କାଲି ଦିନେଶ ସହ ଦେଖା ହେବ,ଆଉ ଏକାଠି Rahiki ଦୁଇଜଣ କରିବେ ବଡ ସମାଧାନ,ନହେଲେ ଆଉ କେବେ ହେଲେ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦୀପିକା ଙ୍କ ଅନୁସାରେ ଦେଖନ୍ତୁ ଯେମିତି କି ମ୍ୟାଡାମ ଆସିକି କହିଲେ କି ଏସ ପି ଙ୍କୁ ନୋଟିସ କରାଯାଇଛି ଆଉ ସେ କାଲି ଆସିବେ ବୋଲି ମୁଁ ନିଶ୍ଚିନ୍ତ ଭାବରେ ଆସ କରିଛି । ଦେଖନ୍ତୁ କାଲି ନା ପହର ଦିନ ମୁଁ ତାଙ୍କୁ କଲ କରିଥିଲି କାଲି ଡେଟ ଅଛି ନା କଣ ବୋଲି ପଚାରିବା ପାଇଁ ତ ସେ ମତେ କହିଥିଲେ ହଁ କାଲି ଡେଟ ଅଛି ଆପଣ କାଲି ଆସ 10 ଟା 11 ଟା ଭିତରେ ଆପଣ ଆସ ବୋଲି ସେ ମତେ କହିଲେ ।

ତ ଆପଣ ମାନେ ମଧ୍ୟ ଦେଖିଥିବେ । ମୁଁ ସେଠି ଧାରଣ ସ୍ଥଳି ରେ ବସୁଛି ତ ମୁଁ ସେଠି ଫାଇଲ ନେଇକି ବସୁନି । ତ ଯେହେତୁ ଗୋଟିଏ ଆଲୋଚନା ହେଉଥିଲା ସେ 19 ତାରିଖରେ ଆସିବେ ବୋଲି । ହେଲେ କିଛି ନୋଟିସ ମତେ ଆଜି ପର୍ଯ୍ୟନ୍ତ ମିଳି ନଥିଲା ତ ସେ ତାହା ଭାବିକି ମୁଁ ଆସିଥିଲି । ଭାବିଲି ଆଜି ହେବ ବୋଧେ କାରଣ ମୁଁ ସେଠି 72 ଦିନ ହେଲାଣି ବସିଛି । ଖରା ବର୍ଷା ସବୁ ସହିକି ମୁଁ ସେଠି ବସିଛି । ମୁଁ ବି ମୋର ଛୋଟ ଛୁଆକୁ ଏକା ଛାଡ଼ି ଦେଇ ଆସି ଧାରଣା ରେ ବସିଛି ।

dipika 1

ମତେ ବି ଯେହେତୁ ଏତେ ଦିନ ହେଲାଣି ସେଥିପାଇଁ ବହୁତ ବିରକ୍ତ ଲାଗିଲାଣି । ଆଉ ମୋର ଶାଶୁ ଶସୁର ଯେବେ ଆସିଲେ ସେମାନେ ମଧ୍ୟ ମତେ ହାରାସ କରିଲେ ସେଇଥି ପାଇଁ ମୋର ମେଣ୍ଟାଲ ପରିସ୍ଥିତି ଭଲ ନଥିଲା ଆଉ ଆଜି ବୋଧେ କିଛି ହେବ ବୋଲି ମୁଁ ଆସିଥିଲି ଏବଂ । ନୋଟିସ ବି ଆସି ନଥିଲା ଆଉ ସେଥିପାଇଁ ମୁଁ ଜାଣି ପାରୁ ନଥିଲି କି କେବେ କଣ ହେବ ଆଉ ସେହିଦିନ ଯେବେ ମତେ ଫାଇଲ ଦେଲେ ସେଦିନ ମତେ ସେମାନେ କହିବା ଦରକାର ଥିଲା ।

ଆଜ୍ଞା ମୋତେ ଏଠି ରହିବାକୁ ପଡ଼ିବ ମୁଁ ପର୍ମିସନ ଆଣିକି ଆସିଛି କି ମୁଁ ଆଜି ଭୁବନେଶ୍ୱର ଯାଉଛି ମହିଳା କମିଶନର ଙ୍କ ପାଖକୁ ଆଉ ମୋର ଏହିପରି କାମ ଅଛି ବୋଲି। ତେବେ ମୁଁ କାମ ସାରିକି ଆସିବି। ଆଉ ସେ କାଲି ନିଶ୍ଚିତ ଆସିବେ ବୋଲି ମୁଁ ଭାବୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ