ଓଡିଶାର ମାନ୍ୟବର ମୁଖମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବ ।

Spread the love

ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ମାସିକ ଆୟ ବିଷୟରେ ଜାଣିଲେ ଆପଣ ନିଶ୍ଚୟ ଭାବରେ ଚମକି ପଡ଼ିବେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ବିଷୟରେ ଜାଣିଲେ ଆପଣଙ୍କ ପାଦ ତଳରୁ ମାଟି ଖସିଯିବ । ଅନେକ ଲୋକ ମାନ୍ୟବର ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ବିଷୟରେ ଜାଣନ୍ତି ନାହିଁ । ଯଦି ଆପଣ ନବୀନ ପଟ୍ଟନାୟକଙ୍କ ପାଖରେ କେତେ ସମ୍ପତ୍ତି ଅଛି ତାହା ଜାଣିନିଅନ୍ତି, ତେବେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୧୯୯୯ ମସିହା ମହାବାତ୍ୟା ପରେ ସେ ଲଣ୍ଡନରୁ ଆସି ଓଡ଼ିଶାରେ ସରକାର ଗଢି ଥିଲେ । ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ଅଟଳବିହାରି ବାଜପେୟୀ ତାଙ୍କୁ ବହୁତ ସହାୟତ ମଧ୍ୟ କରିଥିଲେ । ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ଶ୍ରୀଯୁକ୍ତ ଅଟଳବିହାରି ବାଜପେୟୀଙ୍କ ମଧ୍ୟରେ ଦଳଗତ ମେଣ୍ଟ ରହିଥିଲେ । ଏହି ମେଣ୍ଟ ବଳରେ ମାନ୍ୟବର ନବୀନ ପଟ୍ଟନାୟକ ନିର୍ବାଚନ ଲଢ଼ି ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଆସନ୍ତୁ ଆଜି ଆମେ ଓଡିଶାର ମାନ୍ୟବର ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ବିଷୟରେ ସମ୍ପୂର୍ଣ୍ଣ ରୂପେ ଜାଣିବା ।

ବର୍ତ୍ତମାନ ବିଜୁ ଜନତା ଦଳର ପ୍ରମୁଖ ମାନ୍ୟବର ନବୀନ ପଟ୍ଟନାୟକଙ୍କ ମାସିକ ଦରମା ହେଉଛି ମହଙ୍ଗା ବତ୍ତା ଲାଗୁ ହେବା ପୂର୍ବରୁ ଏହା ପ୍ରାୟ ୧.୫ ଲକ୍ଷ ଟଙ୍କା ଥିଲା । ୨୦୨୦ ମସିହାରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ମାସିକ ଦରମା ହେଉଛି ୧ ଲକ୍ଷ ୮୦ ହଜାର ଟଙ୍କା ଏବଂ ଅନ୍ୟ ବିଧାୟକଙ୍କ ଦରମା ରହିଛି, ୧ ଲକ୍ଷ ୨୦ ହଜାର ଟଙ୍କା । ଏହାଛଡା ବିଜେଡି ପ୍ରମୁଖ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସରକାରୀ ବାସଭବନରେ ଅନ୍ୟାନ୍ୟ ଖର୍ଚ୍ଚ ରୂପେ ୭୦ ହଜାର ଟଙ୍କା ଖର୍ଚ୍ଚ ହୁଏ । ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପତ୍ତି ହେଉଛି ୫୦ କୋଟି ଟଙ୍କା ଓ ତାଙ୍କ ପାଖରେ କୌଣସି ଗାଡ଼ି ନାହିଁ । ୧୯୮୦ ମଡେଲର ଏକ ପୁରୁଣା ଆମ୍ବାସେଡ଼ର୍ କାର୍ ତାଙ୍କ ପାଖରେ ଅଛି ।

ମାର୍ଚ୍ଚ ୨୦୧୫ରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେତାଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଧାରରେ ନେଇଥିଲେ । ୨୦୧୬-୧୭ ମସିହାରେ ତାଙ୍କ ସମ୍ପତ୍ତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଥିଲେ । ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ଅଧିକାଂଶ ମନ୍ତ୍ରୀ କୋଟିପତି ଅଟନ୍ତି । ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପାଣ୍ଠିକୁ ଅନେକ ସମୟରେ ନିଜ ଦରମାକୁ ଦାନ କରିଦେଇଥାନ୍ତି । ତେଣୁ ତାଙ୍କ ବ୍ୟାଙ୍କ ବେଲେନ୍ସ ଏତେ କମ୍ ରହିଛି । ତାଙ୍କ ବ୍ୟାଙ୍କ ଏକାଉଣ୍ଟରେ ୫୦ ଲକ୍ଷ ଟଙ୍କା ଅଛି । ନୂଆ ଦିଲ୍ଲୀରେ ୨୪ ଲକ୍ଷ ୫୦ ହଜାର ଟଙ୍କାର ଏକ ବାସଭବନ ମଧ୍ୟ ରହିଛି । ଭୁବନେଶ୍ୱରରେ ତାଙ୍କ ସରକାରୀ ବାସଭବନରେ ସେ ରୁହନ୍ତି ।

Leave a Reply

Your email address will not be published. Required fields are marked *