ପୁରୁଷ ମାନେ କଣ ପାଇଁ ବିବାହିତ ନାରୀଙ୍କ ପ୍ରତି ଆ-କ-ର୍ଷିତ ହୋଇଥାନ୍ତି l

women

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜଣେ ବିବାହିତ ନାରୀ ପ୍ରତି ଜଣେ ପୁରୁଷ ଆକର୍ଷିତ ହେବା ଆଜିର ଦିନରେ କିଛି ନୂଆ କଥା ନୁହେଁ । ବିବାହ ଉପରେ କିଛି ମହିଳା ନିଜ ସ୍ୱାମୀଙ୍କ ବ୍ୟତିତ ଅନ୍ୟ ପୁରୁଷଙ୍କ ସହିତ ସଂ-ମ୍ପ-ର୍କ ରଖିଥାନ୍ତି । ନାରୀ ବିବାହିତା ଜାଣିବା ପରେ ବି କିପରି ସେମାନଙ୍କ ସହିତ ସଂ-ମ୍ପ-ର୍କ ରଖେ । ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ପୁରୁଷମାନେ ସବୁ ଜାଣି ମଧ୍ୟ କଣ ପାଇଁ ବାଧ୍ୟ ହୋଇଯାନ୍ତି ।

ତେବେ ଆସନ୍ତୁ ଜାଣିନେବା

ପ୍ରଥମେ ଜାଣିବା ଅବିବାହିତ ନାରୀ ମାନଙ୍କୁ ଠାରୁ ବିବାହିତ ନାରୀମାନେ ଅଧିକ ଆତ୍ମ ନିର୍ଭରଶୀଳ ହୋଇଥାନ୍ତି । ସେହିଥି ପାଇଁ ପୁରୁଷ ମାନଙ୍କୁ ଅଧିକ ଦାୟୁତ୍ୱ ନେବାକୁ ପଡିଥାଏ । ସେଥିପାଇଁ ବିବାହିତ ନାରୀମାନେ ପୁରୁଷ ମାନଙ୍କୁ ଅଧିକ ପସନ୍ଦ ଆସିଥାନ୍ତି ।

women 2

ଦୁଇରେ ହେଉଛି ନିଜର ଦୃଢ ଆତ୍ମବିଶ୍ୱାସ ଯୋଗୁଁ ମଧ୍ୟ ବିବାହିତ ନାରୀମାନେ ପୁରୁଷ ମାନଙ୍କର ଠାରୁ ଜିତି ପାରିଥାନ୍ତି । ସେହି ପରି ତିନି ରେ ହେଉଛି ଯେଉଁମାନେ ଅଧିକ କ୍ୟାରିଂ ହୋଇଥାନ୍ତି । ସେହି ପୁରୁଷମାନେ ସବୁବେଳେ କ୍ୟାରିଂ ପାର୍ଟନର ଚାହୁଁଥିବାରୁ ସେମାନେ ବିବାହିତ ନାରୀମାନଙ୍କୁ ପସନ୍ଦ କରନ୍ତି ।

ଚାରିରେ ହେଉଛି ନିଜ ଚେହେରାର ଉର୍ଜ୍ଵଳ ପାଇଁ ମଧ୍ୟ ଏହା ହୋଇଥାଏ ଯେ ବିବାହାପରେ ନାରୀ ମାନଙ୍କ ଚେହେରା ଆଗ ଅପେକ୍ଷା ଅଧିକ ଗ୍ଲୋ କରେ । ଏହା ଏକ ପୁରୁଷକୁ ଆକର୍ଷିତ ମଧ୍ୟ କରେ । ବିବାହିତ ନାରୀମାନେ ସାଧାରଣତଃ ମିଠା କଥା କୁହନ୍ତି ଏହି ମିଠା କଥା ପୁରୁଷ ମାନେ ବିବାହିତ ନାରୀ ମାନଙ୍କ ପ୍ରତି ବହୁତ ଆକୃଷ୍ଟ ହୋଇଥାନ୍ତି । ଏହି ସବୁ କାରଣ ଯୋଗୁଁ ପୁରୁଷ ମାନେ ବିବାହିତା ନାରୀ ମାନଙ୍କୁ ମଧ୍ୟ ପସନ୍ଦ କରିଥାନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

odisha band
Editorial

କାଲି ଓଡିଶା ବନ୍ଦ ଡାକରା – ଘରୁ ବାହାରିବା ଆଗରୁ ଜାଣି ନିଅନ୍ତୁ ଏହି ଖବର ।

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା କାଲି ଧର୍ମ ଘଟ ରେ ସାମିଲ ହେବନି ଘୋରଇ ବସ୍ ରାଜ୍ୟର ସମସ୍ତ ରୁଟ୍ ରେ ଘୋରଇ ବସ୍ ଗଡିବା ନେଇ ଆଭିମୂଖ୍ୟ ସ୍ପଷ୍ଟ କରିଛି ଘୋରଇ ବସ୍ ମାଲିକ ସଙ୍ଘ ଧର୍ମଘଟ ସମୟ ରେ ଘୋରଇ ବସ୍ ମାଲିକ ସଙ୍ଘ ଗୋଣ୍ଡଗୋଳ ଆଶଂକା କରିଛି ସୁରକ୍ଷା ପ୍ରଦାନ ପାଇଁ ପୋଲିସ ଡିଜି ଙ୍କୁ ଭେଟି ନିବେଦନ କରିଛି ସଂଘ । […]

ଅଧିକ ପଢ
Riya 1
Editorial

ସୁଟିଂ ସେଟରେ ସବୁ ଖୋଲି ଦେଲେ ରିୟା – ସ୍ୱାମୀଙ୍କୁ ଦେଖି ଆଉ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁଟିଂ ସେଟ୍ ରେ ସ୍ୱାମୀ ଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ଓଡିଆ ଅଭିନେତ୍ରୀ ରିୟା ଦେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ମାସରେ ସୁନିଲ ଏବଂ ରିୟା ଙ୍କର ବିବାହ ହୋଇଥିଲା । ଆଉ ବାହାଘର ଟି ବହୁତ ଧୁମଧାମ୍ ରେ ହୋଇଥିଲା ଯେଉଁଥିରେ ଓଲିଉଡ ର ସମସ୍ତ ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । ଆଉ […]

ଅଧିକ ପଢ
aret
Editorial

ବାପା ସହିତ ୫ ଟା ମୋବାଇଲ ଖୋଲିବ ଝିଅ ଅର୍ଚ୍ଚନାର କଳା ଗୁମର !

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗଙ୍କ ବାପା ଙ୍କୁ ସମନ ପରେ ଇଡି ଜେରା କରିଛି । ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ ରେ ସମନ ପରେ ତାଙ୍କୁ ହାଜର କରାଜାଇଥିବା ସୂଚନା ରହିଛି । ତେବେ ଅର୍ଚ୍ଚନା ଙ୍କ ବେନାମୀ ସଂମ୍ପତୀ ନେଇ ଇଡି ଖୋଳତାଳ କରୁଛି । ତାଙ୍କର ବାପାଙ୍କୁ ପଚରା ଉଚୁରା କରୁଛି ଏହି ସଂମ୍ପତୀ ବାବଦରେ ଅର୍ଚ୍ଚନା ଙ୍କ ସଂମ୍ପର୍କ […]

ଅଧିକ ପଢ