ତୁମେ ନାରୀ ହେବାର ଫାଇଦା ଉଠାଉଛ ବର୍ଷା । ଏମିତି କିଛି କହିଲେ ଅନୁଭବ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ପୁଣି ଥରେ ଆଉ ଏକ ସୋସିଆଲ ମିଡିଆ ପୋଷ୍ଟ କରିଛନ୍ତି ଅନୁଭବ ମହାନ୍ତି । ଆଉ ଅନୁଭବ ମହାନ୍ତି ଏହିଥିରେ କହିଛନ୍ତି ମୁଁ ହସ୍ପିଟାଲ ରୁ ଫେରିଛି । ଆଉ ମୁଁ ସବୁ ବେଳେ ନାରୀ ମାନଙ୍କର ଶଶକ୍ତି କରଣ ପାଇଁ ଆଗଭର ରହିଥାଏ । ହେଲେ ଏମିତି ନାରୀ ଯେଉଁ ମାନେ ନିଜର ଫାଇଦା ଉଠେଇଥାନ୍ତି । ସେମାନଙ୍କ ସପକ୍ଷରେ ମୁଁ କେବେବି ହେଲେ ନାହିଁ ।

ସେ ନାରୀ ହୁଅନ୍ତୁ ବା ପୁରୁଷ ଯେଉଁ ମାନେ ଖରାପ କାମ କରନ୍ତି ବା ଯେଉଁ ମାନେ ନିଜର ପାୱର କୁ ଖରାପ ବ୍ୟବହାର କରନ୍ତି ସେମାନଙ୍କ ସାଥିରେ ମୁଁ କେବେବି ହେଲେ ନାହିଁ ବୋଲି କହିଛନ୍ତି ଅନୁଭବ ମହାନ୍ତି । ତେବେ ଆପଣ ମାନେ ଜାଣିଥିବେ ଗତ ଦିନ ମାନଙ୍କରେ ଅନୁଭବ ମହାନ୍ତି ଙ୍କ ବାପା ଙ୍କ ଦେହ ବହୁତ ଖରାପ ହୋଇଥିଲା ଆଉ ଏହି କାରଣ ରୁ ତାଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଜାଇଛି ।

anubhav

ତାହାଲେ ଅନୁଭବ ମହାନ୍ତି ନିଜ ବାପା ଙ୍କୁ ହସ୍ପିଟାଲ ରେ ଆ଼ଡମିଟ କରି ସାରି ସେ ପୋଷ୍ଟ କରିଥିଲେ ଯେଉଁଥିରେ ଅନୁଭବ ମହାନ୍ତି ବର୍ଷା ଙ୍କୁ ଅନୁରୋଧ କରିଛନ୍ତି । ଆଉ ବାପା ଙ୍କ ଶେଷ ସମୟ ରେ ମୁଁ ତାଙ୍କୁ ଖୁସୀ ଦେବା ପାଇଁ ଚାହେଁ । ଦୟାକରି ଆମେ ଅଲଗା ହୋଇଯିବା ଭଲରେ ଭଲରେ ଆମେ ଏକ ମାସ ମଧ୍ୟରେ ଅଲଗା ହୋଇଯିବା ବୋଲି ଅନୁଭବ ମହାନ୍ତି ଅନୁରୋଧ କରିଛନ୍ତି ।

ହେଲେ ପରେ ବର୍ଷା ଙ୍କ ଠାରୁ କୈଣସି ଉତ୍ତର ମିଳି ନଥିଲା ପୁଣି ଥରେ ଆଉ ଏକ ସୋସିଆଲ ମିଡିଆ ପୋଷ୍ଟ କରିଛନ୍ତି ଅନୁଭବ ମହାନ୍ତି । ଆଉ ଅନୁଭବ ମହାନ୍ତି ଏହିଥିରେ କହିଛନ୍ତି ମୁଁ ହସ୍ପିଟାଲ ରୁ ଫେରିଛି । ଆଉ ମୁଁ ସବୁ ବେଳେ ନାରୀ ମାନଙ୍କର ଶଶକ୍ତି କରଣ ପାଇଁ ଆଗଭର ରହିଥାଏ । ହେଲେ ଏମିତି ନାରୀ ଯେଉଁ ମାନେ ନିଜର ଫାଇଦା ଉଠେଇଥାନ୍ତି । ସେମାନଙ୍କ ସପକ୍ଷରେ ମୁଁ କେବେବି ହେଲେ ନାହିଁ ବୋଲି ସେ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *