
ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଚାଷୀ ଭାଇ ମାନଙ୍କ ପାଇଁ ଆସିଛି ବଡ ଖୁସୀ ଖବର ଯାହାକି କେନ୍ଦ୍ର ସରକାର ଙ୍କ ପକ୍ଷରୁ ଏକ ସ୍କିମ୍ ରେ ଚାଷୀ ମାନଙ୍କୁ ମିଳିବ ବଡ଼ ସହାୟତା ଜାହାକି ଏକ ଲକ୍ଷ 60 ହଜାର ପର୍ଯ୍ୟନ୍ତ ଆପଣ ମାନଙ୍କୁ ମିଳି ପାରିବ ସହାୟତା । ତେବେ ଆସନ୍ତୁ ନଜର ପକେଇବା କଣ ରହିଛି ସରକାର ଙ୍କ ଏହି ସ୍କିମ୍ ବିଷୟ ରେ ସେଥିପାଇଁ ଆପଣ ମାନେ ଆମ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ନିଶ୍ଚୟ ଜାଣିପାରିବେ ।
ତେବେ ବନ୍ଧୁଗଣ ଦେଶରେ କୋଟି କୋଟି କୃଷକ ମାନଙ୍କ ପାଇଁ ବଡ଼ ଖବର କେନ୍ଦ୍ର ସରକାର ଙ୍କ ତରଫ ରୁ PM କିସାନ ଯୋଜନା ରେ ବାର୍ଷିକ 6 ହଜାର ଟଙ୍କାର ଆର୍ଥିକ ସହାୟାତା ଦିଆଯାଉଛି । ହେଲେ ସରକାର ଙ୍କର ଏମିତି ଏକ ସ୍କିମ୍ ରହିଛି । ଜାହା ଦ୍ୱାରା ଆପଣ ମାନଙ୍କୁ 1 ଲକ୍ଷ 60 ହଜାର ଟଙ୍କାର ଫାଇଦା ମିଳିବ । ଯଦି ଆପଣ ଜଣେ କିଶାନ ଏବଂ ଆପଣ ମାନଙ୍କୁ ଟଙ୍କାର ଆବଶ୍ୟକତା ରହିଛି । ତେବେ ଆପଣ ମାନେ ମଧ୍ୟ ଏହି ଯୋଜନା ର ଫାଇଦା ନିଶ୍ଚୟ ଉଠେଇ ପାରିବେ ।
ତେବେ ବନ୍ଧୁଗଣ ଜାହାକି ଏହି ସ୍କିମ୍ ର ନାମ ହେଲା କିସାନ କ୍ରେଡିଟ କାର୍ଡ ସ୍କିମ୍ । ଜାହା ଦ୍ୱାରା ଆପଣ ମାନେ କୃଷି ଲୋନ ନେଇ ପାରିବେ । ତେବେ ଏହି ଲୋନ ଆପଣ ମାନେ ଘରେ ବସି ମଧ୍ୟ ନେଇ ପାରିବେ । ତେବେ ବଡ଼ କଥା ହେଲା ଆପଣଙ୍କୁ ଏହିଥିରେ ବିନା କୌଣସି ଗ୍ୟାରେଣ୍ଟିରେ ମଧ୍ୟ ଲୋନ ମିଳିଥାଏ । ତେବେ ଏହି ସ୍କିମ୍ ରେ ପୂର୍ବରୁ ଏକ ଲକ୍ଷ ଟଙ୍କା ଯାଏ ଲୋନ ମିଳୁଥିବା ବେଳେ କୃଷକ ଙ୍କ ଆବଶ୍ୟକତା କୁ ଦୃଷ୍ଟି ରେ ରଖି ସରକାର ଏହାର ରାଶି ବଢେଇ 1 ଲକ୍ଷ 60 ହଜାର ଟଙ୍କା କରି ଦେଇଛନ୍ତି ।
ଏହିଥିରେ କୃଷକ ଙ୍କ ସୁଧ ଉପରେ 2 ପ୍ରତିଶତ ସୁଧ ମଧ୍ୟ ମିଳେ । ଯଦି ଆପଣ ଲୋନ ସମୟ ରେ ସୁଝୁଛନ୍ତି ତେବେ ତିନି ପ୍ରତିଶତ ଡିସକାଉଣ୍ଟ ମଧ୍ୟ ଆପଣଙ୍କୁ ମିଳିବ । ତେବେ ଏହି କ୍ରେଡିଟ କାର୍ଡ ର ବାର୍ଷିକ ସୁଧ 4 ପ୍ରତିଶତ ରହିଛି । ତେବେ ଆପଣ ମାନେ ଭାବୁଥିବେ ଏହି କାର୍ଡ କୁ କେଉଁଠାରୁ ବନେଇବେ ତେବେ ଆପଣ ମାନେ ଚାହିଁଲେ ଯେକୌଣସି ବ୍ୟାଙ୍କ୍ କୁ ଜାଇ କିଶାନ କ୍ରେଡିଟ କାର୍ଡ ବନେଇ ପାରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।