ଦୀର୍ଘ ବୈବାହିକ ଜୀବନରେ କାହିଁକି କମିଯାଏ ରୋ-ମାନ୍ସ ?

married life

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟ ରେ ଲୋକ ମାନେ ଅଧିକାଶଂ ସମୟ ଫୋନରେ ବ୍ୟସ୍ତ ରହୁଛନ୍ତି ଏବଂ ଜାହା ସେମାନଙ୍କ ସେ-କ୍ସୁ-ଆଲ ରିଲେସନ ସିପ୍ ଉପରେ ବହୁତ ଆଫେକ୍ଟ ପାକାଉଛି । ତେବେ କଣ ଏହି ପରି ମାନଶୀକତା ଏବଂ ଏହା ଏହି ପରି ସେ-କ୍ସୁ-ଆଲ ଲାଇଫ କୁ ଡିଷ୍ଟବ୍ କରିବା କଣ ଠିକ୍ ଅଟେ ।

ତେବେ ଏମିତି ରେ ଦେଖିବା ପାଇଁ ଏହି ପରି କେସ ଗୁଡିକ ଯେତେ ବେଳେ ଆମ ପାଖକୁ ଆସିଥାଏ । ତେବେ ମୁଁ ବୋଧେ କାଉନସିଲ ରେ ସେମାନଙ୍କ ଉପରେ ବିଶେଷ କରି ଗୋଟିଏ ଜିନିଷ କୁ ନେଇ ଧ୍ୟାନ ଦିଏ କି ସେମାନଙ୍କର କେମିତି ହେଲ୍ଦି ଲଭ ମେକିଂ କେମିତି ହୋଇପାରିବ ।

ତେବେ ସେମାନଙ୍କୁ ଆମେ କହୁ କି ତୁମେ ମାନେ ଯେମିତି କି ଏବେ ନୂଆ ନୂଆ ମେରେଜ କରିଛ । ବାହାର କୁ ଯାଅ , ବୁଲି ଯାଅ ନୂଆ ନୂଆ ଜାଗା ଦେଖ ନିଜ ନିଜ ମଧ୍ୟରେ ଲଭ ବୋଣ୍ଡିଂ କ୍ରିୟେଟ କର । ଭୁଲିଯାଅ ଯେ ତୁମେ ମାନେ 15 ବର୍ଷ ହେଲା ମ୍ୟାରେଜ୍ କରିଛ ବୋଲି । କାରଣ ଏହା ସେମାନଙ୍କ ବର୍ଡି ସିଷ୍ଟମ କୁ ବହୁତ ଇମ୍ପୃଭ କରେ ।

love

କାରଣ ଏହା ହେଲା ବହୁତ ସୁକ୍ଷ୍ମ ଜିନିଷ ଅଟେ । ଏହା ବହୁତ ସମୟ ରେ ଆମ ମାନଙ୍କ ଥଟ୍ସ ବା ଏମାଜିନେସନ ଦ୍ୱାରା ବହୁତ ପରିବର୍ତନ ହୋଇଥାଏ । ଏବଂ ପରେ ବହୁତ ଭଲ ହୋରମନ ଡେଭଲ୍ପ କରିଥାଏ ଏବଂ ଶେଷରେ ବହୁତ ଲୋକ ମାନଙ୍କର ପ୍ରେଗ୍ନେସି ହୋଇଯାଏ ଏହି ସବୁ ଜିନିଷ କୁ ବହୁତ ଇମ୍ପଟାନ୍ସ ଦିଆଯାଏ ।

ଯେମିତି କି ବର୍ତମାନ ସମୟ ରେ ଫୋନ ହେଲା , ମୋବାଇଲ ହେଲା ଡେଉିନେଟଲି ଏହା ପର୍ସିନାଲ ଲାଇଫ ମଧ୍ୟରେ ଯାଉଛି ତେଣୁ କରି ଏହି ସବୁଠୁ ଟିକିଏ ଦୂରେଇ ରହିବା ଭଲ ହେବ ।

ସେହି ପରି ଯେମିତି ପୁରୁଷ ଲୋକ ମାନେ ନିଜର ତଳ ପ୍ୟାକେଟ ରେ ମୋବାଇଲ ରଖନ୍ତି ତାହା ସେମାନଙ୍କ ସ୍ଫର୍ମ କାଉଣ୍ଟ ଉପରେ ପ୍ରଭାବ ପକେଇଥାଏ । ଯେଉଁଥି ପାଇଁ ଆମେ ମାନେ ସେମାନଙ୍କୁ ସାବଧାନ କରିବା ସହିତ ଏହି ବିଷୟ ରେ ସେମାନଙ୍କୁ ଅଧିକ ଅଧିକ ସମୟ ଦୂରେଇ ରହିବା ପାଇଁ ପ୍ରେରିତ କରନ୍ତି । ତେବେ ଜାଇ ସେମାନଙ୍କୁ ସଂ-ମ୍ପର୍କ କୁ ମଜବୁତ କରିବାରେ ସହାୟକ ମିଳିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *