ଶରୀରର ଅନ୍ତକୁ ସମ୍ପୂର୍ଣ୍ଣ ବର୍ବାଦ କରି ଦେଇଥାଏ, ଆପଣଙ୍କ ଏହି ଗୋଟିଏ ଭୁଲ ଯାହା ଆପଣ ପ୍ରତିଦିନ କରନ୍ତି :

Spread the love

ଭୋଜନ ସମ୍ପୂର୍ଣ୍ଣ ଭାବରେ ହଜମ ହୋଇଯିବା ପରେ ସମସ୍ତ ଅପଚୟ ପଦାର୍ଥ ଅନ୍ତରେ ଜମା ରହିଥାଏ । ଯାହା ମଳ ରୂପରେ ଶରୀରରୁ ବାହାରକୁ ଚାଲିଯାଇ ଥାଏ । ଯେବେ କୌଣସି ବ୍ୟକ୍ତିର ଅନ୍ତ ଠିକ୍ ରୂପରେ କାର୍ଯ୍ୟ କରି ନ ଥାଏ, ତେବେ ତାହାର ପ୍ରଭାଵ ଆମ ସ୍ଵାସ୍ଥ୍ୟ ଉପରେ ପଡିଥାଏ । ତେଣୁ ଅନ୍ତର ଠିକ୍ ରୂପରେ କାର୍ଯ୍ୟ କରିବା ଆମ ଶରୀର ପ୍ରତି ବହୁତ ଜରୁରୀ ହୋଇଥାଏ କିନ୍ତୁ ଜୀବନ ଶୈଳୀର ଅବହେଳା ଯୋଗୁଁ ଆମର ଅନ୍ତ ଉପରେ ବହୁତ କୁ-ପ୍ରଭାବ ପଡିଥାଏ । ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କ ଦ୍ଵାରା ହେଉଥିବା ଏପରି ଏକ ଭୁଲକୁ ଆମେ ଜଣାଇବାକୁ ଯାଉଛୁ, ଯାହା ଦ୍ୱାରା ଆପଣଙ୍କ ଆପଣ ଅନ୍ତକୁ କୁପ୍ରଭାବରୁ ରକ୍ଷା କରିପାରିବେ ।

■ ଅନ୍ତକୁ ସମ୍ପୂର୍ଣ୍ଣ ବର୍ବାଦ କରି ଦେଇଥାଏ ଏହି ଗୋଟିଏ ଭୁଲ :

ବହୁତ ପ୍ରକାରର ଲୋକ ଭୋଜନ କରିବା ସମୟରେ ବା ଭୋଜନ କରିବା ପରେ ତକ୍ଷଣାତ ପାଣି ପିଅନ୍ତି । ଯଦି ଆପଣ ଏମିତି କରନ୍ତି ତେବେ ଏହି ଅଭ୍ୟାସକୁ ଆପଣ ସୁଧାରିବା ପାଇଁ ଚେଷ୍ଟା କରନ୍ତୁ ନଚେତ ଭବିଷ୍ୟତରେ ଆପଣଙ୍କ ଅନ୍ତ ଜନିତ ବହୁତ ବଡ କ୍ଷତି ସହ୍ୟ କରିପାରନ୍ତି । ଡାକ୍ତରଙ୍କ ଅନୁସାରେ ଭୋଜନ କରିବାର ତକ୍ଷଣାତ ପାଣିର ସେବନ କରିବା ଦ୍ୱାରା ଆପଣଙ୍କ ପାଚନ ପ୍ରକ୍ରିୟାରୁ ବାହାରୁ ଥିବା ପାଚକ ଏଞ୍ଜାଇମ ଓ ଗ୍ୟାଷ୍ଟିକ ଜୁସ୍ କୁ ପତଳା କରିଦେଇ ଥାଏ । ଯେଉଁ କାରଣରୁ ଆପଣଙ୍କ ପାଚକ ପ୍ରକ୍ରିୟା ଠିକ୍ ରୂପରେ କାର୍ଯ୍ୟ କରି ପାରିନଥାଏ । ଯାହା ଦ୍ୱାରା ବ୍ୟକ୍ତିକୁ କୋବ୍ଜ, ଅପଚ ଓ ଗ୍ୟାସ୍ ପରି ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ ।

ଏହା ବ୍ୟତୀତ ଲମ୍ବା ସମୟ ପର୍ଯ୍ୟନ୍ତ ଏହା ଯେଉଁମାନେ ଏହା କରିଥାନ୍ତି (ଖାଇବା ପରେ ପରେ ପାଣି ପିଇବା ଅଭ୍ୟାସ), ତେବେ ସେହି ବ୍ୟକ୍ତିମାନେ କୋଲନ କେଂସର ଭଳି ଭୟଙ୍କର ରୋଗ ହେବାର ସମ୍ଭାବନା ହୋଇଥାଏ । ଏମିତି ଭୟଙ୍କର ରୋଗରୁ ବଞ୍ଚିତ ରହିବା ପାଇଁ ଆପଣଙ୍କୁ ଭୋଜନ କରିବାର ତକ୍ଷଣାତ ପାଣିର ସେବନ କରିବା ଅନୁଚିତ । ଭୋଜନ କରିବାର 30 ମିନିଟ ପରେ ପାଣିର ସେବନ କରିବା ଉଚିତ ।

ସ୍ଵସ୍ଥ ସମ୍ବନ୍ଧିତ ଏହି ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜଣାନ୍ତୁ ! !!ଜୟ ଜଗନ୍ନାଥ!!