“ମହିଳା ମୋନେ ଖାଲି ଦେହରେ ଭଲ ଲାଗନ୍ତି !”, ଏଭଳି ମନ୍ତବ୍ୟ ଦେଇ କଣ କହିଦେଲେ ରାମଦେବ ବାବା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମହିଳାମାନେ ଖାଲି ଦେହରେ ଭଲ ଲାଗନ୍ତି । ମୋ ଭଳି କିଛି ନ ପିନ୍ଧିଲେ ବହୁତ ଭଲ ଲାଗନ୍ତି । ଏମିତି କହି ବିବାଦରେ ଯୋଗ ଗୁରୁ ରାମଦେବ ବାବା । ଯୋଗ ଗୁରୁ ରାମଦେବ ବାବାଙ୍କ ମୁହଁରୁ ଏମିତି କଥା କେହି କେବେ ବିଶ୍ବାସ କରିନଥିଲେ। ରାମଦେବ ବାବାଙ୍କ ପ୍ରକ୍ରିୟାକୁ ନେଇ ଏବେ ଝଡ ସୃଷ୍ଟି ହେଇଛି । ବାବା ରାମଦେବ ମହାରାଷ୍ଟ୍ର ପୁନେରେ ଏକ ଯୋଗ ସିବିରରେ କହିଥିଲେ କି ମହିଳାମାନେ ଶାଢୀ ଏବଂ ସାଲୁଆର ପିନ୍ଧିଲେ ସୁନ୍ଦର ଲାଗନ୍ତି । ଏହା ସହ ମୋ ଭଳି କିଛି ନ ପିନ୍ଧିଲେ ବହୁତ ସୁନ୍ଦର ଲାଗନ୍ତି ।

ରାମଦେବ ବାବା ଯେତେବେଳେ ଏମିତି ବୟାନ ଦେଉଥିଲେ ତାଙ୍କ ପାଖରେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଣ୍ଡାଙ୍କ ସ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ରାମଦେବ ବାବାଙ୍କର ଏହି ପ୍ରତିକ୍ରିୟାର ଭିଡିଓ ଏବେ ସୋସିଆଲ ମିଡିଆରେ ଏବେ ଭାଇରାଲ୍ ହେବାରେ ଲାଗିଛି । ତେବେ ଏଭଳି ପ୍ରକ୍ରିୟାକୁ ନେଇ ଦିଲ୍ଲୀ ମହିଳା ଆୟୋଗର ପ୍ରମୁଖ ସ୍ୱାତୀ ମଲିବାଲ ତାଙ୍କ ଟୁଇଟର ଆକାଉଣ୍ଟ ରେ ଏହି ଭିଡିଓ ସେୟାର କରି କହିଛନ୍ତି କି ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ସ୍ତ୍ରୀଙ୍କ ଆଗରେ ରାମଦେବ ବାବାଙ୍କ ମହିଳାଙ୍କ ଆଗରେ ଏଭଳି ଟିପଣୀ ବହୁତ ନିନ୍ଦନୀୟ ।

Ramdev Baba

ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓ ରେ ରାମଦେବ ବାବା କହିଛନ୍ତି କି ତମେମାନେ ବହୁତ ଭାଗ୍ୟବାନ୍ କି ତମେମାନେ ବହୁତ ସୁନ୍ଦର ଦିଶୁଛ । ଆଗରେ ବସିଥିବା ମହିଳା ମାନଙ୍କ ର ଶାଢୀ ପିନ୍ଧିବାର ସୁଯୋଗ ମିଳିଛି । ପଛରେ ବସୁଥିବା ମହିଳାମାନଙ୍କୁ ସୁଯୋଗ ମିଳି ନାହିଁ । ଏହାପରେ କହୁଛନ୍ତି କି ଆପଣମାନେ ଶାଢୀ ପିନ୍ଧି ବି ସୁନ୍ଦର ଲାଗନ୍ତି ଏବଂ ସାଲୁଆର ପିନ୍ଧି ମଧ୍ୟ ସୁନ୍ଦର ଲାଗନ୍ତି । ଆଉ ମୋ ଭଳି କିଛି ନପିନ୍ଧି ମଧ୍ୟ ସୁନ୍ଦର ଲାଗନ୍ତି ।

ଏବେ ଲୋକ ଲଜ୍ୟା ପାଇଁ କେବଳ ଡ୍ରେସ ବିନ୍ଧୁଛନ୍ତି । ମୁ ତ ଆଠବର୍ଷ ହେଲା ପର୍ଯ୍ୟନ୍ତ ଫୁଙ୍ଗୁଳା ବୁଲୁଥିଲି । ଏବେ କିନ୍ତୁ ମହିଳାମାନେ ୫ଲେୟାର ର କପଡା ବିନ୍ଧୁଛନ୍ତି । ତେବେ ଏମିତି କିଛି ବୟାନ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓ ରେ ବିଭିନ୍ନ ପ୍ରକାର କମେଣ୍ଟ ମାନ ଆସିବାର ଲାଗିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *