ଆପଣ ମାଳିସାହିରେ ଥିବା ଝିଅ ମାନଙ୍କୁ ଠୁ ବି ହୀନ ..ସେମାନଙ୍କର ଇଜ୍ଜତ ଅଛି ..ହେଲେ ତୁମର ନାହିଁ :ଲିଜା

lija

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏମିତି ବଡ ବଡ ଘଟଣା ବହୁତ ସମୟ ରେ ଘଟିଛି ଯେଉଁଥିରେ ଓଡିଶା ଦୋହଲେଇ ଦେବେ ବୋଲି କୁହନ୍ତି ହେଲେ ଦୋହଲେଇ ପାରନ୍ତି ନାହିଁ । ଯଦି ଆପଣ ଓଡିଶା ଦୋହଲେଇ ଦେବାର ସାହାସ ରହିଛି ତେବେ ଆପଣ ସାଙ୍ଗେ ସାଙ୍ଗେ କୁହନ୍ତୁ ନାଁ ଆପଣ କଣ ପାଇଁ ଇଡି ପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି । ଏଠାରେ କଣ ଫିଲ୍ମ ସୁଟିଂ ଚାଲିଛି । ଯଦି ମ୍ୟାଡମ୍ ଆପଣ ଭାବୁଛନ୍ତି ଆପଣଙ୍କ ପ୍ରତି ଅନ୍ୟାୟ ହେଉଛି ତେବେ ଆପଣ ସେହି ମୂହୁର୍ତ୍ୱ ରେ ମୁହଁ ଖୋଲନ୍ତୁ । କଣ ପାଇଁ ଇଡି ଯାଏ ଅପେକ୍ଷା କରିଛନ୍ତି ।

ଆପଣ ଜାହାକୁ ଟାର୍ଗେଟ କରୁଛନ୍ତି ତାହାର ତଥ୍ୟ ପ୍ରମାଣ ସହିତ ସମସ୍ତ ଙ୍କ ସାମ୍ନାରେ ଆଣିକରି ଦିଅନ୍ତୁ । ଆଉ ସାମ୍ନାରେ କହିବାର ସତାସାହାସ ତ ନାହିଁ । ତେବେ ଆପଣ ସେମିତି ଟାଇପ ର ମିଡିଆ ସାମ୍ନାରେ କହିବା ତେବେ କଣ ଭାବୁଛନ୍ତି ଆପଣ ଆପଣଙ୍କ ଉପରେ ଏଠାରେ ଫିଲ୍ମ ଚାଲିଛି । ଆଉ ଆପଣ ମାନେ ଯେଉଁ ପରି ଭାବେ କହିଛନ୍ତି ମିଡିଆ ମାନଙ୍କ ଉପରେ କେବେବି କେଉଁ ମିଡିଆ ଚାହାଁନ୍ତି ନାହିଁ କାହାର ଇମେଜ୍ କୁ ତଳକୁ ପକେଇବା ପାଇଁ କି ।

Archana 11

ଆପଣଙ୍କ ବିଷୟ ରେ ସଂମ୍ପର୍ଣ୍ଣ ପ୍ରମାଣ ରହିଛି ଆପଣ କଣ କରୁଛନ୍ତି । ସେମିତି ରେ ଆପଣଙ୍କୁ ନେଇ ବହୁତ ପ୍ରମାଣ ମିଳିସାରିଛି । ବହୁତ ବ଼ଡବଡିଆ ଇଡିରେ ହାଜର ବି ହୋଇସାରିଛନ୍ତି । ତେବେ ଆପଣ ଓଡିଶା ଦୋହଲେଇବା କଥା କୁହନ୍ତୁ ନାହିଁ । କେମିତି ଓଡିଶା ଦୋହଲେଇ ହେବ ଆପଣଙ୍କ ପାଖରେ କିଛିବି ଆଇଡିଆ ନାହିଁ ।

ପ୍ରଥମେ ହେଲା ଆପଣ ହେଉଛନ୍ତୁ ଭୁଲ ଏବଂ ଆପଣଙ୍କ ଦ୍ୱାରା ବହୁତ ଝିଅ ମାନଙ୍କ ଜିବନ ନଷ୍ଟ ହୋଇଛି । ଆଉ ସେହିଥି ପାଇଁ ଆପଣଙ୍କୁ ବିଚ ରାସ୍ତାରେ ଲଙ୍ଗଳା କରି ବୁଲେଇବା କଥା । ସବୁ ବିଷ ବୃକ୍ଷର ମୂଳ ହେଉଛନ୍ତି ଆପଣ । କେହି ଏଠାରେ ଫସିବେନି ଆପଣ ମୁହଁ ଖୋଲନ୍ତୁ ଆପଣ ନିଜେ ହିଁ ଫସିବେ ବୋଲି କହିଛନ୍ତି ବିଦ୍ୟୁସ୍ମିତା ତ୍ରୀପାଠୀ ।ତେବେ ଆପଣଙ୍କ ମତାମତ କଣ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ