ମହିଳାଙ୍କ ବିଷୟରେ ଏମିତି କଥା ଆଗରୁ କେବେ ଜାଣି ନଥିବେ । ଏବେ ହିଁ ଜାଣନ୍ତୁ

women

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆଜି ଚାଣକ୍ୟ ଶାସ୍ତ୍ର ଅନୁସାରେ ଆମେ ଏପରି କିଛି ନୀତି ଶାସ୍ତ୍ର ଅନୁସାରେ ଏପରି କିଛି ନିତି ଶାସ୍ତ୍ର ବିଷୟ ରେ ଜଣାଇବୁ ଯାହା ଦ୍ୱାରା ପତି ଏବଂ ପତ୍ନି ମାନଙ୍କ ପାଇଁ ଏହି ନିତିବାଣୀ ଚାଣକ୍ୟ କହିଛନ୍ତି , ତେବେ ଏହି ନୀତି ଶାସ୍ତ୍ର ଅନୁସାରେ ଚାଣକ୍ୟ କହିଛନ୍ତି କି ସ୍ୱାମୀ ଏବଂ ସ୍ତ୍ରୀ ମାନେ ତାଙ୍କର ଜୀବନ ରେ କିପରି ଭାବରେ ଖୁସି ଏବଂ ଶାନ୍ତି ରେ ତାଙ୍କର ଜୀବନ ଅତିବାହିତକ କରିବେ ଏ ସମସ୍ତ ବିଷୟ ରେ ସେ ତାଙ୍କର ନୀତି ଶାସ୍ତ୍ର ରେ ବର୍ଣ୍ଣନା କରିଛନ୍ତି ,

ତେବେ ଆଜି ଆମେ ଆପଣ ମାନହଙ୍କୁ ଆଜି ଆମର ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ମାନଙ୍କୁ ନାରୀ ମାନଙ୍କ ବିଷୟ ରେ ଏପରି କଛି ଗୁଣ ବର୍ଣ୍ଣନା କରିବା ଯାହା କି ନାରୀ ମାନଙ୍କ ବିଷୟ ରେ ଚାଣକ୍ୟ ତାଙ୍କର ନୀତି ଶାସ୍ତ୍ର ରେ ବିସ୍ତ୍ରୃତ ଭାବରେ ବର୍ଣ୍ଣନା କରିଛନ୍ତି , ତେବେ ବନ୍ଧୁଗଣ ଏହି କଥା ଗୁଡିକ ବିଷୟ ରେ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଢନ୍ତୁ ।

Chanakya

ତେବେ ବନ୍ଧୁଗଣ ଚାଣକ୍ୟ ନାରୀ ମାଙ୍କ ବିଷୟ ରେ ଏପରି କିଛି 5 ପ୍ରକାର ର କଥା କହିଛନ୍ତି ଯାହାକି ନାରୀ ମାନଙ୍କ ର ଜନ୍ମ ହେବା ଠାରୁ ସେମାନଙ୍କ ମଧ୍ୟ ରେ ଏହି 5 ଟି ରହସ୍ୟ ବିଦ୍ୱମାନ ହୋଇ ରହିଥାଏ , ତେବେ ପ୍ରଥମ ରେ ହେଉଛି ମିଛ କହିବା ତେବେ ଚାଣକ୍ୟ କହିଛନ୍ତି ମହିଳା ମାନେ ତାଙ୍କର ପ୍ରତ୍ୟେକ କଥା ରେ ମିଛ କହିଥାନ୍ତି ଏବଂ ଏହି ଗୁଣ ତାଙ୍କର ଜନ୍ମ ହେବା ଠାରୁ ତାଙ୍କର ପାଖରେ ଅନ୍ତର୍ନିହିତ ହୋଇ ରହିଥାଏ ,

ତେବେ ଦ୍ୱିତୀୟ ରେ ହେଉଛି ଅତ୍ୟନ୍ତ ସାହସୀ ଦେଖାଇବା , ତେବେ ସାହସୀ ହେବା ଏହା ଭଲ ତେବେ ଯେଉଁ ମହିଳା ତାର ଜୀବନ ରେ ସମସ୍ତ କାର୍ଯ୍ୟ କୁ ଆଗ ପଛ ନ ଦେଖି ସାହସୀକତାର ସହ ଆଗେଇଯାଇଥାଏ ସେପରି ମହିଳା ମାନଙ୍କ ଠାରୁ ଆପଣ ଦୂରେଇ ରହିବା ଉଚିତ କାରଣ ଏପରି ମହିଳା ଆପଣ ଙ୍କୁ ଅସୁବିଧା ରେ ପକାଇ ପାରନ୍ତି ,

ତେବେ ତୃତୀୟ ରେ ଧୋକା ଦେବା ବିଷୟ ରେ କୁହାଯାଇଛି , ତେବେ ସବୁବେଳେ ଦେଖାଯାଏ କି ମହିଳା ମାନେ ତାଙ୍କର ସୁନ୍ଦର ରୂପ ଏବଂ ମିଠା ମିଠା କଥା କହି ସେମାନେ ଅନ୍ୟ ମାନଙ୍କୁ ତାଙ୍କ ପ୍ରତି ଆକର୍ଷିତ କରିଥାନ୍ତି ଏବଂ ତାଙ୍କର କାର୍ଯ୍ୟ ହାସଲ ହେବା ପରେ ସେମାନେ ସେହି ବ୍ୟକ୍ତି ଙ୍କୁ ଧୋକା ଦେଇଥାନ୍ତି ,

Chanakya

ତେବେ ଚତୁର୍ଥ ରେ ହେଉଛି ମୁର୍ଖ ଭଳି ବ୍ୟବହାର କରୁଥିବା ମହିଳା ଙ୍କ ବିଷୟ ରେ ତେବେ ଏପରି ମହିଳା ମାନେ ଅନ୍ୟ ମାନଙ୍କ କଥା ରେ ଶିଘ୍ର ରାଜି ହୋଇଯାଇଥାନ୍ତି , ତେବେ ଏପରି ମହିଳା ମାନେ ତାଙ୍କର ଜୀବନେ ର ଅସୁବିଧା ରେ ପଡିଥାନ୍ତି ,

ତେବେ ଶେଷରେ ପଞ୍ଚମ ରେ କୁହାଯାଇଛି କି ଲୋଭୀ ମହିଳା ଙ୍କ ବିଷୟ ରେ ତେବେ ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଯେଉଁ ମହିଳା ସର୍ବଦା ଅଳଙ୍କାର ଏବଂ ଧନ କୁ ଲୋଭ କରିଥାଏ ସେପରି ମହିଳା ତାର ଜୀବନ ରେ ଏହି ସବୁ ଜିନିଷ କୁ ପାଇବା ପାଇଁ କିଛି କରିଥାଏ , ତେଣୁ ଆପଣ ମାନେ ଏପରି ମହିଳା ଙ୍କ ଠାରୁ ଦୂରେଇ ରହିବା ଦରକାର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *