ଯୁବତୀଙ୍କ ନ୍ୟୁ-ଡ୍ କଲର ଶିକାର ହେଲେ ସହକାରୀ ଯନ୍ତ୍ରୀ

call

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ନ୍ୟୁ-ଡ କଲ କରି 6 ଲକ୍ଷ ନେଇଥିଲେ । ନ୍ୟୁ-ଡ୍ କଲର ଶୀକାର ତେବେ ନ୍ୟୁ-ଡ କଲ ରେ ଗଜପତିରେ ନ୍ୟୁ-ଡ କଲ କରି 6 ଲକ୍ଷ ଲୁଟିନେଲେ ମାୟାବିନୀ ଯୁବତୀ ନ୍ୟୁ-ଡ କଲ ର ଶୀକାର ହେଲା ସହକାରୀ ଯନ୍ତ୍ରୀ । ଅ-ଶ୍ଲୀ-ଳ ଭିଡ଼ିଓ କଲ କରି ଫସେଇ ସରକାରୀ ଯନ୍ତ୍ରୀ ଙ୍କୁ ଲୁଟିନେଲେ ଯୁବତୀ ଯୁବକ ଙ୍କ ସହଯୋଗ ରେ ଯୁବତୀ ଙ୍କୁ ରାୟଗଡା ରୁ ଗିରୋଫ କରିଲା ପୋଲିସ ।

ସେରଙ୍ଗ ଥାନାରେ ସହକାରୀ ଯନ୍ତ୍ରୀଙ୍କ ଅଭିଯୋଗ ପରେ ଗିରଫ ହୋଇଥିବା ସୂଚନା ରହିଛି । 6 ଲକ୍ଷ ଠକେଇ ଅଭିଯୋଗ ଏବଂ ଗିରଫଦାରୀ ନେଇ ସୂଚନା ଦେଲେ IIC । ତେବେ ରାଜ୍ୟରେ ଏଭଳି ଘଟଣା ବାରମ୍ୱାର ଘଟୁଛି । ଯାହାକୁ ନେଇ ଚିନ୍ତା ବଢ଼ୁଛି ।

call

ସାଇବର କ୍ରାଇମ କରି ଆଗରୁ ଲୋକଙ୍କୁ ଲୁଟୁଥିଲେ । ଏବେ ନ୍ୟୁ-ଡ କଲ କରି ଯୁବତୀମାନେ ଲୁଟୁଛନ୍ତି । ପୋଲିସର କାର୍ଯ୍ୟାନୁଷ୍ଠାନ ଆହୁରି ଗ୍ରହଣ କରିବା ଆବଶ୍ୟକ ହୋଇ ପଡୁଛି। ନଚେତ ଆହୁରି ଅନେକ ଲୋକ ଏହି ପରି ଫାଶରେ ପଡିପାରନ୍ତି ।

ତେବେ ବନ୍ଧୁଗଣ ଆଜିର ସମୟ ରେ କେଉଁ ପ୍ରକାରର ଘଟଣା ଘଟେଇ ଯୁବତୀ ମାନେ ଲୁଟିବାରେ ଲାଗିଛି ଆପଣ ମାନେ ବି ଜାଣି ପାରୁଥିବେ ତେବେ ଆପଣ ନିଶ୍ଚିତ ଭାବେ ଏହାକୁ ନେଇ କଣ ରାୟ ରଖିବେ ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ