ସୁଟିଂ ସେଟରେ ସବୁ ଖୋଲି ଦେଲେ ରିୟା – ସ୍ୱାମୀଙ୍କୁ ଦେଖି ଆଉ

Riya 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁଟିଂ ସେଟ୍ ରେ ସ୍ୱାମୀ ଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ଓଡିଆ ଅଭିନେତ୍ରୀ ରିୟା ଦେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ମାସରେ ସୁନିଲ ଏବଂ ରିୟା ଙ୍କର ବିବାହ ହୋଇଥିଲା । ଆଉ ବାହାଘର ଟି ବହୁତ ଧୁମଧାମ୍ ରେ ହୋଇଥିଲା ଯେଉଁଥିରେ ଓଲିଉଡ ର ସମସ୍ତ ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । ଆଉ ବାହାଘର ପରେ ଏବେ ସୁଟିଂ ସେଟ କୁ ଜାଇଛନ୍ତି ରିୟା ଦେ ।

ଗତ ଦିନ ମାନଙ୍କରେ ରିୟା ଦେ ଙ୍କ ଦୁଇ ଦୁଇଟି ଫିଲ୍ମ ରିଲିଜ ହେବାକୁ ରହିଛି । ଆଉ ଏହି ସୁଟିଂ ସେଟ୍ ରେ ନିଜର ସ୍ୱାମୀ ସୁନିଲ ଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ରିୟା ଦେ । ତାହାଲେ ବନ୍ଧୁଗଣ ରିୟା ବର୍ତମାନ ସମୟ ରେ ନିଜର ସ୍ୱାମୀ ଙ୍କ ସହ ବିଦେଶ କୁ ଜାଇଥିଲେ ନିଜର ହନିମୁନ ଟ୍ରିପ୍ ପାଇଁ ଆଉ ସେଠାରେ ସେମାନେ ବହୁତ ସୁନ୍ଦର ସୁନ୍ଦର ଜାଗା ବୁଲୁଥିବାର ଏବଂ ବହୁତ ସୁନ୍ଦର ଖିଆଦିଆ କରୁଥିବାର ନଜର ଆସୁଥିଲେ । ରିୟା ଜାହାକୁ ସେ ନିଜର ସୋସିଆଲ ମିିଡିଆରେ ସେୟାର କରିଥିଲେ ।

riya

ତାହାଲେ ବର୍ତମାନ ନିଜର ଶାଶୁ ଘରେ ରହୁଛନ୍ତି ରିୟା ଏବଂ ଗୋଟିଏ ଓଡିଆ ଘରର ବୋହୁ ହୋଇ ନିଜର ଶାଶୁ ଘରେ ରହୁଛନ୍ତି । ଏହାରି ମଧ୍ୟରେ ରିୟା ନିଜର ଆଗାମୀ ଚଳଚିତ୍ର ର ସୁଟିଂ ପାଇଁ ସୁଟିଂ ସେଟ୍ କୁ ଜାଇଛନ୍ତି । ଆଉ ସେଠାକୁ ଆସିଛନ୍ତି ତାଙ୍କର ବୟଫ୍ରେଣ୍ଡ ସ୍ୱାମୀ ସୁନିଲ । ତେବେ ସୁନିଲ ଙ୍କ ସହ ସୁଟିଂ ସେଟ୍ ରେ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ରିୟା ଦେ ।

ତାହାଲେ ରିୟା ସୁନିଲ ଙ୍କୁ ଦିର୍ଘ ଦିନ ଧରି ବାହାଘର ପୂର୍ବରୁ ଭଲ ପାଉଥିଲେ । ଆଉ ଭଲ ପାଇ ଶେଷରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ସୁନିଲ ଏବଂ ରିୟା ବିବାହ ଟି ବହୁତ ଧୁମଧାମ୍ ରେ ହୋଇଥିବା ବେଳେ ଯେଉଁଥିରେ ଓଲିଉଡ ର ବହୁତ ସେଲିବ୍ରେଟି ମାନେ ଯୋଗ ଦେଇଥିଲେ ।ତେବେ ବନ୍ଧୁଗଣ ଆପଣ ମାନଙ୍କୁ ରିୟା ଏବଂ ସୁନିଲ ଙ୍କ ଯୋଡି କେମିତି ଲାଗୁଛି ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

odisha band
Editorial

କାଲି ଓଡିଶା ବନ୍ଦ ଡାକରା – ଘରୁ ବାହାରିବା ଆଗରୁ ଜାଣି ନିଅନ୍ତୁ ଏହି ଖବର ।

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା କାଲି ଧର୍ମ ଘଟ ରେ ସାମିଲ ହେବନି ଘୋରଇ ବସ୍ ରାଜ୍ୟର ସମସ୍ତ ରୁଟ୍ ରେ ଘୋରଇ ବସ୍ ଗଡିବା ନେଇ ଆଭିମୂଖ୍ୟ ସ୍ପଷ୍ଟ କରିଛି ଘୋରଇ ବସ୍ ମାଲିକ ସଙ୍ଘ ଧର୍ମଘଟ ସମୟ ରେ ଘୋରଇ ବସ୍ ମାଲିକ ସଙ୍ଘ ଗୋଣ୍ଡଗୋଳ ଆଶଂକା କରିଛି ସୁରକ୍ଷା ପ୍ରଦାନ ପାଇଁ ପୋଲିସ ଡିଜି ଙ୍କୁ ଭେଟି ନିବେଦନ କରିଛି ସଂଘ । […]

ଅଧିକ ପଢ
aret
Editorial

ବାପା ସହିତ ୫ ଟା ମୋବାଇଲ ଖୋଲିବ ଝିଅ ଅର୍ଚ୍ଚନାର କଳା ଗୁମର !

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗଙ୍କ ବାପା ଙ୍କୁ ସମନ ପରେ ଇଡି ଜେରା କରିଛି । ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ ରେ ସମନ ପରେ ତାଙ୍କୁ ହାଜର କରାଜାଇଥିବା ସୂଚନା ରହିଛି । ତେବେ ଅର୍ଚ୍ଚନା ଙ୍କ ବେନାମୀ ସଂମ୍ପତୀ ନେଇ ଇଡି ଖୋଳତାଳ କରୁଛି । ତାଙ୍କର ବାପାଙ୍କୁ ପଚରା ଉଚୁରା କରୁଛି ଏହି ସଂମ୍ପତୀ ବାବଦରେ ଅର୍ଚ୍ଚନା ଙ୍କ ସଂମ୍ପର୍କ […]

ଅଧିକ ପଢ
aq666
Editorial

Surya Paraga 2022 – ସୂର୍ଯ୍ୟପରାଗ ପରେ କେଉଁ ରାଶି ପ୍ରତି ରହିଛି କଣ ପ୍ରଭାବ ।

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ପୃଥିବୀରେ ପ୍ରତ୍ୟୋକ ସମୟ ରେ ପ୍ରାକୃତିକ ବିପର୍ଯ୍ୟୟ ସବୁ ଦେଖିବାକୁ ମିଳେ । ଜାହାର ପ୍ରଭାବ ଜିବ ଜଗତ ଉପରେ ପଡିଥାଏ । ତେବେ ଏହି ପରି ଏକ ପ୍ରାକୃତିକ ବିପର୍ଯ୍ୟୟ । ଏମତି ଏକ ପ୍ରାକୃତିକ ପରିବର୍ତ୍ତନ ଆସିବାକୁ ଯାଉଛି ଅକ୍ଟୋବର 25 ତାରିଖରେ ଯେଉଁ ଦିନ ହେବାକୁ ଯାଉଛି ସୂର୍ଯ୍ୟପରାଗ । ତେବେ ଏହି ସୂର୍ଯ୍ୟ ପରାଗ […]

ଅଧିକ ପଢ