ହଷ୍ଟେଲ ଭିତରେ ପୁଅକୁ କେମିତି ପୁରାଇଲା ଝିଅ ଦେଖନ୍ତୁ ଆଶ୍ଚର୍ଯ୍ୟ ହେଇଯିବ ଭିଡ଼ିଓ ଦେଖନ୍ତୁ ଜାଣିପାରିବେ |

hostel

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାତିରେ ହୋଷ୍ଟେଲ ଭିତରେ କଣ କରୁଥିଲେ ଯୁବକ ଙ୍କ ଭର୍ତ୍ତି । ତେବେ କଣ କରୁଥିଲେ ଆପଣ ମାନେ ଭିଡ଼ିଓ କୁ ଦେଖିବା ପରେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହେବେ । ତେବେ ବନ୍ଧୁଗଣ ଆଉ ମୋଟେ ବି ଡେରି କରିବା ନାହିଁ । ରାତି 12.00 ଟା ରେ ଜାଇ ଜଣେ ଯୁବକ ହୋଷ୍ଟେଲ ଭିତରେ କଣ କରୁଥିଲେ ଜାହା ସୋସିଆଲ ମିଡିଆ ଭାଇରଲ ହେଉଛି ।

ସାଧାରଣ ଭାବେ ଝିଅ ହୋଷ୍ଟେଲ କୁ ପୁଅ ମାନଙ୍କୁ ଯିବା ଉଚିତ ନୁହେଁ । ହେଲେ ବର୍ତମାନ ଯେଉଁ ଭିଡ଼ିଓ ଭାଇରଲ ହେଉଛି ସେହିଥିରେ ହୋଷ୍ଟେଲ ରେ ଯୁବତୀ ମାନେ ରହୁଥିଲେ । କିନ୍ତୁ ରାତି 12 ଟା ରେ ଯୁବତୀ ମାନଙ୍କ ହୋଷ୍ଟେଲ୍ କୁ ଏହି ଯୁବକ ଜଣଙ୍କ ଆସିଥିଲେ । ତେବେ ଆପଣ ମାନେ ଜାଣି ଥିବେ ଆଜିର ସମୟ ରେ ଦୁନିଆଁ ରେ କେଉଁ ଭଲି ସବୁ ଘଟଣା ମାନ ଘଟିବାରେ ଲାଗିଛି ।

boy

ତେବେ ଏଠାରେ ଯୁବକ ଜଣଙ୍କ ଜାହା କହିଲେ ଆପଣ ମାନେ ବି ସୁଣି ଆଶ୍ଚର୍ଯ୍ୟ ହେବେ । ହୋଷ୍ଟେଲ ରେ ରହୁଥିବା କର୍ମଚାରୀ ମାନେ ଏହା ଜାଣି ଆସିଥିଲେ । ଏବଂ ଯୁବକ ଙ୍କୁ ପଚାରି ଥିଲେ କି ଏତେ ରାତିରେ ଝିଅ ଙ୍କ ହୋଷ୍ଟେଲ କୁ କଣ ପାଇଁ ଆସିଛନ୍ତି। ଯୁବକ ଜଣଙ୍କ କହିଥିଲେ କି ସେ ଏଠାକୁ ମେଡିସିନ ଦେବାକୁ ଆସି ଥିଲେ । ହେଲେ ସେଠାରେ ଜଣେ ଝିଅ କହିଲେ କି ରାତି 12 ଟା ରେ ମେଡିସିନ ଦେବାକୁ ଆସନ୍ତି ।

ତେବେ ମିଳି ଥିବା ସୂଚନା ଅନୁସାରେ ଯୁବକ ଜଣଙ୍କ ବାଥରୁମ୍ ରେ ଲୁଚି କରି ରହିଥିଲେ । ଯେତେ ବେଳେ କର୍ମଚାରୀ ମାନେ କହିଥିଲେ ସେତେ ବେଳେ ଯୁବକ ଜଣଙ୍କ କହିଥିଲେ କି ସେ ସେଠାରେ ବାଥରୁମ୍ କରୁଥିଲେ । ତାଙ୍କର ଲଭର କିଏ ରହିଛନ୍ତି ବୋଲି ସେ ପଚାରିଥିଲେ । ଝିଅ ମାନେ ବହୁତ ସମୟ ରୁ ଏହି ଯୁବକ ଙ୍କୁ ଦେଖିଥିଲେ । ହେଲେ ଯୁବକ ଜଣଙ୍କ ମିଛ କହୁଛନ୍ତି କି ସତ ବର୍ତମାନ ସମୟ ରେ ଜଣା ପଡି ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *