ପୋଷ୍ଟ ଅଫିସରେ ଏହି ଷ୍କିମରେ ଆପଣ ବି ପାଇ ପାରିବେ ଟଙ୍କା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୋଷ୍ଟ ଅଫିସ ର ଏକ ବଢିଆ ସ୍କିମ୍ ରେ ନିୟମ ବଦଳିଲା । ଏଣିକି କମ୍ ସମୟ ରେ ପଇସା ହେବ ଡବଲ ଜାନୁଆରୀ 1 ରୁ ହେଲା ଲାଗୁ । ତେବେ ବନ୍ଧୁଗଣ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଅପଡେଟ ଜାଣିନେବା ତା ପୂର୍ବରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ସଂମ୍ପର୍ଣ୍ଣ ବିଷୟ ଟୁି କୁ ଜାଣି ପାରିବେ ।

ତେବେ ଆପଣ ମାନେ ବି ଜାଣିଥିବେ ବର୍ତମାନ ସମୟ ରେ ସମସ୍ତ ଙ୍କ ପାଇଁ ଅର୍ଥ ର ନିହାତି ଆବଶ୍ୟକତା ରହିଛି । ତେବେ ସମସ୍ତେ ନିଜର କମ୍ ଅର୍ଥରେ ନିଜର ସଞ୍ଚିତ ଅର୍ଥରୁ କେମିତି ଭଲ ରିଟର୍ଣ୍ଣ୍ନ ପାଇବେ ସେହିଥି ପାଇଁ ଏକ ସାନଦାର ସ୍କିମ୍ ର ସନ୍ଧାନ ରେ ରହିଥାନ୍ତି । ସେହିଥି ପାଇଁ ଚଳିତ ବର୍ଷ ଜାନୁଆରୀ 1 ରୁ ପୋଷ୍ଟ ଅଫିସ ରେ ନୂଆ ନିୟମ ଲାଗୁ ହୋଇଛି ।

post

ଯଦି ଆପଣ ମାନେ ନିଜର ଅର୍ଥ କୁ କମ୍ ସମୟ ରେ ଡବଲ କରିବାକୁ ଚାହୁିଁଛନ୍ତି ତେବେ ପୋଷ୍ଟ ଅଫିସ ତରଫ ରୁ ଏକ ବଢିଆ ଅଫର ଆସିଛି । ଏହି କ୍ଷେତ୍ର ରେ କିଶାନ ବିକାଶ ଯୋଜନା ଆପଣ ମାନଙ୍କ ପାଇଁ ଏକ ସାନଦାର ବିକଳ୍ପ ସାବ୍ୟସ୍ତ ହୋଇ ପାରେ । କେନ୍ଦ୍ର ସରକାର ଜାନୁଆରୀ ରୁ ମାର୍ଚ୍ଚ 3 ମାସ ମଧ୍ୟରେ କିଛି କ୍ଷୁଦ୍ର ସଞ୍ଚୟ ର ସୁଧ ହାର ବୃଦ୍ଧି କରିଛନ୍ତି ।

ଉକ୍ତ ଯୋଜନା ମଧ୍ୟରେ କଶାନ ବିକାଶ ଯୋଜନା ସାମିଲ ରହିଛି । ବର୍ତମାନ ଏହାର ସୁଧ ହାର ବୃଦ୍ଧି କରାଜାଇ 7.20 ପ୍ରତିଶତ କରାଜାଇଛି । ଜାନୁଆରୀ ମାସ 1 ତାରିଖରୁ କେନ୍ଦ୍ର ସରକାର କିଶାନ ବିକାଶ ପତ୍ର ରେ ନିବେଶକ ଙ୍କ ପାଇଁ ଏହି ନୂଆ ନିୟମ ଲାଗୁ କରିଛନ୍ତି ।

ପୂର୍ବରୁ 123 ମାସରେ ଗ୍ରାହାକ ଙ୍କ ଅର୍ଥ ଦୁଇ ଗଣ ହେଉ ଥିବା ବେଳେ ଏବେ 120 ମାସ ରେ ଦୁଇଗୁଣ ହୋଇଯିବ । ଆଉ ଆପଣ ମାନେ କେବଳ ଏକ ହଜାର ଟଙ୍କାରେ ଏହି ସ୍କିମ୍ ଆରମ୍ଭ କରି ପାରିବେ । ଏହିଥିରେ ନିବେଶକ ଙ୍କୁ ନମିନି ସୁବିଧା ମଧ୍ୟ ମିଳିଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *