ଅନୁଭବ ଓ ରାଣୀ ପଣ୍ଡାଙ୍କର ହେବକି ବାହାଘର – ଦେଖନ୍ତୁ କଣ କହିଲେ ଅନୁଭବଙ୍କ

Rani Panda

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳୁ ଅନୁଭବ ମହାନ୍ତି ଯେଉଁ ଭଳି ଭାବେ କହିଛନ୍ତି ଯେ ସେ ଯେଉଁ ଘରର ବୋହୁ ହୋଇକି ଯିବେ ନିଶ୍ଚିତ ଭାବେ ଗୋଟେ ଭଲ ବୋହୁ ହୋଇଯିବେ । ଆଉ ଜଣେ ଭଲ ସ୍ତ୍ରୀ ହୋଇ ପାରିବେ । ତେବେ ଏଠାରେ ଆମେ ଯଦି ଦେଖିବା ଅଲଗା ମହିଳା ମାନଙ୍କ ଠୁ ରାନୀପଣ୍ଡା ବହୁତ ବେଟର । ଆଉ ଯଦି ଅନୁଭବ ଭାଇ ଙ୍କ ସୋପର୍ଟ ରେ ଯଦି ରାନୀପଣ୍ଡା ରହିବେ ତେବେ ନିଶ୍ଚିତ ଭାବେ ରାନୀପଣ୍ଡା ଙ୍କୁ ଯେତିକି ଲୋକ ମାନେ ଭୟ କରୁଛନ୍ତି ଏମିତି ଏବେ ଅନୁଭବ ଭାଇ ଙ୍କୁ ବି ଲୋକ ମାନେ ସେମିତି ଭୟ କରିବେ ।

ଆଉ ତାଙ୍କ ସାମ୍ନାରେ ମୁହଁରେ ବାଡ ବତା ନଥିବା ଜଣେ ହାର୍ଡ ଲେଡି ଥିବେ । ତେବେ ଏହି କିଛି ଦିନରେ ଯେମିତି ଭାବେ ତାଙ୍କର ସବୁ ଭିଡ଼ିଓ ଭାଇରଲ ହେଉଛି ଆଉ ସେ ଯେମିତି ଭାବେ କହୁଛନ୍ତି ଆମକୁ ଲାଗୁଛି ଯେ ସେ ଭାଇଙ୍କୁ ବହୁତ ଭଲ ପାଇବା ଦେବେ । ବାହା ହେବେ କି ନାହିଁ ଆଉ ତାଙ୍କର ଭଲ ପାଇବାକୁ ସେ ଗଣମାଧ୍ୟମ ସାମ୍ନାରେ ରିପ୍ରେଜେଣ୍ଟ କରୁଛନ୍ତି । ଆଉ ସେ ବି ଚାହୁଁଛନ୍ତି ବୋଧେ ଭାଇ ନାଗ ଫାସରୁ ମୁକୁଳେଇ ଆସନ୍ତୁ ।

man

ତେବେ ବନ୍ଧୁଗଣ ଏମିତି କିଛି କହିଛନ୍ତି ଅନୁଭବ ଙ୍କ ଜଣେ ପ୍ରଶଂସକ ଏହା ସହିତ ଆପଣ ମାନେ ଜାଣିଥିବେ ରାଣୀପଣ୍ଡା ଜଣେ ଏହିପରି କାଳକର ଅଟନ୍ତି । ଯିଏକି ନିଜ ଅଭିନୟ ସହ ନିଜର ସମାଜ ସେବା ପାଇଁ ବହୁତ ଚର୍ଚ୍ଚିତ ଅଟନ୍ତି । ତେବେ ସୋସିଆଲ ମିଡ଼ିଆ ରେ ମଧ୍ୟ ରାନୀ ପଣ୍ଡା ବହୁତ ଆକ୍ଟିଭ ରହିଥାନ୍ତି । ଆଉ ପ୍ରାୟ ଘଟଣା ରେ ସେ ଏହିପରି ରିଏଲ ମତ ଦେଇଥାନ୍ତି । ଯାହାକି ଲୋକଙ୍କୁ ଖୁବ ପସନ୍ଦ ଆସିଥାଏ ।

ତେବେ ବର୍ତ୍ତମାନ ସେ ଅନୁଭବ ମହାନ୍ତି ଙ୍କୁ ନେଇ ଏହିପରି କିଛି କହିଛନ୍ତି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ତେବେ ରାଣୀପଣ୍ଡା ଙ୍କ ର ବର୍ତ୍ତମାନ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ସେ ଅନୁଭବ ମହାନ୍ତି । ଙ୍କ ର ପୁନର୍ବିବାହ ତଥା ବର୍ଷା ଓ ଅନୁଭବ ଙ୍କ ର ବିବାଦ କୁ ନେଇ ନିଜର ମତ ଦେଇଛନ୍ତି ।

ତେବେ ସେ ପ୍ରଥମେ ଏହା କହିଛନ୍ତି କି ଅନୁଭବ ମହାନ୍ତି ଟା ହ୍ୟାଣ୍ଡସମ ଟୋକା ଟା ସେ ଯଦି ରାଜି ହେବ । ମୁଁ ବାହା ହେବା କୁ ସଂଗେ ସଂଗେ ରେଡି ଅଛି। କେତେ ଝିଅ ତାଙ୍କ ପଛରେ ପଡିଛନ୍ତି କିଏ କଣ କଣ ସବୁ କରୁଛନ୍ତି । ଆଉ ମୋର ବି ଟିକେ ଲାଳେଇବା ଦୋଷ ଅଛି ତାଙ୍କ ପ୍ରତି। ମୁଁ ତାଙ୍କର ପ୍ରତିଦିନ ଜୀବନ ସହ ଅପଡେଟ ରହୁଛି । ଏବେ କହିଲେ ଏବେ ବାହା ହୋଇଯିବି ବୋଲି କହିଛନ୍ତି । ଜାହା ଏବେ ଚର୍ଚ୍ଚାର ବିଷୟ ପାଲଟିଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ