କାଲି ଦିନେଶ ସହ ଦେଖା ହେବ,ଆଉ ଏକାଠି Rahiki ଦୁଇଜଣ କରିବେ ବଡ ସମାଧାନ,ନହେଲେ ଆଉ କେବେ ହେଲେ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦୀପିକା ଙ୍କ ଅନୁସାରେ ଦେଖନ୍ତୁ ଯେମିତି କି ମ୍ୟାଡାମ ଆସିକି କହିଲେ କି ଏସ ପି ଙ୍କୁ ନୋଟିସ କରାଯାଇଛି ଆଉ ସେ କାଲି ଆସିବେ ବୋଲି ମୁଁ ନିଶ୍ଚିନ୍ତ ଭାବରେ ଆସ କରିଛି । ଦେଖନ୍ତୁ କାଲି ନା ପହର ଦିନ ମୁଁ ତାଙ୍କୁ କଲ କରିଥିଲି କାଲି ଡେଟ ଅଛି ନା କଣ ବୋଲି ପଚାରିବା ପାଇଁ ତ ସେ ମତେ କହିଥିଲେ ହଁ କାଲି ଡେଟ ଅଛି ଆପଣ କାଲି ଆସ 10 ଟା 11 ଟା ଭିତରେ ଆପଣ ଆସ ବୋଲି ସେ ମତେ କହିଲେ ।

ତ ଆପଣ ମାନେ ମଧ୍ୟ ଦେଖିଥିବେ । ମୁଁ ସେଠି ଧାରଣ ସ୍ଥଳି ରେ ବସୁଛି ତ ମୁଁ ସେଠି ଫାଇଲ ନେଇକି ବସୁନି । ତ ଯେହେତୁ ଗୋଟିଏ ଆଲୋଚନା ହେଉଥିଲା ସେ 19 ତାରିଖରେ ଆସିବେ ବୋଲି । ହେଲେ କିଛି ନୋଟିସ ମତେ ଆଜି ପର୍ଯ୍ୟନ୍ତ ମିଳି ନଥିଲା ତ ସେ ତାହା ଭାବିକି ମୁଁ ଆସିଥିଲି । ଭାବିଲି ଆଜି ହେବ ବୋଧେ କାରଣ ମୁଁ ସେଠି 72 ଦିନ ହେଲାଣି ବସିଛି । ଖରା ବର୍ଷା ସବୁ ସହିକି ମୁଁ ସେଠି ବସିଛି । ମୁଁ ବି ମୋର ଛୋଟ ଛୁଆକୁ ଏକା ଛାଡ଼ି ଦେଇ ଆସି ଧାରଣା ରେ ବସିଛି ।

dipika 1

ମତେ ବି ଯେହେତୁ ଏତେ ଦିନ ହେଲାଣି ସେଥିପାଇଁ ବହୁତ ବିରକ୍ତ ଲାଗିଲାଣି । ଆଉ ମୋର ଶାଶୁ ଶସୁର ଯେବେ ଆସିଲେ ସେମାନେ ମଧ୍ୟ ମତେ ହାରାସ କରିଲେ ସେଇଥି ପାଇଁ ମୋର ମେଣ୍ଟାଲ ପରିସ୍ଥିତି ଭଲ ନଥିଲା ଆଉ ଆଜି ବୋଧେ କିଛି ହେବ ବୋଲି ମୁଁ ଆସିଥିଲି ଏବଂ । ନୋଟିସ ବି ଆସି ନଥିଲା ଆଉ ସେଥିପାଇଁ ମୁଁ ଜାଣି ପାରୁ ନଥିଲି କି କେବେ କଣ ହେବ ଆଉ ସେହିଦିନ ଯେବେ ମତେ ଫାଇଲ ଦେଲେ ସେଦିନ ମତେ ସେମାନେ କହିବା ଦରକାର ଥିଲା ।

ଆଜ୍ଞା ମୋତେ ଏଠି ରହିବାକୁ ପଡ଼ିବ ମୁଁ ପର୍ମିସନ ଆଣିକି ଆସିଛି କି ମୁଁ ଆଜି ଭୁବନେଶ୍ୱର ଯାଉଛି ମହିଳା କମିଶନର ଙ୍କ ପାଖକୁ ଆଉ ମୋର ଏହିପରି କାମ ଅଛି ବୋଲି। ତେବେ ମୁଁ କାମ ସାରିକି ଆସିବି। ଆଉ ସେ କାଲି ନିଶ୍ଚିତ ଆସିବେ ବୋଲି ମୁଁ ଭାବୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *