
ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ରେ କଳାବାଦଲ ପଡିଛି । ତେବେ ଏହି କଳା ବାଦଲ ମଧ୍ୟରେ ଛାଇ ଜାଇଛନ୍ତି ପିଣ୍ଟୁ ନନ୍ଦ । ତେବେ ପିଣ୍ଟୁ ନନ୍ଦ ଙ୍କୁ ରକ୍ଷା କରିବେ ଏବଂ ସୁସ୍ଥ କରିବା ପାଇଂ ପଣ କରିଛନ୍ତି ମୁଟୁ ମିଥୁନ । ବନ୍ଧୁଗଣ ସେହି ମିଟୁ ମିଥୁନ ଯିଏ ଦିନେ 18 ନମ୍ବର ଖଳ ନାୟକ ରୁ ନଂ ୱାନ ଖଳନାୟକ ହୋଇ ଦେଖେଇଛନ୍ତି । ସେ ଆଜି ନଂ ୱାନ ସମାଜ ସେବି ଭାବେ ନିଜର ବନ୍ଧୁ ଙ୍କୁ ରକ୍ଷା କରିବା ପାଇଁ ହସ୍ପିଟାଲ ରେ ପହଁଚି ଥିଲେ ।
ତେବେ ମିଟୁ ମିଥନ ପିଣ୍ଟୁ ନନ୍ଦ ଙ୍କ ପାଇଁ କିଛି ଟଙ୍କାର ଦରକାର ପଡୁଥିବା ବେଳେ ନିଜର ସମସ୍ତ ପାରୁ ପର୍ଯ୍ୟନ୍ତ ପହଁଚି ଟଙ୍କାର ଯୋଗାଡ କରୁଛନ୍ତି ଓଡିଶା ର ମିଟୁ ମିଥୁନ । ଆପଣ ମାନେ ଦେଖି ପାରୁଥିବେ । ତେବେ ବନ୍ଧୁଗଣ ବର୍ତମାନ ମିଟୁ ମିଥୁନ ପହଁଚି ଛନ୍ତି ପିଣ୍ଟୁ ନନ୍ଦ ଙ୍କ ପାଖରେ ।
ଭଗବାନ ଙ୍କ ଆଶିକ ମାରିବା ସହିତ ନିଜେ କେଉଁଠୁ କେମିତି ଟଙ୍କା ଯୋଗାଡ କରି ନିଜ ବନ୍ଧୁ ଙ୍କୁ ଅପରେସନ କରେଇବେ ଲିଭ ସିରୋସିସ୍ ରୋଗରୁ ମୁକ୍ତି କରେଇବେ ସେହି ଚିନ୍ତାରେ ଏବେ ମିଟୁ ମିଥୁନ ।
ତେବେ ଆମେ ଓଡିଶା ବାସୀ ଙ୍କୁ ଅନୁରୋଧ କରିବୁ ପିଣ୍ଟୁ ନନ୍ଦ ଙ୍କ ସହାୟତା ପାଇଁ ତାଙ୍କ ଫୋନ ପେ ନମ୍ବର ଗୁଗୁଲ ପେ ନମ୍ବର ଏବଂ ଏକାଉଣ୍ଟ ନମ୍ବର କୁ କିଛି ଟଙ୍କା ସହାୟତା କରନ୍ତୁ ଓଲିଉଡର ଏହି ମହାନ କଳାକାର ଙ୍କୁ କିଛି ଦିନ ବଞ୍ଚିବା ପାଇଁ ଆପଣ ମାନେ ଆଶ୍ରୀବାଦ କରନ୍ତୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।