ଏହି ଫୋଟଗୁଡିକୁ ଦେଖନ୍ତୁ ଆପଣଙ୍କ ମସ୍ତିସ୍କ ଦୋହଲିଯିବ ! ଥରଟିଏ ନିଶ୍ଚୟ ଦେଖନ୍ତୁ ।

Spread the love

ସୋସିଆଲ ମିଡିଆରେ ଏମିତି ବହୁତ ଜିନିଷ ଦେଖିବାକୁ ମିଳୁଛି, ସେଥିମଧ୍ୟରୁ ଏହିପରି କେତେକ ଫୋଟ ଦେଖିବା ପରେ ନିଜକୁ ଆଶ୍ଚର୍ଯ୍ୟ ଲାଗିଥାଏ । ପୁଣି ଏହି ପ୍ଲାଟଫର୍ମରେ ଏମିତି ଅନେକ ଜିନିଷ ରହିଛି; ଯାହା ଆପଣଙ୍କ ପୁରା ଦିନକୁ ମଧ୍ୟ ବର୍ବାଦ କରି ଦେଇପାରେ । ଯଦିଓ ଏମିତି କିଛି ଜିନିଷ ଦେଖି ଆପଣ ନିଜ ହସ ମଧ୍ୟ ଅଟକି ପାରିବେ ନାହିଁ । ଏମିତି ହିଁ ଏକ ଇଂଷ୍ଟଗ୍ରାମ ଆକାଉଣ୍ଟ ଅଛି; ଯାହା ଆପଣଙ୍କ ନାମ ଅନୁସାରେ ହିଁ ଫୋଟଗୁଡିକୁ ସେୟାର କରିଥାନ୍ତି । ଏହି ଆକାଉଣ୍ଟର ନାମ ହେଉଛି just_here_to_ruin_your_day. । ଏହି ଆକାଉଣ୍ଟରେ ପାଖାପାଖି ୭୦ ହଜାର ସମର୍ଥକ ରହିଛନ୍ତି । ଏହି ଆକାଉଣ୍ଟରେ ଏମିତି ଫୋଟଗୁଡିକ ସେୟାର ହୋଇଥାଏ, ଯେଉଁଥିରୁ କିଛି ଫୋଟ ଦେଖି ଆପଣଙ୍କ ମାନସିକ ଭାବ ଖରାପ ହୋଇ ଯାଇପାରେ ତ ପୁଣି କିଛି ଫୋଟକୁ ଦେଖି ଆପଣଙ୍କ ହସି ହସି ଗଢି ଯିବେ । ଦେଖନ୍ତୁ ଏହି ଆକାଉଣ୍ଟର ଏମିତି ହି କିଛି ଫୋଟଗୁଡିକ ।

“କୁଚ୍ଛ କୁଚ୍ଛ ହୋତା ହେ”ର ରାହୁଲଙ୍କ ହାତରୁ ଫ୍ରେଣ୍ଡଶିପ ବେଣ୍ଡକୁ ଲୁଚାଇ ଫାସିର ଦଉଡି ଧରାଇ ଦିଆଯାଇଛି ।

ହ୍ରିତିକ ରୋଶନ ନିକଟରେ ହିଁ ସୁପର-୩୦ ଚଳଚ୍ଚିତ୍ରରେ ଆନନ୍ଦ କୁମାରଙ୍କ ଭୂମିକାରେ ଅଭିନୟ କରିଛନ୍ତି । ତାଙ୍କର ଏବଂ ଆନନ୍ଦ କୁମାରଙ୍କ ଫୋଟକୁ ଯୋଡି ଏମିତି ତିଆରି କରାଯାଇ ପାରିବ ।

ଫିଲ୍ମ “ଜିତ”ରେ ସୋନି ଦେଓଲଙ୍କ ଶରୀର ଉପରେ ସୋନି ଲିଓନିଙ୍କ ଚେହେରା । ଏହି ଫୋଟଟି ବହୁତ ଖରାପ ଫୋଟସପ କାର୍ଯ୍ୟର ଉଦାହରଣ ହୋଇପାରେ ।

ଏହି ଫୋଟରେ ମଧ୍ୟ ସୋନି ଦେଓଲଙ୍କ ଶରୀର ଉପରେ ସୋନି ଲିଓନିଙ୍କ ଚେହେରା ଲଗାଯାଇଛି ।

ଏଠାରେ ଦୁଇଟି ଫୋଟକୁ ମିଶାଇ ଉପସ୍ଥାପନ କରାଯାଇଛି ।

ଏହି ଫୋଟଟି ମଧ୍ୟ ବହୁତ ମଜାଳିଆ ।

ଅନୁଛେଦରେ ପ୍ରଦତ୍ତ ଫୋଟଗୁଡିକୁ ନେଇ ଆପଣଙ୍କ ମତାମତ କଣ Comment କରି ନିଶ୍ଚୟ ଜାଣନ୍ତୁ । ପସନ୍ଦ ଆସିଥିଲେ ବିଷୟଟିକୁ ଗୋଟିଏ ଲାଇକ କରିଦିଅନ୍ତୁ ଓ ନିଜ ପ୍ରିୟଜନ ମାନଙ୍କ ସହିତ ସେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।