ବଲିଉଡର ଏହି ଭୟଙ୍କର ଖଳନାୟକଙ୍କର ପତ୍ନୀମାନେ ସମ୍ପୂର୍ଣ୍ଣ ରୁପରେ ସିଧା-ସାଧା ଅଟନ୍ତି ! ସୁନ୍ଦରତାରେ କିଏ କାହା ଠାରୁ ଊଣା ନୁହଁନ୍ତି ! ଦେଖନ୍ତୁ ଏମାନଙ୍କର ଫୋଟ ।

Spread the love

ବଲିଉଡର ଏହି ଭୟଙ୍କର ଖଳନାୟକଙ୍କର ପତ୍ନୀମାନେ ବହୁତ ସୁନ୍ଦର ଏବଂ ସିଧା-ସାଧା ଅଟନ୍ତି ।

ଫିଲ୍ମରେ ନକାରାତ୍ମକ କିମ୍ବା ଖଳନାୟକର ଭୂମିକାରେ ଅଭିନୟ କରୁଥିବା ତାରକାମାନେ ବାସ୍ତବ ଜୀବନରେ ବହୁତ ଭଲ ହୋଇଥାନ୍ତି ଏବଂ ଏହା ଅନେକ ତାରକାଙ୍କ ଜୀବନରେ ଦେଖିବାକୁ ମିଳିଛି । ଫିଲ୍ମରେ ଯେଉଁ ଖଳନାୟକଙ୍କୁ ଦେଖି ଦର୍ଶକମାନଙ୍କ ମନରେ ଭୟ ଆସି ଯାଇଥାଏ ଏବଂ ଲୋକମାନେ ସେମାନଙ୍କୁ ବାସ୍ତବ ଜୀବନରେ ମଧ୍ୟ ସେହିପରି ଭାବି ନିଅନ୍ତି । କାରଣ ସେମାନଙ୍କର ଭୟଙ୍କର ଅଭିନୟ ଯୋଗୁଁ ଲୋକଙ୍କ ମନରେ ସେମାନଙ୍କ ପ୍ରତି ସେହି ଧାରଣା ରହିଥାଏ । ଯଦି ଆପଣ ସେମାନଙ୍କର ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ ଜାଣିବେ; ତେବେ ଦେଖିବେ ଯେ ସେମାନେ ଆପଣଙ୍କ ଭଳି ସାଧାରଣ ଜୀବନ ବିତାଉଛନ୍ତି । ଭଲ ମଣିଷ ଭଳି ଖଳନାୟକ ସାଜିବା ତାଙ୍କର କାମର ଏକ ଅଂଶ ଅଟେ । ବଲିଉଡର ଏହି ଭୟଙ୍କର ଖଳନାୟକଙ୍କ ପତ୍ନୀମାନେ ସିଧା-ସାଧା ଏବଂ ବହୁତ ସୁନ୍ଦର ଅଟନ୍ତି ।

ଏହି ଭୟଙ୍କର ଖଳନାୟକଙ୍କର ପତ୍ନୀମାନେ ସମ୍ପୂର୍ଣ୍ଣ ରୁପରେ ସିଧା-ସାଧା ଅଟନ୍ତି :

ଏକ ବଲିଉଡ ଫିଲ୍ମରେ ଯେତିକି ଗୁରୁତ୍ୱ ନାୟକ ଏବଂ ନାୟିକାଙ୍କର ରହିଥାଏ, ସେତିକି ଖଳନାୟକଙ୍କର ମଧ୍ୟ ଗୁରୁତ୍ୱ ରହିଥାଏ । କେତେକ ଫିଲ୍ମରେ ଖଳନାୟକ ଭାରି ପଡିଯାଆନ୍ତି ଏବଂ ତାଙ୍କରି ଯୋଗୁଁ ଫିଲ୍ମଟି ହିଟ୍ ହୋଇଯାଇଥାଏ । ଅମରେଶ ପୁରୀ, ପ୍ରେମ ଚୋପଡା ଏବଂ ରଞ୍ଜିତଙ୍କ ସହ ଏମିତି ଅନେକ ଖଳନାୟକ ଅଛନ୍ତି, ଯେଉଁମାନେ ଲୋକଙ୍କ ମନରେ ଖରାପ ଧାରଣ ଜନ୍ମାଇଛନ୍ତି । କାରଣ ଏମାନଙ୍କର ଅଭିନୟ ଚିତାକର୍ଷକ ଥିଲା । ଯଦି ସେମାନଙ୍କର ପତ୍ନୀଙ୍କ ବିଷୟରେ କଥା ହେବା, ତେବେ ଏହା ଏକ ବିଶେଷ କଥା ହେବ, ଚାଲନ୍ତୁ କହିବୁ ।

ଶକ୍ତି କପୁର ଏବଂ ଶିବାଙ୍ଗୀ କପୁର :

ଶକ୍ତି କପୁର ଅଭିନେତ୍ରୀ ପଦ୍ମିନୀ କୋହ୍ଲାପୁରୀଙ୍କ ଭଉଣୀ ଶିବାଙ୍ଗୀଙ୍କୁ ବିବାହ କରିଛନ୍ତି । ବଲିଉଡରେ ସବୁବେଳେ ନାୟିକାଙ୍କର ସମ୍ମାନ ସହ ଖେଳୁଥିବା ଶକ୍ତି ନିଜ ପତ୍ନୀଙ୍କୁ ବହୁତ ପ୍ରେମ କରନ୍ତି । ଶିବାଙ୍ଗୀ ଲାଇମ ଲାଇଟ ଠାରୁ ସବୁବେଳେ ଦୂରରେ ରୁହନ୍ତି ।

ଗୁଲସନ ଗ୍ରୋବର ଏବଂ କଶିଶ :

ବେଡ୍ ମ୍ୟାନ୍ ନାମରେ ଖ୍ୟାତି ଅର୍ଜନ କରିଥିବା ଗୁଲସନ ଗ୍ରୋବର ଦୁଇଟି ବିବାହ କରିଥିଲେ । ପ୍ରଥମ ବିବାହ ଫିଲୋମିନାଙ୍କ ସହିତ ହୋଇଥିଲା ଏବଂ ବିବାହର ୩ୟ ବର୍ଷରେ ଫିଲୋମିନାଙ୍କ ସହ ବିବାହ-ବିଛେଦ ହୋଇଯାଇଥିଲା । ଏହାପରେ ଗୁଲସନ ଗ୍ରୋବର ଦ୍ଵିତୀୟ ବିବାହ କଶିଶ ନାମକ ଯୁବତୀଙ୍କ ସହ କରିଥିଲେ କିନ୍ତୁ ଏକ ବର୍ଷ ପରେ କଶିଶଙ୍କ ସହ ମଧ୍ୟ ବିବାହ-ବିଛେଦ ହୋଇଯାଇଥିଲା ।

ଆଶୁତୋଷ ରାଣା ଏବଂ ରେଣୁକା ସାହାଣେ :

“ଦୁଷ୍ମନ”, “ସଙ୍ଘର୍ଷ” ଏବଂ ଆହୁରି ଅନେକ ଫିଲ୍ମରେ ଭୟଙ୍କର ଖଳନାୟକର ଅଭିନୟ କରି ସାରିଥିବା ଆଶୁତୋଷ ରାଣା, ରେଣୁକା ସାହାଣେଙ୍କ ସହ ବିବାହ କରିଥିଲେ । ଏମାନେ ଏକାସଙ୍ଗେ କଦାପି କୌଣସି ଫିଲ୍ମରେ କାମ କରି ନାହାନ୍ତି କିନ୍ତୁ ନିଜ ନିଜ ସ୍ତରରେ ଜଣେ ଜଣେ ବହୁତ ସୁନ୍ଦର ତାରକା ଅଟନ୍ତି ।

ପ୍ରକାଶ ରାଜ ଏବଂ ପୋନୀ ବର୍ମା :

ପ୍ରକାଶ ରାଜ ବଲିଉଡ ବ୍ୟତୀତ ଅନେକ ଦକ୍ଷିଣ ଭାରତୀୟ ଫିଲ୍ମରେ ମଧ୍ୟ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି ଏବଂ ସେ ନକରାତ୍ମକ ଭୂମିକାର ସବୁ ସୀମା ଭାଙ୍ଗି ଦେଇଥିଲେ । ପ୍ରକାଶ ରାଜ ନିଜର ପତ୍ନୀ ପୋନୀ ବର୍ମାଙ୍କୁ ବହୁତ ପ୍ରେମ କରନ୍ତି ।

ନିକିତୀନ ଧୀର ଏବଂ କୃତିକା ସେଙ୍ଗର :

ଫିଲ୍ମ “ଚେନ୍ନାଇ ଏକ୍ସପ୍ରେସ”ରେ ଥଙ୍ଗାବଲୀର ଅଭିନୟ କରିଥିବା ନିକିତୀନ ଧୀର ବାସ୍ତବ ଜୀବନରେ ସାଧାରଣ ଲୋକଙ୍କ ଭଳି ଅଟନ୍ତି । ସେ କାମ କରିବା ପାଇଁ ଏବଂ ପରିବାର ପାଇଁ ସମୟ ଦେବା ପାଇଁ ଅଧିକ ପସନ୍ଦ କରନ୍ତି । ସେ ଟିଭି ଅଭିନେତ୍ରୀ କୃତିକାଙ୍କ ସହ ବିବାହ କରିଥିଲେ ଏବଂ ବର୍ତ୍ତମାନ ଏକ ସୁଖମୟ ଜୀବନ ବିତାଉଛନ୍ତି ।