Kumudeni Tripathy – ଛୁଆର ରଙ୍ଗ କାହିଁକି କଳା ହୁଏ ଏବଂ ଶିଶୁର ରଙ୍ଗ ସଫା ପାଇଁ ମହିଳାଙ୍କୁ କ’ଣ କରିବାକୁ ପଡିବ ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଭାରତ ରେ ସବୁ ମହିଳା ମାନଙ୍କ ମନରେ ଏହି ଇଚ୍ଛା ରହିଥାଏ କି ସେମାନଙ୍କ ପିଲା ଗୋରା ହେଉ ବୋଲି । ତେବେ ସେ ଛୋଟା ହେଉ କିମ୍ବା କଣା କିମ୍ବା ସେ କାଲା ହେଉ ହେଲେ ପିଲା ଗୋରା ହେବା ନିହାତି ଆବଶ୍ୟକ ଅଟେ । ସେମାନଙ୍କ ପିଲା ମାନେ ସବୁ ସମୟ ରେ ସୁସ୍ଥ ହେଉ ବୋଲି ସେମାନେ ଚାହିଁଥାନ୍ତି । ତେବେ ଏଠାରେ ବନ୍ଧୁଗଣ ଆପଣ ମାନଙ୍କୁ କହିଦେବୁ କି ପିଲା ଗୋରା ହେବା , କଳା ହେବା , କିମ୍ବା ଆଖିର ରଙ୍ଗ , କେଶର ରଙ୍ଗ , ଏହି ସବୁ ନିଶ୍ଚିତ ଭାବେ ଆପଣ ମାନଙ୍କ ଜିନ୍ସ ଉପରେ ହିଁ ନିର୍ଭର କରେ ।

ତେବେ ଗୋଟେ ମାଆ ପାଇଁ ତାର ସନ୍ତାନ ନିଶ୍ଚିତ ଭାବେ ଏକ ମୂଲ୍ୟବାନ ରତ୍ନ ହୋଇଥାଏ । ନିଜର ସନ୍ତାବ ବୃଦ୍ଧି ଏବଂ ଲାଳନ ପାଳନ ପାଇଁ ସେ ଦୁନିଆଁ ର ସମସ୍ତ କଷ୍ଟକୁ ସହି ଜାଇ ଥାଏ । ତା ଆଗରେ କୈଣସି ବି ପିଲା ସୁନ୍ଦର ଅସୁନ୍ଦର ନଥାଏ । ହେଲେ ଆପଣ ମାନେ ଆଜିର ସମୟ ରେ ନିଶ୍ଚିତ ଭାବେ ଦେଖିବା ପାଇଁ ପାଉଥିବେ । କି ଆମ ସମାଜ ରେ ଗୋରା ପିଲାକୁ ଯେତିକି ପରିମାଣ ରେ ପସନ୍ଦ କରାଯାଏ । ସେହି ପରି କଳାରଙ୍ଗର ଲୋକ ମାନଙ୍କୁ ସେହି ପରି ପସନ୍ଦ କରନ୍ତି ନାହିଁ । ତେବେ ଆମେ ଆଜି ଆପଣ ମାନଙ୍କୁ ଜଣେଇବୁ କି ମାଆ ମାନେ ପିଲା ମାନଙ୍କୁ କେମିତି ଗୋରା କରି ଜନ୍ମ ଦେବେ ସେହିବିଷୟ ରେ ସୂଚନା ଦେବୁ । ତେବେ ଆସନ୍ତୁ ଜାଣିବା ଏହି ବିଷୟ ରେ ।
କଳାହେବାର କାରଣ ।

baby

1. ଯେବେ ଆମେ ଅଧିକ ଗୋରା ହୋଇଥାଉ ତେବେ ଆମ ଚର୍ମରେ ମେଲାଲିନ ନାମକ ଫିଗମେଣ୍ଟ ବହୁତ କମ ମାତ୍ରାରେ ମିଳିଥାଏ । ଯେତେବେଳ ଆମର ରଙ୍ଗ କଳାଥାଏ ତେବେ ଆମ ଶରୀରରେ ମେଲାଲିନ ର ମାତ୍ରା ସଠିକ ପରିମାଣରେ ଥାଏ । ତେବେ ମେଲାଲିନ ର ମାତ୍ରା ଆମ ଶରୀର କୁ ସୂର୍ଯ୍ୟ କିରଣ ରୁ ରକ୍ଷା କରେ । ସେହିଥି ପାଇଁ ଆମ ଚର୍ମ ର ରଙ୍ଗ କଳାଥାଏ । ଏମିତି ହେଲେ ଆମକୁ ଚର୍ମ କ୍ୟନସର ହେବାର ଭୟ ବହୁତ କମ୍ ରହିଥାଏ ।

2. ଜେନେଟିକ ପ୍ରଭାବ ।
ଜିନ ମାନଙ୍କ କାରଣ ରୁ ବାପା ମାଆ ଙ୍କ ସହିତ ପିଲା ମାନଙ୍କ ଉପରେ ଏହାର ପ୍ରଭାବ ପଡିଥାଏ । ଏବଂ ପିଲା ଗୋରା କିମ୍ବା କଳା ହୋଇଥାଏ ।
କିପରି ହେବ ଗୋରା ପିଲା ।

ତେବେ ଗର୍ଭବତୀ ହେବା ସହିତ ମହିଳା ମାନେ ଅଅଁଳା , କମଳା , କଦଳୀ ଆଦି ଫଳ ନିୟମିତ ସେବନ କରିବା ଦ୍ୱାରା ଗୋରା ପିଲା ଜନ୍ମ ହୋଇଥାଏ । ସେହି ପରି ହଳଦିଆ ରଙ୍ଗର ଫଳ ଏବଂ କେଶର ଯୁକ୍ତ କ୍ଷୀରର ସେବନ କରିବା ଦ୍ୱାରା ପିଲା ଗୋରା ରଙ୍ଗର ହୋଇଥାଏ । ଗର୍ଭବତୀ ହେବା ସମୟ ରେ ଭିଟାବିନ A , ଭିଟାବିନ C , E ଯୁକ୍ତ ଖାଦ୍ୟ ସେବନ କରିବା ଦ୍ୱାରା ଏହା ସହିତ ଆପଣ ମାନେ ସବୁଜ ପନିପରିବା ସେବନ କରିବା ଦ୍ୱାରା ଗୋରା ପିଲା ଜନ୍ମ ହୁଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ