ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଅଶ୍ୱନୀ ଏବଂ ପ୍ରେରଣା ତେବେ ଏମାନଙ୍କ ବିବାହ ରେ ଅନେକ କଳାକାର ମାନେ ଯୋଗ ଦେଇଥିବା ବେଳେ । ଆପଣ ମାନେ ଏଠାକାର ଭିଡ଼ିଓ ରୁ ନିଶ୍ଚତ ଭାବେ ଦେଖିବା ପାଇଁ ପାଇଯିବେ କି ସେମାନଙ୍କ ବିବାହ ରେ କେଉଁ କେଉଁ କଳାକାର ମାନେ ଯୋଗ ଦାନ ଦେଇଥିଲେ ।
ତେବେ ବନ୍ଧୁଗଣ ଆପଣ ମାନେ ଅଶ୍ୱନୀ ଏବଂ ପ୍ରେରଣା ଙ୍କୁ ନିଶ୍ଚିତ ଭାବେ ଜାଣିଥିବେ । ଏହି ଅଭିନେତା ଜଣଙ୍କ ବହୁତ ସାରା ଚଳଚିତ୍ର ଏବଂ ଆଲବମ୍ ରେ ନଜର ଆସିଛନ୍ତି । ଅଭିନେତା ଅଶ୍ୱନୀ ନିଜର ଅଭିନୟ ଅପେକ୍ଷା ନିଜର ଆଙ୍କରିଂ ପାଇଁ ଓଡିଶା ର ଘରେ ଘରେ ପରିଚିତ ଅଟନ୍ତି । ବର୍ତମାନ ସମୟ ରେ ଆପଣ ମାନେ ଅଶ୍ୱନୀ ଙ୍କୁ ଅନେକ ଆଲବମ୍ ସହିତ ଆପଣ ମାନେ ତାଙ୍କୁ ଏଙ୍କରିଂ ପାଇଁ ଓଡିଶାର ଘରେ ଘରେ ପରିଚିତ ଅଟନ୍ତି ।
ଠିକ୍ ସେହି ପରି ଆପଣ ମାନେ ନିଜର ଲୋକପ୍ରିୟ ଅଭିନେତ୍ରୀ ପ୍ରେରଣା ଙ୍କୁ ବି ବହୁତ ଭଲ ଭାବେ ଜାଣିଥିବେ । ଏବଂ ସେ ବି ମଧ୍ୟ ନିଜର ଅଭିନୟ ର ଦକ୍ଷତା ପାଇଁ ଓଡିଶାରେ ବହୁତ ଲୋକପ୍ରିୟ ହୋଇ ପାରିଛନ୍ତି । ତେବେ ଓଡିଶା ର ଦର୍ଶକ ମାନେ ବି ତାଙ୍କୁ ବହୁତ ସାରା ସିନେମା ଏବଂ ଆଲବମ୍ ଭିଡ଼ିଓ ରେ ନିଜର ଭଲ ପାଇବା ଦେଇଛନ୍ତି ।
ଉଭୟ ପରସ୍ପର କୁ ଦିର୍ଘ ନଅ ବର୍ଷ ହେଲା ଭଲ ପାଉଥିବା ବେଳେ ବର୍ତମାନ ସମୟ ରେ ଉଭୟ ସାତ ଜନ୍ମ ର ସାଥି ହୋଇଛନ୍ତି । ଗତ କାଲି ଉଭୟ ବିବାହ କରିଥିଲେ । ଏହି ବିବାହ ଟି ସେମାନଙ୍କର ବହୁତ ଧୁମ ଧାମ ରେ ହୋଇଥିଲା । ତେବେ ବିବାହ ର କିଛି ଫୋଟ ଏବଂ ଭିଡ଼ିଓ ସୋସିଆଲ ମିଡିଆ ରେ ଦେଖିବା ପାଇଁ ମିଳିଛି ।
ତେବେ ସେହି ପରି ବେଳେ ମଧ୍ୟ ଅଶ୍ୱନୀ ନିଜର ଶାଳୀ ମାନଙ୍କୁ କେତେ କଣ ଟଙ୍କା ଦେଇଥିଲେ ଏବଂ କେତେ କଣ ମଜା ମସ୍ତି ସେମାନେ କରିଥିଲେ ସେହି ବିବାହ ରେ ସେହି ବିଷୟ ରେ ଏକ ଗଣମାଧ୍ୟମ ରେ ମଧ୍ୟ କହିଥିବାର ଦେଖିବା ପାଇଁ ମିଳିଛନ୍ତି । ତେବେ ଆପଣ ମାନଙ୍କୁ ଅଶ୍ୱନୀ ଏବଂ ପ୍ରେରଣା ଙ୍କ ଯୋଡି କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।