ଜେଲ୍ ରେ ଗୋପାଳ ଏତେ ଖୁସି କାହିଁକି ସନ୍ଧେହ ବଢିଲା !

gopal

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜେଲ ଭିତରେ ଗୋପାଳ ଦାସ ବହୁତ ଖୁସୀରେ ରହିଛନ୍ତି । ହଁ ବନ୍ଧୁଗଣ ସେ କିଛି ଅନୁତାପ ବି କରୁ ନାହାଁନ୍ତି ସେ ବହୁତ ଖୁସୀରେ ରହିଛନ୍ତି । ଖାଉଛନ୍ତି ପିଉଛନ୍ତି ଏବଂ ହସୁଛନ୍ତି ମଧ୍ୟ । ତେବେ ଦେଖନ୍ତୁ କଣ କହିଲେ ଗୋପାଳ ସହିତ ରହିଥିବା କୟେଦୀ ଜଣଙ୍କ ତେବେ ବନ୍ଧୁଗଣ ଏହି ପରି ଗୋଟେ ବଡ ଘଟଣା ଘଟିବା ପରେ ବି ତାଙ୍କ ଠାରେ କୈଣସି ଅନୁତାପ ଦେଖିବାକୁ ମିଳି ନାହିଁ । ଖାଇ ପିଇ ଅୟେସ୍ ରେ ଜିବନ କଟାଉଛନ୍ତି ଗୋପାଳ ।

କୟେଦୀ ହୋଇ ଜେଲ ରେ ରହିବାର ଦୁଃଖ ତାଙ୍କ ମନରେ ଟିକେ ବି ନାହିଁ । ଗୋପାଳ ନବ ଦାସ ହ-ତ୍ୟା ମାମଲା ରେ ଜେଲ ରେ ଥିବା ବେଳେ ତାଙ୍କ ସହିତ ରହିଥିବା କେୟଦୀ ରଖିଛନ୍ତି ନିଜର ମତାମତ । ତେବେ ଗୋପାଳ ସହିତ ରହିଥିବା କୟେଦୀ ଗୋପାଳ ସଂମ୍ପର୍କ ରେ କଣ କହିଛନ୍ତି ଜାଣିବା । ତେବେ ସେ କହିଛନ୍ତି ଗୋପାଳ ଏମିତି ଏକ କାଣ୍ଡ ଘଟେଇବା ପରେ ବି ତା ମନରେ ଟିକେବି ଦୁଃଖ ନାହିଁ । ମନ୍ତ୍ରୀ କୁ ମାରି ଅନୁତାପ କରିବା ବଦଳ ରେ ସେ ଜେଲ ଭିତରେ ବହୁତ ଖୁସୀରେ ରହିଛି ।

ASI Gopal

ଜେଲ ଭିତରେ ସୁବିଧା ଅସୁବିଧା ସବୁ ରହିଛି । ଜେଲ ରେ ପହଁଚିବା ପରେ ସେ ଅନ୍ୟ କୟେଦୀ ମାନଙ୍କୁ ସେ ଭଲ ଲୋକ ପରି ଲାଗିଲେ । ଜେଲ ଭିତରେ ଥିବା ସମସ୍ତ କୟେଦୀ ମାନଙ୍କୁ ଦେଖି ସେ ପ୍ରଥମେ ହସି ଦେଉଛନ୍ତି । ଜେଲ ରେ ଜାହା ଖାଇବା ରନ୍ଧା ଯାଉଛି ତାଙ୍କୁ ପ୍ରଥମେ ଗରମ ଗରମ ଦିଆଯାଉଛି । ଜେଲ ରେ ଥିବା ଅନ୍ୟ କୟେଦୀ ମାନେ ଜାହା ଖାଉଛନ୍ତି ସେ ମଧ୍ୟ ତାହାହିଁ ଖାଉଛନ୍ତି । ଖାଇବାକୁ ନେଇ ଗୋପାଳ କେବେବି କିଛି ପ୍ରତିବାଦ କରୁ ନାହିଁ ।

ଏହା ସହିତ ସେ ଏହା ମଧ୍ୟ କହୁଛି ତାକୁ କିଛି ସାଧାରଣ ଖାଦ୍ୟ ପଖାଳ ଏବଂ ଆଳୁ ଭର୍ତ୍ତା ମଧ୍ୟ ଦିଆଯାଉ ବୋଲି ତାଙ୍କ କଥାରେ ଜେଲ ଭଇତରେ ଥିବା ଅନ୍ୟ କୟେଦୀ ମାନେ ବି ଆଲୋଚନା କରୁଛନ୍ତି । ଜେଲରେ ଗୋପାଳ ବାହାର କୁ ବାହାରନ୍ତି ନାହିଁ କି ଚେଷ୍ଟା ମଧ୍ୟ କରନ୍ତି ନାହିଁ । ତେବେ ଗୋପାଳ କହିଛନ୍ତି ସେ ଝାଡସୁଗୁଡା ଜେଲ ରେ ଥିବା ବେଳେ ଜଣେ ବିବାଦିୟ ରହିଥିଲେ ହେଲେ ଏଠାରେ ତାଙ୍କର କେହି ବିବାଦିୟ ନାହିଁ । ଆଉ ସେ ଆରାମ୍ ରେ ରହିଛନ୍ତି ବୋଲି କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *