ମାଡ ମାରିବା ସହ ଯୌତୁକ ଦେଇପାରିବୁନି ତାହାଲେ ଏ ଘର ଛାଡ଼ି ତୁ ପଳା ଏମିତି କିଛି ଅଭିଯୋଗ ଆଣିଛନ୍ତି ହ୍ୟୁମାନଙ୍କ ସ୍ତ୍ରୀ

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯୌତୁକ ନେଇ ଆସିଲେ ଯାଇ ତୁ ଏ ଘରକୁ ଆସିପାରିବୁ । ଯେପର୍ଯ୍ୟନ୍ତ ଯୌତୁକ ତୁ ନଆଣିଛୁ ସେ ପର୍ଯ୍ୟନ୍ତ ତୁ ଏ ଘରକୁ ଆସିପାରିବୁ ନାହିଁ । ଏମିତି କହି ପ୍ରତିଦିନ ନିଜ ସ୍ତ୍ରୀକୁ ମାଡ ମାରୁଥିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ମଦ ପିଇ ଆସି ନିଜ ସନ୍ତାନଙ୍କ ସାମ୍ନାରେ ସ୍ତ୍ରୀ କୁ ପିଟୁଥିଲେ । ହ୍ୟୁମାନଙ୍କ ଆଚରଣକୁ ନେଇ ଅନେକ ସମୟରେ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିଛି ।

ସ୍ତ୍ରୀ ଶ୍ରିୟା ତାଙ୍କୁ ନମାରିବା ପାଇଁ ଗୁହାରି ମଧ୍ୟ କରିଛନ୍ତି । ହେଲେ କୌଣସି କଥାକୁ ଖାତିର କରିନଥିଲେ ହ୍ୟୁମାନ । ହ୍ୟୁମାନଙ୍କ ପାଖରେ ରହିଛି ଲକ୍ଷ ଲକ୍ଷ ଟଙ୍କା । ସେ ଗୋଟିଏ ଭଲ ଗାୟକ ଭଲ ପ୍ରଗାମ କରିଲେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି । ହେଲେ ସାମାନ୍ଯ ଯୌତୁକ ପାଇଁ ସ୍ତ୍ରୀ ଶ୍ରିୟାଙ୍କୁ ମାଡ ମାରୁଥିଲେ । ହ୍ୟୁମାନଙ୍କ ନାମରେ କେବଳ ଏହି ଗୋଟିଏ ଅଭିଯୋଗ ଆଣି ନାହାଁନ୍ତି ।

sa

ଧର୍ମ ପରିବର୍ତ୍ତନ କରିବାକୁ ମଧ୍ୟ ବାଧ୍ୟ କରୁଥିଲେ । ଝିଅ କ’ଣ ପାଇଁ ଜନ୍ମ ହେଲା କହି ମଧ୍ୟ ମାଡ ମାରୁଥିଲେ । ଘରକୁ ସବୁବେଳେ ମଦ ପିଇ ଆସୁଥିଲେ । ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ବୋଲି କହିଛନ୍ତି ଶ୍ରିୟାଙ୍କ ଓକିଲ । ସେପଟେ ଏହି ସବୁ ଅଭିଯୋଗ ମିଛ ବୋଲି କହିଛନ୍ତି ଉଭୟ ହ୍ୟୁମାନ ଏବଂ ତାଙ୍କ ମାଁ ।

ହେଲେ ଏଠି ଗୋଟେ ବଡ ପ୍ରଶ୍ନ ଉଠୁଛି ଯଦି ହ୍ୟୁମାନଙ୍କ ପାଖରେ ଏତେ ଟଙ୍କା ତେବେ ସେ ଯୌତୁକ ମାଗିବାକୁ ନେଇ କ’ଣ ପାଇଁ ଅଭିଯୋଗ ହେଲା । ଏଠି ଖାଲି ଯୌତୁକ, ଧର୍ମ ପରିବର୍ତ୍ତନ ଗୋଟିଏ କାରଣ ନାଁ ଆଉ ଏହା ପଛରେ ଆଉ କିଛି କାରଣ ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ