆଉ ହାତୀ ପେଟ ତଳେ ସେ ଲାଖି ଜାଇ ଆଉ ବାହିରି ପାରିନଥିଲେ ।

ଭିଡ଼ିଓ ରେ ଦେଖିବା ପାଇଁ ମିଳିଛି କି ଭକ୍ତ ଜଣଙ୍କ ବାହାରିବା ପାଇଁ ଛାଟିପିଟି ହୋଇ ବାହାରିବା ପାଇଁ ଚେଷ୍ଟା କରିଥିବା ବେଳେ ପୂଜାରୀ ମାନେ ତାଙ୍କୁ ବାହାର କରିବା ପାଇଁ ଉପାୟ ମଧ୍ୟ କରୁଛନ୍ତି । ହେଲେ ଏହିଥିରେ ଭକ୍ତ ଜଣଙ୍କ ସଫଳ ହେଉ ନାହାଁନ୍ତି । ତେବେ ଏହି ଭିଡ଼ିଓ ଟି ସୋସିଆଲ ମିଡିଆ ରେ ଭାଇରଲ ହେଉଥିବା ବେଳେ ଲୋକ ମାନେ କହୁଛନ୍ତି ଅତି ଭକ୍ତି ହେଲେ ସ୍ୱାସ୍ଥ୍ୟ ପକ୍ଷେ ହାନୀକାରକ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ