କ୍ଳାସରୁମରେ ଶିକ୍ଷୟତ୍ରୀଙ୍କ ଏମିତି ଡ୍ୟାନ୍ସ କରିଲେ ଦେଖିଲେ ଆପଣ ନିଜ ହସକୁ ରୋକି ପାରିବେ ନାହିଁ – ଦେଖନ୍ତୁ ଭିଡିଓ

Teacher

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର । ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ଆଜି ର ସମୟ ରେ ପାଠ ପଢାଇବା ର ଶୈଳି କେମିତି ଏବଂ ଆଗ ର ସମୟ ରେ ପାଠ ପଢାଇବା ର ଶୈଳି କେମିତି ରହିଥିଲା । ତେବେ ଆଗର ସମୟ ରେ ପାଠ ପଢିବା ସମୟ ରେ ଶିକ୍ଷକ ଏବଂ ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଏକ ସୁ ସମ୍ପର୍କ ରହିଥିଲା ଏବଂ ସେ ସମୟ ରେ ପିଲା ମାନଙ୍କ ର ଶିକ୍ଷକ ଙ୍କ ପ୍ରତି ଏକ ମନ ରେ ଏକ ଡର ରହିଥିଲା ଏବଂ ସେହି ଡର ପାଇଁ ପିଲା ମାନେ ବହୁତ ଭଲ ପାଠ ପଢୁଥିଲେ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ କଣ ଲାଗୁଛି ଆଗର ପାଠ ପଢା ଠିକ ରହିଥିଲା ନା ଆଜିର ପାଠ ପଢା ସଠିକ ଭାବରେ ପରିଚାଳନା ହେଉଛି । ତେବେ ବନ୍ଧୁଗଣ ଏବେ ଏକ ସ୍କୁଲ ରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଆପଣ ଦେଖି ଭାବିବେ କି ଶିକ୍ଷୟତ୍ରୀ ହେବ ତ ଏମିତି । ତେବେ ବନ୍ଧୁଗଣ ସମ୍ପୁର୍ଣ୍ଣ ଖବର ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଢନ୍ତୁ ।

Teacher

ତେବେ ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ କି ଆଜିର ସମୟ ରେ ଆଉ ଆଗ ଭଳି ପାଠ ପଢା ନେଇ ତେବେ ଆଜିର ସମୟ ରେ ମାଡ ପରିବର୍ତ୍ତେ ପିଲା ମାନଙ୍କ ସହ ଗୀତ ଗାଇ ପିଲା ମାନଙ୍କୁ ପାଠ ପଢାଇବାକୁ ହେବ । ତେବେ ଏବେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ର ଡାଙ୍କ ପାଟଣା ସ୍କୁଲ ରେ ତେବେ ଏହି ସ୍କୁଲ ରେ ଜଣେ ସିକ୍ଷୟତ୍ରୀ ଜଣକ ପିଲା ମାନଙ୍କୁ ପାଠ ପଢାଇବା ପାଇଁ ପିଲା ମାନଙ୍କୁ ନାଚ ଗୀତ ଗାଇ ପିଲା ମାନଙ୍କ ର ମନକୁ ମନୋରଞନ କରି ପିଲା ମାନଙ୍କ ମନ ରେ ପାଠ ପ୍ରତି ଆଗ୍ରହ ସୃଷ୍ଟି କରାଉଛନ୍ତି ।

ଏବଂ ସେମାନଙ୍କ ମନ ରେ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଙ୍କ ପ୍ରତି ଯେମିତି ଡର ନ ରହୁ ତ ସେମାନେ ଏଭଳି କାର୍ଯ୍ୟକ୍ରମ କରି ପିଲା ମାନଙ୍କୁ ବେସ ଭଲ ଭାବରେ ପାଠ ପଢାଉଥିବାର ଦେଖିବାକୁ ମିଳିଛି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ କଣ ଲାଗୁଛି କି ସରକାର ଙ୍କ ର ଏମିତି ଶୈଳି ରେ ପିଲା ମାନଙ୍କୁ ପାଠ ପଢାଇବା କେତେ ପରିମାଣ ରେ ଠିକ ତାହା ଆପଣ ମାନେ ଆମକୁ ଆମର ଏହି ପୋଷ୍ଟ ମାଧ୍ୟମରେ ସମେଣ୍ଟ କରି ଜଣାନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *