ମା’ଙ୍କର ମମତା ଆଗରେ ହାରି ଗଲା ଯମରାଜ, ହେଲା କିଛି ଏମିତି ଚମତ୍କାର ଘଟିଲା, ଡାକ୍ତର ବି ଆଚମ୍ବିତ ହୋଇଗଲେ

Spread the love

ଆପଣ ଏହି ଗୀତ ଶୁଣି ଥିବେ ଯେ “ମା ହିଁ ମନ୍ଦିର ମା ହିଁ ପୁଜା, ମା ସେ ବଢ କର କୋଇ ନା ଦୁଜା ” ଏବଂ ଏହା ମଧ୍ୟ କୁହାଯାଏ ଯେ ମା’ର ଭଲ ପାଇବାରେ ଏତେ ଶକ୍ତି ଅଛି ଯାହାଦ୍ୱାରାରେ ସେ ନିଜର ପିଲାକୁ ମରଣ ମୁହଁରୁ ବି ଟାଣି ଆଣି ପରେ କିନ୍ତୁ “ବର୍ମିଘୋମର କେବିନ ଏଲଜାବେଥ୍” ରେ ଏହାର ଠିକ ଓଲଟା ମାମଲା ଦେଖିବାକୁ ମିଳିଥିଲା ।

ଯେଉଁଠାରେ ଗୋଟେ ନବଜାତ ଶିଶୁର ସ୍ନେହର ଏତେ ଶକ୍ତି ଥିଲା ଯେ ସେ ନିଜ ମା କୁ ହିଁ ମରଣ ମୁହଁରୁ ଫେରେଇ ଆଣିଥିଲା । ଏହା ସେହି କେବିନ ଏଲଜାବେଥ୍ ହସ୍ପିଟାଲ ଅଟେ ଯେଉଁଠାରେ ଦିଲ୍ଲୀର ଗ୍ୟାଙ୍ଗରେପ୍ ରେ ପୀଡିତ ଦାମିନିକୁ ଭର୍ତି କରାଯାଇଥିଲା । ଏବେ ପୁଣି ଥରେ ଏହି ହସ୍ପିଟାଲ ଚର୍ଚ୍ଚାରେ ଆସିଗଲା କାହିଁକି ନା ଏଥର ନବଜାତ ଶିଶୁ ନିଜ ମରି ଯାଇଥିବା ମା କୁ ବଞ୍ଚେଇ ଦେଇଥିଲା ।

ଏହିପରି କିଛି ହୋଇଥିଲା  ଯେ, ଗୋଟିଏ ମା ନିଜ ପିଲାଟିକୁ ଜନ୍ମ ଦେଲା ଏବଂ ଜନ୍ମ ଦେବାର 10 ମିନିଟ ପରେ ମା ନିଜ ପୁଅର ମୁହଁ ଦେଖିବା ପୁର୍ବରୁ ଦୁନିଆ ଛାଡ଼ି ଚାଲିଗୋଲା । ସେହି ଠାରେ ସେହି ମୃତ ମାର ପିଲାଟି କାନ୍ଦିବାକୁ ଲାଗିଲା । ଡାକ୍ତର ଏବଂ ନର୍ସମାନେ ସେ ପିଲାଟିକୁ ବହୁତ ଚେଷ୍ଟା କଲେ ଶାନ୍ତ କରିବା ପାଇଁ କିନ୍ତୁ କେହି ହେଲେ ମଧ୍ୟ ପିଲାଟିଙ୍କୁ ଶାନ୍ତି କରିପାରିଲେ ନାହିଁ । ଏହା ପରେ ସେହି ସମୟରେ ଏମିତି କିଛି ଘଟିଲା ହେଲା ଉପସ୍ଥିତ ଥିବା ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ରହିଗଲେ ।

ପିଲାଟି କିଛି ମିନିଟ ପର୍ଯ୍ୟନ୍ତ ନିଜ ମାଆର ମୁହଁକୁ ଧରି କାନ୍ଦିବାକୁ ଲାଗିଲା । ତାର କାନ୍ଦିବାର ଶବ୍ଦ ଶୁଣି ମୃତ ଶଯ୍ୟାରେ ପଡିଥିବା ମା ଅଚାନକ ଆଖି ଖୋଲିଦେଲା । ଯାହାକୁ ଦେଖି ପିଲାଟି ପୁରା ଶାନ୍ତ ହୋଇଗଲା ଏବଂ ସେଠାରେ ଡାକ୍ତର ମଧ୍ୟ କିଛି ସମୟ ପର୍ଯ୍ୟନ୍ତ ସ୍ତଂଵିଭୂତ ହୋଇ ରହିଗଲେ କିନ୍ତୁ ଡାକ୍ତର ଦ୍ବିତୀୟ ଥର ମେସିନ ଲଗେଇ ଯାଞ୍ଚ କଲେ ତ ସେହି ମହିଳାର ହାର୍ଟ ଧୀରେ ଧୀରେ ଚାଲିବାକୁ ଲାଗିଲା ।

ହସ୍ପିଟାଲର ଡାକ୍ତରଙ୍କ କହିବା କଥା ଯେ ଆଜି ପର୍ଯ୍ୟନ୍ତ କେବଳ ଆମେ ବାସ୍ ଏହା ଶୁଣି ଥିଲୁ ଯେ ଭଗବାନ ଅଛନ୍ତି କିନ୍ତୁ ଆଜି ଯାହା ଆମେ ନିଜ ସ୍ୱଚକ୍ଷୁରେ ଦେଖିଲୁ, ଭଗବାନଙ୍କ ସତ୍ତା କୁ ଅନୁଭବ କରିପାରିଲୁ । ଏହିପରି ଆଶ୍ଚର୍ଯ୍ୟ ଜନକ ଘଟଣା କୌଣସି ବୈଜ୍ଞନିକ ବା ଡାକ୍ତରଙ୍କ ଦ୍ୱାରା ସମ୍ଭବ ନୁହେଁ । ଏହି ସବୁ ଘଟଣା ସେଠାରେ ଥିବା ଜଣେ କର୍ମଚାରି ନିଜ ଫୋନ୍ ରେ ଭିଡିଓ କରିନେଇ ଥିଲା ଏବଂ ଦେଖୁ ଦେଖୁ ପୁରା ଦୁନିଆରେ ଏହି ଘଟଣା ଭାଇରାଲ ହୋଇଗଲା ।