କାହିଁକି ହୋଇଥାଏ ଶୀଘ୍ର ପତ୍ତନ ସମସ୍ୟା ? ଜାଣନ୍ତୁ ଏହାର କାରଣ ଓ ଚିକିତ୍ସା (Dr V. K. Mishra)

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ ବନ୍ଧୁଗଣ । ପୁରୁଷ ଓ ମହିଳାଙ୍କ ମଧ୍ୟରେ ଶା-ରୀ-ରିକ ସଂ-ମ୍ପ-ର୍କ ଗଢି ଉଠିବା ଗୋଟିଏ ସାଧାରଣ ପକ୍ରିୟା ଅଟେ । ଏପରି କରିବା ଦ୍ଵାରା ସନ୍ତାନ ପ୍ରାପ୍ତି ହେବା ସହ ଶାରୀରିକ ଓ ମାନସିକ ଶାନ୍ତି ମଧ୍ୟ ପ୍ରାପ୍ତ ହୁଏ । ବହୁତ କ୍ଷେତ୍ରରେ ପୁରୁଷ ମାନେ ଶା-ରୀ-ରିକ ସଂ-ମ୍ପ-ର୍କ ରଖିବା ସମୟରେ ତାଙ୍କର ଶୀଘ୍ର ପତନ ହୋଇଯାଏ । ଏହାକୁ ମେଡିକାଲ୍ ଭାଷାରେ ପ୍ରି ମେଚର ଇଯାକୁଲେସନ କୁହାଯାଏ ।

ଏହି ସମସ୍ୟା ବହୁତ ପୁରୁଷଙ୍କ କ୍ଷେତ୍ରରେ ଦେଖାଯାଏ । ଏହା ହେବା ଯୋଗୁଁ ସେ-କ୍ସ ଜନିତ ସମସ୍ୟା ଦମ୍ପତି ଙ୍କ ମଧ୍ୟରେ ସୃଷ୍ଟି ହୁଏ । ଯାହା ଦ୍ଵାରା ଉଭୟ ପୁରୁଷ ଏବଂ ମହିଳା ଯେଉଁଥି ପାଇଁ ଅଧିକ ଚିନ୍ତା ରେ ରହିଥାନ୍ତି । ସେ-କ୍ସ କରିବାର 1 ମିନିଟ ପୂର୍ବରୁ ଯଦି ପତନ ହୁଏ । ତେବେ ଏହାକୁ ପ୍ରିମେଚର ଇଯାକୁଲେସନ କୁହାଯାଏ । ଏହା ପୁରୁଷଙ୍କ ପାଖରେ ଅନେକ କାରଣକୁ ନେଇ ଦେଖାଯାଏ ।

man

ପ୍ରିମେଚର ଇଯାକୁଲେସନ ହେବାର ମାନସିକ ସମସ୍ୟା ମୁଖ୍ୟତଃ ଦାୟୀ ହୋଇଥାଏ । ଯେମିତି ପ୍ରଥମ ଥର ପାଇଁ ସେ-କ୍ସ କରୁଥିବା ପୁରୁଷ ମାନଙ୍କ ଠାରେ ଏହିପରି ହେବାର ସମ୍ଭାବନା ରହିଥାଏ । କାରଣ ନୂଆ ପାର୍ଟନର ଙ୍କ ସହ ପ୍ରଥମ ଥର ଥିବାରୁ ମାନସିକ ରୂପେ ସେ ଯଦି କିଛି ମାତ୍ରାରେ ବିଚଳିତ ରହିଥାନ୍ତି । ତେବେ ସେମାନଙ୍କ କ୍ଷେତ୍ରରେ ଶୀଘ୍ର ପତନ ହୋଇଯାଏ ।

ଯଦି ବହୁତ ସମୟ ଅନ୍ତରାଳ ରେ ପାର୍ଟନର ସହିତ ସେ-କ୍ସ କରନ୍ତି । ତେବେ ସେହି କ୍ଷେତ୍ରରେ ମଧ୍ୟ ଏପରି ସମସ୍ୟା ଆସିଥାଏ । ଯେଉଁ ପୁରୁଷ ମାନଙ୍କ ଠାରେ ଏହି ସମସ୍ୟା ବହୁତ ଦିନରୁ ଲାଗି ରହିଥାଏ । ତେବେ ଶୀଘ୍ର ପତନ ସମସ୍ୟାକୁ ଏକ ରୋଗ ରୂପେ ନିଆଯାଏ । ଏଥିପାଇଁ ଡାକ୍ତରଙ୍କର ପରାମର୍ଶ ନିହାତି ଆବଶ୍ୟକ ହୋଇଥାଏ । ଡାକ୍ତରଙ୍କର ମତ ଅନୁସାରେ ଏହିପରି ସମସ୍ୟାରେ ପୀଡିତ ପୁରୁଷ ମାନଙ୍କର ସମସ୍ୟାକୁ ଭଲ ଭାବରେ କାଉସିଲିଙ୍ଗ କରାଯାଇ ସମସ୍ୟାର ସମାଧାନ କରାିବା ପାଇଁ ପ୍ରୟାସ କରାଯାଏ ।

ପୁରୁଷକୁ ପ୍ରପର ଏଜୁକେସନ ଦେବା ସହିତ ସେ-କ୍ସ କରିବାର ଟାଇମ ଡୁରେସନ କୁହାଯାଏ । ମାନସିକ ସ୍ତରରେ ପୁରୁଷଙ୍କୁ ଠିକ କରିବା ପାଇଁ ଚେଷ୍ଟା କରାଯାଏ ।ଯେହେତୁ ଏହା ନର୍ଭ ରିଲେଟେଡ଼ ଅସୁବିଧା ହୋଇଥାଏ । ତେଣୁ ଏଥିପ୍ରତି ବିଶେଷ କିଛି ଟେଷ୍ଟ କରିବାର ଆବଶ୍ୟକତା ପଡିନଥାଏ । ଏହା ସହିତ ଏପରି କ୍ଷେତ୍ରରେ ପୁରୁଷକୁ ତାଙ୍କ ପାର୍ଟନର ମଧ୍ୟ ସହଯୋଗ କରିବା ଉଚିତ । ଯାହା ଦ୍ଵାରା ଶୀଘ୍ର ପତନକୁ ଠିକ କରାଯାଇ ପାରିବ ।

ଦମନ ଫିଲ୍ମ ଦେଖିବା ପାଇଁ ଏଠାରେ କ୍ଲିକ କରନ୍ତୁ

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ