ଏହି ୩ଟି ନାମର ମହିଳାମାନେ ନିଜ ସ୍ଵାମୀଙ୍କ ଠାରୁ ସବୁବେଳେ ଅସନ୍ତୁଷ୍ଟ ରହିଥାନ୍ତି ।

Spread the love

ବନ୍ଧୁଗଣ, ଆମ ଦେଶରେ ବିବାହ ଏକ ଅତୁଟ ବନ୍ଧନ ବୋଲି ଜଣାଯାଇଥାଏ । ସ୍ୱାମୀ ଏବଂ ସ୍ତ୍ରୀର ସମ୍ପର୍କ ସାତ ଜନ୍ମ ପର୍ଯ୍ୟନ୍ତ ହୋଇଥାଏ । ସବୁ ପୁଅର ଇଚ୍ଛା ଥାଏ କି ତାକୁ ସୁନ୍ଦର ଏବଂ ଗୁଣବତୀ ସ୍ତ୍ରୀଟିଏ ମିଳୁ । ସେହିପରି ଅନ୍ୟପକ୍ଷରେ ମହିଳାମାନେ ଭଲ ସ୍ୱାମୀ ପାଇବାରେ ଇଚ୍ଛା ମଧ୍ୟ ରଖିଥାନ୍ତି । ଯିଏ ଏମାନଙ୍କ ସବୁ ଆବଶ୍ୟକତାକୁ ପୂରଣ କରିପାରିବ । ଆଜି ଆମେ ଆପଣଙ୍କୁ ସେହି ତିନୋଟି ନାମ ଥିବା ମହିଳାମାନଙ୍କ ବିଷୟରେ କହିବୁ, ଯେଉଁମାନେ ସର୍ବଦା ନିଜ ସ୍ଵାମୀ ଠାରୁ ଅସନ୍ତୁଷ୍ଟ ରହିଥାନ୍ତି । ତେବେ ଚାଲନ୍ତୁ ଜାଣିବା ସେହି ମହିଳାମାନଙ୍କ ବିଷୟରେ ।

୧. K ନାମ ବିଶିଷ୍ଟ ମହିଳା –

ଯେଉଁ ମହିଳାର ନାମ K ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ସହନଶୀଳତା ହୋଇଥାନ୍ତି । ଘର ଚଳାଇବା କ୍ଷେତ୍ରରେ ବହୁତ ବୁଦ୍ଧିମତି ମଧ୍ୟ ହୋଇଥାନ୍ତି । ଏମାନେ ନଜି ସ୍ୱାମୀକୁ ଶେମାନଙ୍କ ଦାୟିତ୍ୱ ବିଷୟରେ ବାରମ୍ବାର ମନେ ପକାଇଥାନ୍ତି । ଏପରି ମହିଳାମାନେ କଥା ଲୁଚାଇବାରେ ମଧ୍ୟ ମାହିର ହୋଇଥାନ୍ତି । ଏମାନଙ୍କୁ ଭବିଷ୍ୟତର ଚିନ୍ତା ସବୁବେଳେ ରହିଥାଏ । ଯେଉଁଥି କାରଣରୁ ଏମାନେ ସବୁବେଳେ ନିଜ ସ୍ୱାମୀଙ୍କୁ ରୋକଠୋକ ମଧ୍ୟ କହିଥାନ୍ତି । ଏମାନେ ନିଜ ସ୍ୱାମୀକୁ ଛାଡି ଗୋଟେ ମୁହୂର୍ତ୍ତ ମଧ୍ୟ ରହିପାରନ୍ତି ନାହିଁ । ଏମାନେ ଚାହାଁନ୍ତି ଏମାନଙ୍କ ସ୍ୱାମୀ ସର୍ବଦା ନିଜକୁ ପ୍ରେମ କରନ୍ତୁ ଏବଂ ପଚରାଉଚରା କରନ୍ତୁ ।

୨. P ନାମ ବିଶିଷ୍ଟ ମହିଳା –

ଯେଉଁ ମହିଳାର ନାମ P ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ଏମାନଙ୍କ ସ୍ୱାମୀ ଯଦି ଏମାନଙ୍କୁ ନ ପଚାରି କିଛି କାମ କରେ ସେତେବେଳେ ଏମାନେ ତାହା ସହ୍ୟ କରିପାରନ୍ତି ନାହିଁ । ଏମାନେ ନିଜ ଛୁଆକୁ ବହୁତ ଯତ୍ନ (କେୟାର) କରିଥାନ୍ତି ଏବଂ ନିଜ ଛୁଆକୁ ଭଲ ସଂସ୍କାର ମଧ୍ୟ ଦେଇଥାନ୍ତି । ଏମାନେ ନିଜ ଘରକୁ ସବୁବେଳେ ସଜାଇ ରଖିବାକୁ ପସନ୍ଦ କରିଥାନ୍ତି । ଏମାନେ ନିଜ ସ୍ୱାମୀଙ୍କୁ ସବୁ ଖର୍ଚ୍ଚର ହିସାବ ମଧ୍ୟ ମାଗିଥାନ୍ତି ।

୩. S ନାମ ବିଶିଷ୍ଟ ମହିଳା –

ଯେଉଁ ମହିଳାର ନାମ S ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନଙ୍କ ପାଖରେ ସବୁଠୁ ଅଧିକ ଧୌର୍ଯ୍ୟ ଓ ସହନଶୀଳତା ଶକ୍ତି ରହିଥାଏ । ଯଦି ଏମାନଙ୍କୁ କେହି ଅଣଦେଖା କରେ, ତେବେ ଏମାନେ ତାହାକୁ ବିଲକୁଲ ସହ୍ୟ କରିପାରନ୍ତି ନାହିଁ । ଏମାନେ ସବୁବେଳେ ନିଜ ପ୍ରଶଂସା ଶୁଣିବାକୁ ଚାହିଁଥାନ୍ତି । ଏମାନେ ଚାହାନ୍ତି ତାଙ୍କ ସ୍ୱାମୀ ସବୁବେଳେ ତାଙ୍କ ବିଷୟରେ ହିଁ ଭାବନ୍ତୁ ।

ତେବେ ବନ୍ଧୁଗଣ ଆଜି ଆପଣ ଜାଣିଲେ ସେହି ୩ଟି ନାମ ଥିବା ମହିଳାମାନଙ୍କ ବିଷୟରେ ଯେଉଁମାନେ କି ସେମାନଙ୍କ ସ୍ୱାମୀଙ୍କ ଠାରୁ କେବେ ହେଲେ ସନ୍ତୁଷ୍ଟ ହୋଇପାରନ୍ତି ନାହିଁ । ଆଶା କରୁଛୁ ଅନୁଛେଦଟି ଭଲ ଲାଗିଥିବା । ଭଲ ଲାଗିଲେ ଗୋଟିଏ ନିଜ ସମ୍ପର୍କୀୟ ଓ ବନ୍ଧୁଙ୍କ ମଧ୍ୟରେ ଶେୟର କରନ୍ତୁ । ହଁ, ନିଜ ମତାମତ ଦେବାକୁ ଭୁଲିବେ ନାହିଁ । ତା’ସଙ୍ଗେ ସଙ୍ଗେ ଗୋଟିଏ ଲାଇକ ମଧ୍ୟ କରନ୍ତୁ ।