ମହିଳାଙ୍କୁ ସକାଳୁ ଉଠି ପତିଙ୍କ ସହ ଏହି କାର୍ଯ୍ୟ କରିବା ଉଚିତ୍ ଭାଗ୍ୟ ପରିବର୍ତ୍ତନ ହୋଇଯିବ…

Spread the love

ହିନ୍ଦୁ ଶାସ୍ତ୍ର ଗୁଡିକରେ ସକାଳୁ ଉଠି କଣ କରିବା କଣ ନକରିବା ଉଚିତ ସେହି ବିଷୟରେ ଉଲ୍ଲେଖ ରହିଛି । ଆଜି ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ ସକାଳୁ ଉଠିବା ପରେ ମହିଳାଙ୍କୁ ପତିଙ୍କ ସହ କେଉଁସବୁ କାର୍ଯ୍ୟ କରିବା ଉଚିତ ଯାହାଫଳରେ ଭାଗ୍ୟ ପରିବର୍ତ୍ତନ ହୋଇଥାଏ । ତେବେ ଆସନ୍ତୁ ଜାଣିବେ ପତିପତ୍ନୀକୁ ସକାଳୁ ଉଠିବା ପରେ କେଉଁସବୁ କାର୍ଯ୍ୟ କରିବା ଉଚିତ ଏବଂ କେଉଁ ସବୁ କାର୍ଯ୍ୟ ନକରିବା ଉଚିତ ।

ମହିଳାଙ୍କୁ କଣ କରିବା ଏବଂ କଣ ନକରିବା ଉଚିତ

Google

ଯଦି ମହିଳା ବିବାହିତ ଅଟନ୍ତି ତେବେ ମହିଳାଙ୍କୁ ସକାଳୁ ଉଠି ଯୋଗ କରିବା ଉଚିତ ଏବଂ ଯୋଗ କରିସାରିବା ପରେ ପତିଙ୍କ ସହ ଅଧିକ ନୁହେଁ ବରଂ ଅଳ୍ପ ରୋମାନ୍ସ କରିବା ଉଚିତ ।

Google

ସକାଳୁ ଉଠିବା ପରେ ପତିପତ୍ନୀଙ୍କୁ ଜଳ ପାନ କରିବା ଉଚିତ କାରଣ ପ୍ରାୟତଃ ଲୋକଙ୍କୁ ଉଠିବା ପରେ ଚାହାର ଆବଶ୍ୟକତା ରହିଥାଏ ଯାହା ଶରୀରରେ ରୋଗ ସୃଷ୍ଟି କରିଥାଏ ଏହି କାରଣରୁ ସର୍ବପ୍ରଥମେ ସକାଳୁ ଉଠିବା ପରେ ପାଣି ପିଇବା ଉଚିତ ।

Google

ସକାଳୁ ଉଠି ସ୍ନାନ କରିବା ସମସ୍ତଙ୍କ ପାଇଁ ସର୍ବତମ ହୋଇଥାଏ କିନ୍ତୁ ଏହି ଅଭ୍ୟାସ ମହିଳାଙ୍କ ନିମନ୍ତେ ନିହାତି ଆବଶ୍ୟକ ହୋଇଥାଏ । ଆମ ସମାଜରେ ପରମ୍ପରା ଚାଲି ଆସିଛି ମହିଳାଙ୍କୁ ସ୍ନାନ କରି ହିଁ ରୋଷେଇ ଘରେ ପ୍ରବେଶ କରିବା ଉଚିତ ।

Google

ନିଜ ଘରେ ତୁଳସୀ ଗଛ ନିଶ୍ଚିତ ରୂପରେ ରୋପଣ କରନ୍ତୁ ଏବଂ ସକାଳେ ସେହି ତୁଳସୀ ଗଛର ପୂଜା ନିହାତି କରିବା ଉଚିତ । ସଙ୍ଗୀତ ମନକୁ ଶାନ୍ତି ପ୍ରଦାନ କରିଥାଏ ତେଣୁ ସକାଳୁ ଉଠି ସଙ୍ଗୀତ ଶୁଣିବା ଫଳରେ ମନକୁ ଶାନ୍ତି ମିଳିଥାଏ ତେଣୁ ପତିପତ୍ନୀ ମିଳିତ ରୂପରେ ସକାଳୁ ଉଠିବା ଫଳରେ ସଙ୍ଗୀତ ଶୁଣିବା ଉଚିତ ।