ବିଜୟ ମାଲ୍ୟା ,ନୀରବ ମୋଦୀଙ୍କ ଭଳି ଦେଶଛାଡି ପଳେଇବେ କି ଅଦାନୀ ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଭାରତ ଛାଡୀ ପଳେଇଯିବେ କି ଗୈତ୍ତମ ଆଦାନୀ , ବିଜୟ ମାଲିଆ ଏବଂ ନିରବ ମୋଦି ଙ୍କ ପରି ବିଦେଶ ରେ ଲୁଚିଯିବେ କି । ସୁଝି ପାରିବେନି କି ଲକ୍ଷ ଲକ୍ଷ କୋଟି ଟଙ୍କାର ଲୋନ । ଆମେରିକା ରିସର୍ଚ୍ଚ ସେଣ୍ଟର ହିଡେନ ବର୍ଗ ର ରିପୋର୍ଟ ଅନୁସାରେ ଏବେ ଗୈତ୍ତମ ଆଦାନୀ ଙ୍କ ମାନ୍ଦା ବସ୍ତା ଚାଲି ଆସିଛି । କୋଣ୍ଟ୍ରାକ୍ଟ ପରେ କୋଣ୍ଟ୍ରାକ୍ଟ କେନସଲ ହେଉଛି । ଏବଂ ନିବେଶକ ମାନେ ସେମାନଙ୍କ ଟଙ୍କା ଆଦାନୀ ସମୁହ ରୁ ଫେରେଇ ନେଉଛନ୍ତି । ଜାହା ପାଇଁ ଏବେ ଆଦାନୀ ଙ୍କ ଋଣ ର ଭାର ବଢିବାରେ ଲାଗିଛି ।

ବ୍ୟାଙ୍କ ରୁ ଆଣିଥିବା କୋଟି କୋଟି ଟଙ୍କା କେମିତି ସୁଝିବ ସେହି ଚିନ୍ତାରେ ଏବେ ରହିଛନ୍ତି ଗୈତ୍ତମ ଆଦାନୀ । ହିଡେନ ବର୍ଗ ର ରିପୋର୍ଟ ରେ ସବୁ ବଡ ରକମ ର ଋଣ ନେଇ ପ୍ରଶ୍ନ ହୋଇଛି । ଏହାରି ମଧ୍ୟରେ ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ୍ କହିଛି ଯେ ଆଦାନୀ ସମୁହ ର କମ୍ପାନୀ ଗୁଡିକୁ ପ୍ରାୟ 21 ହଜାର କୋଟି ଟଙ୍କାର ଋଣ ଦେଇଛି । କେବଳ ଏହି ଗୋଟେ ବ୍ୟାଙ୍କ୍ ନୁହେଁ ପଞାବ ନେସନାଲ ବ୍ୟାଙ୍କ୍ । ମଧ୍ୟ ଆଦାନୀ ସମୁହ କୁ 7 ହଜାର କୋଟି ଟଙ୍କାର ଋଣ ଦେଇଛି । ଯେଉଁଥିରେ 2000 କୋଟି କେବଳ ଏୟାର ପୋର୍ଟ ସମନ୍ଧିୟ ବ୍ୟବସାୟ ପାଇଁ ଅଟେ ।

Adani

ସେହି ପରି ଜାମ୍ମୁ କାଶ୍ମିର ବ୍ୟାଙ୍କ୍ ବି ଆଦାନୀ ଙ୍କୁ ଦେଇଛି 4 ହଜାର କୋଟି ଟଙ୍କାର ଋଣ । ଯଦି ଦେଖିବା ଏହା ପୂର୍ବରୁ ବିଜୟ ମାଲିଆ ହୁଅନ୍ତୁ କିମ୍ବା ନିରବ ମୋଦି ହୁଅନ୍ତୁ । ଏମାନେ ବ୍ୟାଙ୍କ୍ ରୁ ଉଠି ଥିବା ଋଣ ସୁଝି ନପାରି ଦେଶ ଛାଡି ବିଦେଶ କୁ ପଳେଇ ଥିଲେ । ଆଉ ଆଦାନୀ ସମୁହ ତ ଏମାନଙ୍କ ଠାରୁ ଅଧିକ ଋଣ ରେ ବୁଡି ରହିଛି । ଯେଉଁଥି ପାଇଁ ଆଦାନୀ ବି ଦେଶ ଛାଡି ପଳେଇବେ ବୋଲି ଚର୍ଚ୍ଚା ଜୋର ଧରିଲାନି ।

ସେପଟେ ରିଜର୍ଭ ବ୍ୟାଙ୍କ୍ ବି ସବୁ ବ୍ୟାଙ୍କ୍ ମାନଙ୍କୁ ଏକ ଚିଠା ମାଗିଛି । ଯେଉଁ ଥିରେ କେଉଁ ବ୍ୟାଙ୍କ୍ କେତେ ଋଣ ଦେଇଛି ଏବଂ ଋଣ ବଦଳ ରେ କଣ କଣ ସବୁ ବନ୍ଧକ ରଖାଜାଇଛି । ସବୁ ଡା଼ଟା ମାଗିଛି ରିଜର୍ଭ ବ୍ୟାଙ୍କ୍ । ଗ୍ଲୋବାଲ ବ୍ରକୋନି ସଂସ୍ଥା ଅନୁସାରେ ଆଦାନୀ ଗୃପ ର ମୋଟ ଋଣ 2 ଲକ୍ଷ କୋଟି ଟଙ୍କା ରହିଛି । ଗତ ଦୁଇ ବର୍ଷ ମଧ୍ୟରେ ଆଦାନୀ ଗୃପ ର ଋଣ ମଧ୍ୟରେ ଦୁଇ ଗୁଣିତ ହୋଇଛି ।

ମୋଟ ଋଣ ଗୁଡିକ ରେ ଭାରତୀୟ ବ୍ୟାଙ୍କ୍ ଗୁଡିକର ଅଂଶ 40 ପ୍ରତିଶତ ରୁ କମ୍ ଅର୍ଥାତ 80 ହଜାର କୋଟି ରୁ କମ୍ ଅଟେ । ଏହିଥିରେ ଘୋରଇ ବ୍ୟାଙ୍କ୍ ରୁ ନିଆ ଜାଇଥିବା ଋଣ ର ହାର 10 ପ୍ରତିଶତ ରୁ କମ୍ ଅଟେ । ଆମେରିକା ର ହିଡେନ ବର୍ଗ ର ରିପୋର୍ଟ ପ୍ରକାଶ ପାଇବା ପରେ ଏବେ ଚିନ୍ତାରେ ଆଦାନୀ ଗୃପ୍ । ତେବେ ଦେଖିବାକୁ ବାକି ରହିଲା ଭାରତ ଛାଡୀ ଯାଉଛନ୍ତି ନାଁ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ