ପୁରୁଷଙ୍କୁ ବର୍ବାଦ କରି ଦିଅନ୍ତି ଏହି ପରି ମହିଳା ।

women

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ମହିଳା ମାନଙ୍କ ବିଷୟ ରେ ଆପଣ ମାନଙ୍କୁ ଅବଗତ କରାଇବୁ ଯାହାକୁ ଆପଣ ମାନେ ବିବାହ କରିବା ଦ୍ୱାରା ଆପଣ ମାନେ ଆପଣ ଙ୍କ ର ସାରା ଜୀବନ ରେ ପଶ୍ଚ୍ୟାତାପ କରିବେ । ତେବେ ଏହା ପଛର କାରଣ କଣ ରହିଛି ତାହା ଆମେ ଆପଣ ମାନଙ୍କୁ ଜଣାଇବୁ ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଚାର୍ଯ୍ୟ ଚାଣକ୍ୟ ହେଉଛନ୍ତି ଜଣେ ବହୁତ ବଡ ଜ୍ଞାନୀ ମହା ପୁରୁଷ ସେ ତାଙ୍କ ଦ୍ୱାରା ରଚିତ କରାଯାଇଥିବା ନୀତି ଶାସ୍ତ୍ର ରେ ଏପରି କିଛି ନିତି ବାଣୀ ବିଷୟ ରେ ସବୁ ବର୍ଣ୍ଣନା କରିଯାଇଛନ୍ତି ଯାହାକି ମଣିଷ ସମାଜ ସେହି କଥା କୁ ପାଳନ କରିବା ଦ୍ୱାରା ସେ ତାର ଜୀବନ ରେ କେବେ କୈଣସି ସମସ୍ୟା ର ସାମନା କରି ନଥାଏ ।

Chanakya

ତେବେ ଆଜି ଆମେ ଆପଣ ମାନଙ୍କୁ ଚାଣକ୍ୟ ଙ୍କ ନୀତି ଶାସ୍ତ୍ର ରେ ପ୍ରଥମ ଅଧ୍ୟାୟ ରେ କୁହାଯାଇଥିବା କିଛି ଏପରି ମହିଳା ମାନଙ୍କ ବିଷୟ ରେ ଜଣାଇବୁ ଯାହାକୁ ଆପଣ ମାନେ ଯଦି ବିବାହ କରନ୍ତି ତେବେ ଆପଣ ମାନେ ଆପଣ ଙ୍କ ର ସାରା ଜୀବନ ରେ ପଶ୍ଚ୍ୟାତାପ କରିବେ ଏବଂ ଏହା ବ୍ୟତୀତ ଆପଣ ଙ୍କ ର ମାନ ସମାନ ସବୁ କିଛି ହାନି ହୋଇଯିବ । ତେବେ ସେମିତି କେଉଁ ପ୍ରକାର ର ମହିଳା ମାନେ ରହିଛନ୍ତି ଯାହାକୁ ଚାଣକ୍ୟ ଚାଙ୍କର ନୀତି ଶାସ୍ତ୍ର ଅନୁସାରେ ପୁରୁଷ ସମାଜ କୁ ବିବାହ ନ କରିବା ପାଇଁ ଉପଦେଶ ଦେଉଛନ୍ତି ଯାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏ ପଢନ୍ତୁ ।

ତେବେ ବନ୍ଧୁଗଣ ଚାଣକ୍ୟ ତାଙ୍କର ନୀତି ଶାସ୍ତ୍ର ରେ ବର୍ଣ୍ଣନା କରିଛନ୍ତି କି ପୁରୁଷ ମାନଙ୍କୁ ସର୍ବଦା ତାଙ୍କର ଜାତି ଅନୁସାରେ ବିବାହ କରିବା ଉଚିତ ଅର୍ଥାତ କୋଣସି ପୁରୁଷ ବିବାହ କରିବାକୁ ଯାଉଥିଲେ ତାର ସମାନ ଜାତି ସହ ଜଣେ ମହିଳା କୁ ବିବାହ କରିବା ଉଚିତ ଏବଂ ତା ଠାରୁ ନିଚ୍ଚ ଜାତି ର ମହିଳା ଙ୍କୁ ବିବାହ ନ କରିବା ଉଚିତ ।

Chanakya

ତେବେ ପ୍ରାୟତଃ ଦେଖିବାକୁ ମିଳିଥାଏ କି ପୁରୁଷ ମାନେ ସୁନ୍ଦର ମହିଳା ଦେଖି ସେମାନେ ବିବାହ କରିଥାନ୍ତି ଏବଂ ସେମାନେ ସୁନ୍ଦର ରୂପ କୁ ଦେଖି ତାର ଜାତି ଦେଖି ନଥାନ୍ତି ତେବେ ଏପରି କରିବା ଦ୍ୱାରା ଏକ ନିଚ୍ଚ ଜାତି ର ମହିଳା ଙ୍କୁ ଜଣା ନଥାଏ କି ତାଙ୍କର ଜାତି ରେ ଅନ୍ୟ ମାନଙ୍କ ପ୍ରତି କିପରି ସମାନ ଦେଖାଯାଏ ଏବଂ କିପରି ବ୍ୟବହାର କରାଯାଏ ।

ତେଣୁ ଚାଣକ୍ୟ କହିଛନ୍ତି କି ଏପରି ଯଦି ଆପଣ ସୁନ୍ଦର ରୂପ ଦେଖି କୈଣସି ନିଜ ଠାରୁ ନିଚ୍ଚ ଜାତିକୁ ବିବାହ କରନ୍ତି ତେବେ ଆପଣ ଙ୍କ ର ମାନ ହାନି ହେବା ସହ ଆପଣ ପରେ ପଶ୍ଚ୍ୟାତାପ କରି ପାରନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *