ଶରୀରର ଏହି ୫ଟି ଅଙ୍ଗର କେଉଁଠି ମଧ୍ୟ କଳାଜାଇ ଥାଉ ନା କାହିଁକି ଆପଣ ଭାଗ୍ୟଶୀଳ ହୋଇଥାନ୍ତି, ନିଶ୍ଚିତ ଜାଣନ୍ତୁ !

Spread the love

ଦେଖାଯାଏ ତ ପ୍ରତ୍ୟେକ ବ୍ୟକ୍ତିଙ୍କ ଶରୀରରେ କେଉଁଠି ନା କେଉଁଠି ଜାଇ ରହିଥାଏ । ଯଦି ବ୍ୟକ୍ତିଙ୍କ ଶରୀର ଉପରେ ଏମିତି ଜାଇ (Mole) ଥାଏ, ତେବେ ତାଙ୍କର କିଛି ନା କିଛି ସ୍ୱାର୍ଥ ଅବଶ୍ୟ ଥାଏ କିନ୍ତୁ ବ୍ୟକ୍ତିଙ୍କ ଶରୀରରେ କିଛି ଏମିତି ଅଙ୍ଗ ଅଛି, ଯାହା ଉପରେ ଜାଇ ଥିଲେ ବହୁତ ଭାଗ୍ୟଶାଳୀ ବୋଲି କୁହାଯାଏ । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଶରୀରର ଅଙ୍ଗରେ ଦେଖାଯାଉଥିବା ଜାଇର ଉଦ୍ଦ୍ୟଶ କଣ ? ତାହାର ସୂଚନା ଦେବାକୁ ଯାଉଛୁ, ଶରୀରର କେଉଁ କେଉଁ ଅଙ୍ଗ, ଯେଉଁଠି କଳାଜାଇ ଥିଲେ ବ୍ୟକ୍ତି ବହୁତ ସୌଭାଗ୍ୟଶାଳୀ ହୋଇଥାନ୍ତି । ଆସନ୍ତୁ ଜାଣିବା ଏହା ବିଷୟରେ :

ଥୋଡିରେ ଜାଇ ଥିଲେ :

ଯଦି ଆପଣଙ୍କ ଥୋଡିରେ କଳାଜାଇ ଥାଏ, ତେବେ ଆପଣ ବହୁତ ସୌଭାଗଶାଳୀ ହୋଇଥାନ୍ତି । ଯେଉଁ ବ୍ୟକ୍ତିମାନଙ୍କର ଥୋଡିରେ କଳାଜାଇ ରହିଛି, ସେହି ବ୍ୟକ୍ତିମାନେ ସମାଜରେ ବହୁତ ସମ୍ମାନ ପାଇଥାନ୍ତି ଏବଂ ଜୀବନରେ ବହୁତ ଖୁସିରେ ଅତିବାହିତ କରିଥାନ୍ତି ।

ଓଠରେ କଳାଜାଇ ଥିଲେ :

ଯଦି ଆପଣଙ୍କ ଓଠରେ କଳାଜାଇ ଥାଏ, ତେବେ ଆପଣ ବହୁତ ଭାଗ୍ୟବାନ ବ୍ୟକ୍ତି ହୋଇଥାନ୍ତି । ଯେଉଁ ବ୍ୟକ୍ତିମାନଙ୍କର ଓଠରେ କଳାଜାଇ ଥାଏ, ସେହି ବ୍ୟକ୍ତିମାନେ ବହୁତ ଦୟାଳୁ ହୋଇଥାନ୍ତି ଏବଂ ସେହିପରି ବ୍ୟକ୍ତିମାନେ ଯାହାକୁ ପ୍ରେମ କରନ୍ତି ହୃଦୟ ପ୍ରେମ ହୋଇଥାନ୍ତି ।

ଆଖିରେ କଳାଜାଇ ଥିଲେ :

ଯେଉଁ ବ୍ୟକ୍ତିମାନଙ୍କର ଆଖିରେ କଳାଜାଇ ଥାଏ, ସେହି ବ୍ୟକ୍ତି ମାନଙ୍କର ଆଚରଣ, ସ୍ଵଭାବ ଅତ୍ୟନ୍ତ ଭଲ ବୋଲି କୁହାଯାଏ ।

କାନରେ କଳାଜାଇ ଥିଲେ :

ଯଦି ଆପଣଙ୍କ କାନରେ କଳାଜାଇ ଥାଏ, ତେବେ ଆପଣଙ୍କ ଆୟୁଷ ବେଶି ହେବ । କାନରେ କଳାଜାଇ ରହିବା ଶୁଭ ସଂକେତକୁ ଦର୍ଶାଇଥାଏ ।

ନାକର ଡ଼ାହାଣ ପଟେ କଳାଜାଇ ଥିଲେ :

ଯଦି ଆପଣଙ୍କ ନାକର ଡ଼ାହାଣ ପଟେ କଳାଜାଇ ଥାଏ, ତେବେ ଆପଣ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଯେଉଁ ବ୍ୟକ୍ତିମାନଙ୍କ ନାକର ଡାହାଣ ପଟେ କଳାଜାଇ ଥାଏ, ସେହି ବ୍ୟକ୍ତିମାନେ ଆରମ୍ଭରୁ ହିଁ ସଫଳତା ହାସଲ କରିଥାନ୍ତି ।

ଯଦି ଆମ ଦ୍ୱାରା ଦିଆଯାଇଥିବା ସୂଚନାଟି ଭଲ ଲାଗିଲା, ତେବେ ଆପଣ ତଳେ ଦିଆ ହୋଇଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଓ ଏହି ପୋଷ୍ଟକୁ ଆପଣଙ୍କ ସାଙ୍ଗମାନଙ୍କ ମଧ୍ୟରେ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ଆହୁରି ଏମିତି ଅନେକ ସୂଚନା ଆପଣଙ୍କ ପାଇଁ ଆଣିବୁ ।