ତୁଳସୀଙ୍କ ବାହାଘର ହନିମୁନ ଭିଡିଓ ଦେଖିଲେ ଆପଣ ରହି ପାରିବେନି ।

Tulasi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହ କରି ଶାଶୁ ଘର ଚାଲିଜାଇଥିଲେ ସ୍ୱତେଲିନା ଭଟ୍ଟାଚାର୍ଯ୍ୟ । ତେବେ ବନ୍ଧୁଗଣ ଆପଣ ମାନେ ସ୍ୱତେଲିନା ଭଟ୍ଟାଚାର୍ଯ୍ୟ ଙ୍କୁ ତୁଳସୀ ସିରିଏଲ ରେ ଅଭିନୟ କରୁଥିବାର ଦେଖିବା ପାଇଁ ପାଇଥିବେ । ତାହାଲେ ସ୍ୱତେଲିନା ଭଟ୍ଟାଚାର୍ଯ୍ୟ କିଛି ଦିନ ତଳେ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇସାରିଛନ୍ତି । ଆଉ ସେ ଶୁଭମ୍ ଙ୍କୁ ବିବାହ କରିଛନ୍ତି ।

ତାହାଲେ ବିବାହ ଟି ତାଙ୍କର ବହୁତ ଧୁମ୍ ଧାମ୍ ରେ ହୋଇଥିବା ବେଳେ ସେହିଥିରେ ଓଲିଉଡ ର ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । ତାହାଲେ ତୁଳସୀ ସିରିଏଲ ରେ ବୋହୁ କେରେକ୍ଟର ରେ ନଜର ଆସିଥିଲେ ସ୍ୱତାଲିନା । ତେବେ ଏହି ସିରିଏଲ ରେ ସେ ମିଛି ମିଛିକା ବୋହୁ ହୋଇଥିବା ବେଳେ ସେ ରିଏଲ ଲାଇଫ୍ ରେ ବୋହୁ ହୋଇ ସାରିଛନ୍ତି ।

Swetalina

ତାହାଲେ ରିଏଲ ଲାଇଫ୍ ରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତାହାଲେ ତାଙ୍କର ବିବାହ ବର୍ତମାନ ସମୟ ରେ ଶିବମ୍ ଙ୍କ ସହିତ ହୋଇଥିବା ବେଳେ ବର୍ତମାନ ସମୟ ରେ ସ୍ୱତେଲିନା ଭଟ୍ଟାଚାର୍ଯ୍ୟ ଶାଶୁ ଘରେ ରହିଛନ୍ତି । ଆପଣ ମାନଙ୍କ ପ୍ରିୟ ଅଭିନେତ୍ରୀ ଛନ୍ଦିତା ତାହାଲେ ଆପଣ ମାନେ ଜାଣିଥିବେ ସ୍ୱତାଲିନା ଏବଂ ଛନ୍ଦିତା ଦୁହେଁ ବେଷ୍ଟ ଫ୍ରେଣ୍ଡ ଅଟନ୍ତି । ଦୁହେଁ ପରସ୍ପର ସହିତ ଅଧିକାଶଂ ସମୟ ରେ ସୋସିଆଲ ମିଡିଆ ରେ ନଜର ଆସିଥାନ୍ତି ।

ତେବେ ସେମାନେ ଦୁହେଁ ତୁଳସୀ ସିରିଏଲ ରେ ଅଭିନୟ କରୁଥିଲେ । ଏହା ପରେ ପରେ ସେମାନେ ମଙ୍ଗୁାଳା କନ୍ୟା ସିରିଏଲ ରେ ବି ଏକା ସହିତ ଅଭିନୟ କରିଥିଲେ । ତାହାଲେ ଏହି ଦୁଇ ହିରୋଇନ ଏକା ସାଙ୍ଗରେ ସୋସିଆଲ ମିଡିଆ ରେ ନଜର ଆସିଛନ୍ତି ।

ତେବେ ବର୍ତମାନ ସମୟ ରେ ସ୍ୱତେଲିନା ଭଟ୍ଟାଚାର୍ଯ୍ୟ ନୂଆ ବର୍ଷ ଉପଲକ୍ଷେ ନିଜର ପରିବାର ଲୋକ ମାନେ ଶାଶୁ ସଶୁର ଙ୍କ ସହିତ ବହୁତ ମଜା ମସ୍ତି କରୁଥିବାର ନଜର ଆସିଥିବା ବେଳେ ନିଜର ସ୍ୱାମୀ ଶୁଭମ ଙ୍କ ସହିତ ସେ ବହୁତ ମଜା ମସ୍ତି କରୁଥିବାର ଦେଖିବା ପାଇଁ ମିଳିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ସ୍ୱେତାଲିନା ଭଟ୍ଟାଚାର୍ଯ୍ୟ ଙ୍କ ଅଭିନୟ କେମିତି ଲାଗେ ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ