ଅନୁଭବ ଓ ରାଣୀ ପଣ୍ଡାଙ୍କର ହେବକି ବାହାଘର – ଦେଖନ୍ତୁ କଣ କହିଲେ ଅନୁଭବଙ୍କ

Rani Panda

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳୁ ଅନୁଭବ ମହାନ୍ତି ଯେଉଁ ଭଳି ଭାବେ କହିଛନ୍ତି ଯେ ସେ ଯେଉଁ ଘରର ବୋହୁ ହୋଇକି ଯିବେ ନିଶ୍ଚିତ ଭାବେ ଗୋଟେ ଭଲ ବୋହୁ ହୋଇଯିବେ । ଆଉ ଜଣେ ଭଲ ସ୍ତ୍ରୀ ହୋଇ ପାରିବେ । ତେବେ ଏଠାରେ ଆମେ ଯଦି ଦେଖିବା ଅଲଗା ମହିଳା ମାନଙ୍କ ଠୁ ରାନୀପଣ୍ଡା ବହୁତ ବେଟର । ଆଉ ଯଦି ଅନୁଭବ ଭାଇ ଙ୍କ ସୋପର୍ଟ ରେ ଯଦି ରାନୀପଣ୍ଡା ରହିବେ ତେବେ ନିଶ୍ଚିତ ଭାବେ ରାନୀପଣ୍ଡା ଙ୍କୁ ଯେତିକି ଲୋକ ମାନେ ଭୟ କରୁଛନ୍ତି ଏମିତି ଏବେ ଅନୁଭବ ଭାଇ ଙ୍କୁ ବି ଲୋକ ମାନେ ସେମିତି ଭୟ କରିବେ ।

ଆଉ ତାଙ୍କ ସାମ୍ନାରେ ମୁହଁରେ ବାଡ ବତା ନଥିବା ଜଣେ ହାର୍ଡ ଲେଡି ଥିବେ । ତେବେ ଏହି କିଛି ଦିନରେ ଯେମିତି ଭାବେ ତାଙ୍କର ସବୁ ଭିଡ଼ିଓ ଭାଇରଲ ହେଉଛି ଆଉ ସେ ଯେମିତି ଭାବେ କହୁଛନ୍ତି ଆମକୁ ଲାଗୁଛି ଯେ ସେ ଭାଇଙ୍କୁ ବହୁତ ଭଲ ପାଇବା ଦେବେ । ବାହା ହେବେ କି ନାହିଁ ଆଉ ତାଙ୍କର ଭଲ ପାଇବାକୁ ସେ ଗଣମାଧ୍ୟମ ସାମ୍ନାରେ ରିପ୍ରେଜେଣ୍ଟ କରୁଛନ୍ତି । ଆଉ ସେ ବି ଚାହୁଁଛନ୍ତି ବୋଧେ ଭାଇ ନାଗ ଫାସରୁ ମୁକୁଳେଇ ଆସନ୍ତୁ ।

man

ତେବେ ବନ୍ଧୁଗଣ ଏମିତି କିଛି କହିଛନ୍ତି ଅନୁଭବ ଙ୍କ ଜଣେ ପ୍ରଶଂସକ ଏହା ସହିତ ଆପଣ ମାନେ ଜାଣିଥିବେ ରାଣୀପଣ୍ଡା ଜଣେ ଏହିପରି କାଳକର ଅଟନ୍ତି । ଯିଏକି ନିଜ ଅଭିନୟ ସହ ନିଜର ସମାଜ ସେବା ପାଇଁ ବହୁତ ଚର୍ଚ୍ଚିତ ଅଟନ୍ତି । ତେବେ ସୋସିଆଲ ମିଡ଼ିଆ ରେ ମଧ୍ୟ ରାନୀ ପଣ୍ଡା ବହୁତ ଆକ୍ଟିଭ ରହିଥାନ୍ତି । ଆଉ ପ୍ରାୟ ଘଟଣା ରେ ସେ ଏହିପରି ରିଏଲ ମତ ଦେଇଥାନ୍ତି । ଯାହାକି ଲୋକଙ୍କୁ ଖୁବ ପସନ୍ଦ ଆସିଥାଏ ।

ତେବେ ବର୍ତ୍ତମାନ ସେ ଅନୁଭବ ମହାନ୍ତି ଙ୍କୁ ନେଇ ଏହିପରି କିଛି କହିଛନ୍ତି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ତେବେ ରାଣୀପଣ୍ଡା ଙ୍କ ର ବର୍ତ୍ତମାନ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ସେ ଅନୁଭବ ମହାନ୍ତି । ଙ୍କ ର ପୁନର୍ବିବାହ ତଥା ବର୍ଷା ଓ ଅନୁଭବ ଙ୍କ ର ବିବାଦ କୁ ନେଇ ନିଜର ମତ ଦେଇଛନ୍ତି ।

ତେବେ ସେ ପ୍ରଥମେ ଏହା କହିଛନ୍ତି କି ଅନୁଭବ ମହାନ୍ତି ଟା ହ୍ୟାଣ୍ଡସମ ଟୋକା ଟା ସେ ଯଦି ରାଜି ହେବ । ମୁଁ ବାହା ହେବା କୁ ସଂଗେ ସଂଗେ ରେଡି ଅଛି। କେତେ ଝିଅ ତାଙ୍କ ପଛରେ ପଡିଛନ୍ତି କିଏ କଣ କଣ ସବୁ କରୁଛନ୍ତି । ଆଉ ମୋର ବି ଟିକେ ଲାଳେଇବା ଦୋଷ ଅଛି ତାଙ୍କ ପ୍ରତି। ମୁଁ ତାଙ୍କର ପ୍ରତିଦିନ ଜୀବନ ସହ ଅପଡେଟ ରହୁଛି । ଏବେ କହିଲେ ଏବେ ବାହା ହୋଇଯିବି ବୋଲି କହିଛନ୍ତି । ଜାହା ଏବେ ଚର୍ଚ୍ଚାର ବିଷୟ ପାଲଟିଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *