ସାର ମୋର ସବୁ ଜାଗାକୁ ଛୁଅନ୍ତି |

sir

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଜଣେ ଯୁବତୀ ନିଜ ସିନିୟର ଅଫିସରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ତେବେ ଯୁବତୀ ଜଣଙ୍କ ନିଜ ବୟାନରେ ଯାହା ସବୁ କହିଛନ୍ତି ତାହା ଶୁଣିଲେ ଆପଣ ମାନେ ନିଶ୍ଚତ ଆଶ୍ଚର୍ଯ୍ୟ ହେବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ଯୁବତୀ ଜଣକ ଗଣମାଧ୍ୟମ ଆଗରେ କହିଛନ୍ତି ମୋ ନାଁ ରୂପାଳୀନ ଭୂଜଳ ମୁଁ ଇନଷ୍ଟିଟ୍ୟୁଟ ଅଫ କେମିକାଲ ଟେକ୍ନୋଲୋଜି ରେ ଅଫିସ ଆଟେଣ୍ଡାଣ୍ଟ ଭାବେ କାମ କରୁଛି । ମୋର ସିନିୟର ଅଫିସର ଯିଏ ସେ ମୋ ସହ ହାରାସମେଣ୍ଟ କରିଛନ୍ତି । ସେ ମୋ ସହିତ ବହୁତ ଖରାପ ଭାଷାରେ କଥା ବାର୍ତ୍ତା କରନ୍ତି । ମୋ ଦେହକୁ ସେ ବହୁତ ଥର ଟଚ କରିଛନ୍ତି ଆଉ ମୋ ପ୍ରାଇଭେଟ ପାର୍ଟକୁ ବି ସେ ବହୁତ ଥର ଟଚ କରିଛନ୍ତି । ମୋ ଦେହକୁ ନେଇ ବି ସେ ବହୁତ ଥର କମେଣ୍ଟ କରିଛନ୍ତି ।

women 1

ସେ କୁହନ୍ତି କାହିଁକି ବାହା ହେଉନୁ ତୋର ବୟଫ୍ରେଣ୍ଡ ଅଛନ୍ତି । ସେ ମୋତେ ବହୁତ ଖରାପ କମେଣ୍ଟ କରନ୍ତି । ମୋତେ କୁହନ୍ତି ତୋର ଶୁଖି ଗଲାଣି ଆଉ କିଛି ନାହିଁ ମାନେ ଘରକୁ ବି ବହୁତ ଥର ଡାକିଛନ୍ତି । ତେବେ ଏମିତି ଜଣେ ମହିଳା ଚନ୍ଦ୍ରଶେଖରପୁର ରେ ଅଭିଯୋଗ ପରେ ବର୍ତମାନ ଏହି ଘଟଣା ସାମ୍ନା କୁ ଆସିଛି । ସେହି ବ୍ୟକ୍ତି ଜଣକ ଙ୍କ ନାମ ହେଉଛି ସୁନିଲ କୁମାର ମହାନ୍ତି । ସେ ଅନେକ ଥର ମହିଳା ଜଣକଙ୍କ ସହିତ ଖରାପ୍ ବ୍ୟବହାର କରିଛନ୍ତି । ଅନେକ ଅସଭ୍ୟ ଭାଷା ବ୍ୟବହାର କରି ତାଙ୍କ ସହ କଥା ବାର୍ତ୍ତା କରଛନ୍ତି ।

ମହିଳା ଜଣଙ୍କ ଶରୀର ଉପରେ ମଧ୍ୟ ଉକ୍ତ ବ୍ୟକ୍ତି ଜଣକ ସର୍ବଦା ଖରାପ୍ କମେଣ୍ଟ କରନ୍ତି ବୋଲି ସେ କହିଛନ୍ତି । ଦେହରେ ଆଉ କିଛି ନାହିଁ କେତେ ଜଣ ବୟଫ୍ରେଣ୍ଡ ଅଛନ୍ତି କେତେ ଜଣକ ସହିତ ସଂ-ମ୍ପର୍କ ରଖିଛ । ଏଭଳି କହିବା ସହ ଅନେକ ଥର ଘରକୁ ମଧ୍ୟ ଡାକିଥିବା । ମଝିରେ ମହିଳା ଜଣଙ୍କ ଦେହ ଭଲ ନଥିବା ସମୟରେ ଉକ୍ତ ବ୍ୟକ୍ତି ଜଣକ ଜବରଦସ୍ତି ନେଇ ତାଙ୍କୁ ମେଡିସିନ ଖୁଆଇଛନ୍ତି । ମହିଳା ଜଣକ ମଧ୍ୟ ଏସବୁ କଥା ଅନେକ ଥର କହିବାକୁ ଚେଷ୍ଟା କରିଛନ୍ତି ।

ହେଲେ ସେ ଜାଣିଥିଲେ ଯେ ଏସବୁ କଥା କହିଲେ ତାଙ୍କ ଡାଇରେକ୍ଟର ଙ୍କୁ କୌଣସି ପ୍ରକାରର ଫରକ୍ ପଡ଼ିବ ନାହିଁ । କାରଣ ତାଙ୍କ ଡାଇରେକ୍ଟର ସର୍ବଦା ଉକ୍ତ ବ୍ୟକ୍ତି ଜଣଙ୍କୁ ଖୁବ ସପୋର୍ଟ କରୁଛନ୍ତି । ଲୋକ ମାନେ ମଧ୍ୟ ତାଙ୍କ କେସ କୁ ଡିସ୍ ମିସ୍ କରିବା ପାଇଁ ଅନେକ ଧମକ ମଧ୍ୟ ଦେଇଛନ୍ତି । ଏଭଳି ନକଲେ ତାଙ୍କୁ ଅନେକ ପ୍ରକାରର ଧମକ ଦେଇ କହିଛନ୍ତି । ଆଉ ମହିଳା ଜଣକଙ୍କ ନାମରେ ଓଲଟା ଥାନାରେ କେସ ଦେଇଦେବେ ବୋଲି କହୁଛନ୍ତି । ଏବେ ମହିଳା ଜଣକ ନ୍ୟାୟ ପାଇଁ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *