ଡରିଗଲେ ଅର୍ଚ୍ଚନା ! | ଖୋଲି କହିଦେଲ ସବୁ ସତ – ଏହି ନେତାଙ୍କ ସହ କରିଛନ୍ତି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ହାଜତ ରୁ ବାହାରିବା ପରେ ମ୍ଫ , ମ୍ଫ ହେଉଥିଲେ , 30 ମିନିଟ ସମୟ ମାଗିଥିଲେ । ହେଲେ 100 ଘଣ୍ଟା ପରେ ବି ମୁହଁ ଖୋଲୁ ନାହାଁନ୍ତି । ଏଠାରେ ପ୍ରଶ୍ନ କାହାକୁ ଡରିଗଲେ କି ଅର୍ଚ୍ଚନା ? ଠିକାଦାର ଅର୍ଚ୍ଚନା କୁ ଦେଇଥିଲେ 7 ଲକ୍ଷ ଟଙ୍କା । ଗଣ ମାଧ୍ୟମ ରେ ଦୁଇ ଥର ବିସ୍ଫୋରକ ବୟାନ ଦେଲେ ଅର୍ଚ୍ଚନା । ତେବେ 30 ମିନିଟ ସମୟ ମାଗିଥିବା ଅର୍ଚ୍ଚନା 4 ଦିନ ହେଲାଣି ମୁହଁ ଖୋଲୁ ନାହାଁନ୍ତି ।

କାହା ନାଁ ବି ନେଉନାହାଁନ୍ତି କେବଳ ପୋଲିସ ଉପର କୁ ଦୋଷ ଦେଉଛନ୍ତି ସେ । ରାଜ୍ୟ ପରିବର୍ତନ କରିବାକୁ ଧମକ ଦେଉଥିବା ଅର୍ଚ୍ଚନା କଣ ପାଇଁ ମନ୍ଥର ହୋଇଗଲେ ବୁଝାପଡୁ ନାହିଁ । ଅର୍ଚ୍ଚନା ଙ୍କ ଘର ତିଆରି କରୁଥିବା ଠିକାଦାର ଏବଂ ଡିଜାଇନର ଙ୍କୁ ବି ଜେରା କରିଛନ୍ତି ଇଡି । ପ୍ରାୟ ଘର ପାଇଁ 40 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଠିକାଦାର ପାଲଟା ଅର୍ଚ୍ଚନା ଙ୍କ ଏକାଉଣ୍ଟ କୁ 7 ଲକ୍ଷ ଟଙ୍କା ପଠେଇଛନ୍ତି ।

Archana 11

ତେବେ ଏହା କିପରି ହେଲା ସେହି ବିଷୟ ରେ ଖୋଳତାଳ କରୁଛି ପୋଲିସ । ଅର୍ଚ୍ଚନା ବି ଏହାକୁ କେବଳ ସୋପର୍ଟ କରିବେ ବୋଲି କହିଛନ୍ତି । ତେବେ ରିମାଣ୍ଡ ସମୟ ସରିଆସୁଥିବାରୁ ସେହିଥି ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ହୋଇଛି । ଅର୍ଚ୍ଚନା କୁ ସାମ୍ନାରେ ରଖି ଜେରା କରିବାକୁ ଯୋଜନା କରିଥିଲା ଇଡି । ଅକ୍ଷୟ ପରିଜା, ଶ୍ରଦ୍ଧଞଳୀ ବେହେରା ଖଗେଶ୍ୱର ପାତ୍ରକୁ ସାମ୍ନା ସାମ୍ନି ବସେଇ ଜେରା କରିବାକୁ ଯୋଜନା କରିଥିଲା ଇଡି ।

ଏହା ସହିତ ଅର୍ଚ୍ଚନା ଙ୍କ ମୁହଁରୁ କିଛି ବଡବଡିଆ ଙ୍କ ବିଷୟ ରେ ଜାଣିବାକୁ ଚେଷ୍ଟା କରୁଛି ଇଡି । ହେଲେ ମିଡିଆ ଆଗରେ ମୁହଁ ଦେଖେଉଥିବା ଅର୍ଚ୍ଚନା କଣ ପାଇଁ ଏବେ ଚୁପ୍ ତାହା ବୁଝା ପଡୁ ନାହିଁ । ହାତରେ ଆଉ ତିନି ଦିନର ସମୟ ଏହା ମଧ୍ୟରେ ଅର୍ଚ୍ଚନା ଙ୍କ ଠାରୁ କି ତଥ୍ୟ ହାସଲ କରୁଛି ଇଡି ତାହାକୁ ଅପେକ୍ଷା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ