କାହିଁକି ହୋଇଥାଏ ଶୀଘ୍ର ପତ୍ତନ ସମସ୍ୟା ? ଜାଣନ୍ତୁ ଏହାର କାରଣ ଓ ଚିକିତ୍ସା (Dr V. K. Mishra)

Dr V. K. Mishra

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ ବନ୍ଧୁଗଣ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଶା-ରୀ-ରିକ ସଂ-ମ୍ପ-ର୍କ ଗଢି ଉଠିବା ଗୋଟିଏ ସାଧାରଣ ପକ୍ରିୟା ଅଟେ । ଏପରି କରିବା ଦ୍ଵାରା ସନ୍ତାନ ପ୍ରାପ୍ତି ହେବା ସହ ଶାରୀରିକ ଓ ମାନସିକ ଶାନ୍ତି ମଧ୍ୟ ପ୍ରାପ୍ତ ହୁଏ । ବହୁତ କ୍ଷେତ୍ରରେ ପୁରୁଷ ମାନେ ଶା-ରୀ-ରିକ ସଂ-ମ୍ପ-ର୍କ ରଖିବା ସମୟରେ ତାଙ୍କର ଶୀଘ୍ର ପତନ ହୋଇଯାଏ । ଏହାକୁ ମେଡିକାଲ୍ ଭାଷାରେ ପ୍ରି ମେଚର ଇଯାକୁଲେସନ କୁହାଯାଏ ।

ଏହି ସମସ୍ୟାବହୁତ ପୁରୁଷଙ୍କ କ୍ଷେତ୍ରରେ ଦେଖାଯାଏ । ଏହା ହେବା ଯୋଗୁଁ ସେ-କ୍ସ ଜନିତ ସମସ୍ୟା ଦମ୍ପତି ଙ୍କ ମଧ୍ୟରେ ସୃଷ୍ଟି ହୁଏ । ଯାହା ଦ୍ଵାରା ଉଭୟ ପୁରୁଷ ଏବଂ ମହିଳା ଯେଉଁଥିପାଇଁ ଅଧିକ ଚିନ୍ତା ରେ ରହିଥାନ୍ତି । ସେ-କ୍ସ କରିବାର 1 ମିନିଟ ପୂର୍ବରୁ ଯଦି ପତନ ହୁଏ । ତେବେ ଏହାକୁ ପ୍ରିମେଚର ଇଯାକୁଲେସନ କୁହାଯାଏ । ଏହା ପୁରୁଷଙ୍କ ପାଖରେ ଅନେକ କାରଣକୁ ନେଇ ଦେଖାଯାଏ ।

love

ପ୍ରିମେଚର ଇଯାକୁଲେସନ ହେବାର ମାନସିକ ସମସ୍ୟା ମୁଖ୍ୟତଃ ଦାୟୀ ହୋଇଥାଏ । ଯେମିତି ପ୍ରଥମ ଥର ପାଇଁ ସେ-କ୍ସ କରୁଥିବା ପୁରୁଷ ମାନଙ୍କ ଠାରେ ଏହିପରି ହେବାର ସମ୍ଭାବନା ରହିଥାଏ । କାରଣ ନୂଆ ପାର୍ଟନର ଙ୍କ ସହ ପ୍ରଥମ ଥର ଥିବାରୁ ମାନସିକ ରୂପେ ସେ ଯଦି କିଛି ମାତ୍ରାରେ ବିଚଳିତ ରହିଥାନ୍ତି । ତେବେ ସେମାନଙ୍କ କ୍ଷେତ୍ରରେ ଶୀଘ୍ର ପତନ ହୋଇଯାଏ । ଯଦି ବହୁତ ସମୟ ଅନ୍ତରାଳ ରେ ପାର୍ଟନର ସହିତ ସେ-କ୍ସ କରନ୍ତି । ତେବେ ସେହି କ୍ଷେତ୍ରରେ ମଧ୍ୟ ଏପରି ସମସ୍ୟା ଆସିଥାଏ ।

ଯେଉଁ ପୁରୁଷ ମାନଙ୍କ ଠାରେ ଏହି ସମସ୍ୟା ବହୁତ ଦିନରୁ ଲାଗି ରହିଥାଏ । ତେବେ ଶୀଘ୍ର ପତନ ସମସ୍ୟାକୁ ଏକ ରୋଗ ରୂପେ ନିଆଯାଏ । ଏଥିପାଇଁ ଡାକ୍ତରଙ୍କର ପରାମର୍ଶ ନିହାତି ଆବଶ୍ୟକ ହୋଇଥାଏ । ଡାକ୍ତରଙ୍କର ମତ ଅନୁସାରେ ଏହିପରି ସମସ୍ୟାରେ ପୀଡିତ ପୁରୁଷ ମାନଙ୍କର ସମସ୍ୟାକୁ ଭଲ ଭାବରେ କାଉସିଲିଙ୍ଗ କରାଯାଇ ସମସ୍ୟାର ସମାଧାନ କରିବା ପାଇଁ ପ୍ରୟାସ କରାଯାଏ ।

ପୁରୁଷକୁ ପ୍ରପର ଏଜୁକେସନ ଦେବା ସହିତ ସେ-କ୍ସ କରିବାର ଟାଇମ ଡୁରେସନ କୁହାଯାଏ । ମାନସିକ ସ୍ତରରେ ପୁରୁଷଙ୍କୁ ଠିକ କରିବା ପାଇଁ ଚେଷ୍ଟା କରାଯାଏ । ଯେହେତୁ ଏହା ନର୍ଭ ରିଲେଟେଡ଼ ଅସୁବିଧା ହୋଇଥାଏ । ତେଣୁ ଏଥିପ୍ରତି ବିଶେଷ କିଛି ଟେଷ୍ଟ କରିବାର ଆବଶ୍ୟକତା ପଡିନଥାଏ । ଏହା ସହିତ ଏପରି କ୍ଷେତ୍ରରେ ପୁରୁଷକୁ ତାଙ୍କ ପାର୍ଟନର ମଧ୍ୟ ସହଯୋଗ କରିବା ଉଚିତ । ଯାହା ଦ୍ଵାରା ଶୀଘ୍ର ପତନକୁ ଠିକ କରାଯାଇ ପାରିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ