କୁକରଙ୍କର କାହିଁକି ଲାଗି ଯାଏ । ଏବେ ହିଁ ଜାଣନ୍ତୁ

dog

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆପଣ ମାନେ ଦେଖିବାକୁ ପାଇଥିବେ କି କୁକୁର ସର୍ବଦା ଖୋଲାରେ ସ-ମ୍ଭୋ-ଗ କରିଥାଏ ତେବେ ଏମିତି କୁକୁର ମାନେ କାହିଁକି କରିଥାନ୍ତି , ତେବେ ଆସନ୍ତୁ ଜାଣିବା ସେହି କାରଣ ବିଷୟ ରେ , ତେବେ ଏହାର ଆରମ୍ଭ ମହାଭାରତ ସମୟ ରେ ହୋଇଥିଲା , ତେବେ ଏହି ମହାଭାରତ ସମୟ ରେ ପଞ୍ଚ ପାଣ୍ଡବ ଗଣ ତାଙ୍କର ସମସ୍ତ ସମ୍ପତ୍ତି କୈରବ ମାନଙ୍କ ପାଖରେ ହରାଇ ସେମାନେ ବନ ବାସ ରେ ବାସ କରୁଥିଲେ , ତେବେ ପଞ୍ଚ ପାଣ୍ଡବ ମାନେ ଖାଦ୍ୟ ଅନୁସରଣ ପାଇଁ ଭିଖ୍ୟା ମାଗିବାକୁ ଜାଇଥିଲେ ,

ତେବେ ଏକ ରାଜ୍ୟ ରେ ଦ୍ରୌପଦୀ ଙ୍କ ବିବାହ ପାଇଁ ସ୍ୱୟଂବର ର ଆୟୋଡନ କରାଯାଇଥିଲା , ତେବେ ସେଠାରେ ସର୍ତ ଥିଲା କି ଯିଏ ବି ଧନୁର୍ଧରା ଉପରେ ଟଙ୍ଗା ହୋଇଥିବା ଏକ ମାଛ କୁ ତାର ତଳେ ରଖା ଯାଇଥିବା ପ୍ରତିବିମ୍ବ କୁ ଦେଖି ସେହି ମାଛ ର ଆଖି ରେ ତୀର ଲକ୍ଷ୍ୟ କରି ପାରିବେ ସେହି ବ୍ୟକ୍ତି ଙ୍କୁ ସେ ବିବାହ କରିବେ । ତେବେ ସେହି କାର୍ଯ୍ୟ କୁ ଅର୍ଜୁନ ସମ୍ପନ କରି ଦ୍ରୌପଦୀ ଙ୍କୁ ବିବାହ କରିଥିଲେ ।

ତେବେ ସେ ପରେ ଅର୍ଜୁନ ତାଙ୍କ ଭାଇ ମାନଙ୍କ ସହ ଘରକୁ ଆସିଥିଲେ ଏବଂ ତାଙ୍କ ମାତା ଙ୍କୁ କହିଥିଲେ କି ମାତା ଦେଖନ୍ତୁ ଆମେ ମାନେ ଭିକ୍ଷ୍ୟା ରେ କଣ ଆଣିଛୁ , ତେବେ ତାଙ୍କର ମାତା ଦ୍ରୌପଦୀ ଙ୍କ ଆଡକୁ ନ ଦେଖି ସେ କହିଥିଲେ କି ତମେ ମାନେ ଯାହା ବି ଆଣିଛ ତାକୁ ତମର ପାଞ୍ଚ ଭାଇ ମାନଙ୍କ ମଧ୍ୟ ରେ ସମାନ ଭାବରେ ବାଣ୍ଟି ନିଅ , ତେବେ ଯୁଦିଷ୍ଟିର ଙ୍କ କହିବା ଅନୁଯାଇ ମାତା ଙ୍କ କହିବା କଥା କୁ ସର୍ବଦା ମାନିବା ଦରକାର ତେବେ ପଞ୍ଚ ପାଣ୍ଡବ ମାନେ ମଧ୍ୟ ତାଙ୍କ ମାତା ଙ୍କ କଥାକୁ ମାନି ଦ୍ରୌପଦୀ ଙ୍କ ସହ ସମସ୍ତେ ରହିବା ପାଇଁ ସ୍ଥିର କଲେ ।

pa

ତେବେ ନିୟମ କରାଗଲା କି ଦ୍ରୌପଦୀ ଙ୍କ ସହ ସମସ୍ତେ ଗୋଟେ ଗୋଟେ ବର୍ଷ ରହିବେ , ତେବେ ଏହି ନିୟମ କୁ ଯିଏ ଉଲଙ୍ଘନ କରିବ ତାକୁ କୋଠର ଦଣ୍ଡ ମିଳିବ , ତେବେ ଏହା ମଧ୍ୟ ସ୍ଥିର କରାଗଲା କି ଯିଏ ବି ଭାଇ ଦ୍ରୌପଦୀ ଙ୍କ କକ୍ଷ କୁ ଯିବେ ବାହାରେ ଦ୍ରୌପଦୀ ଙ୍କ କକ୍ଷ ସମୁଖରେ ତାଙ୍କର କୌଠଉ ରହିବ ଆଉ ଯଦି କକ୍ଷ ସମୁଖରେ ଯଦି କୈଠଉ ନ ରହିଥାଏ ତେବେ ଦ୍ରୌପଦୀ ଙ୍କ ସହ ଜଣେ ଏକନ୍ତର ରେ ସୟ ଅତିବାହିତ କରି ପାରିବ ,

ତେବେ ଏକଦା ଯୁଦିଷ୍ଟର ଦ୍ରୌପଦୀ ଙ୍କ ସହ ସମୟ ଅତିବାହିତ କରୁଥିବା ସମୟ ରେ ଗୋଟିଏ କୁକୁର ଆସି ତାଙ୍କର କୈଠଉ ନେଇ ଯାଇଥିଲା ପରେ ଅର୍ଜୁନ ଦେଖିଲେ ଦ୍ରୌପଦୀ ଙ୍କ କକ୍ଷ ସମୁଖରେ କାହାର ବି କୈଠଉ ନଥିବାର ଦେଖ ସେ ଦ୍ରୌପଦୀ ଙ୍କ କକ୍ଷ କୁ ପ୍ରବେଶ କରିଥିଲେ ସେଠାରେ ଯୁଦିଷ୍ଠିର ଏବଂ ଦ୍ରୌପଦୀ ଙ୍କୁ ସମାୟିତ ଥିବାର ଦେଖିଦେଲେ ପରେ ଅର୍ଜୁନ ନିୟମ ଉଲଙ୍ଘନ କରିଥିବାରୁ ତାଙ୍କୁ ଗୋଟିଏ ବର୍ଷ ପାଇଁ ବନ ବାସ ର ଦଣ୍ଡ ଦିଆଗଲା ।

dog

ପରେ ଦ୍ରୌପଦୀ ଯୁଦିଷ୍ଠିର ଙ୍କ ସହ କୈଠଉ ଖୁଜିବାକୁ ବାହାରକୁ ଯାଇଥିଲେ ଏବଂ ଖୋଜା ଖୋଜି କରିଥିଲେ , ବହୁତ ଖୋଜା ଖୋଜି କରିବା ପରେ ଗୋଟିଏ କୁକୁର ସେହୀ କୈଠଉ ସହ ଖେଳୁଥିବାର ଦେଖି ଦ୍ରୌପଦୀ ଙ୍କ ମନରେ କ୍ରୋଦ୍ଧ ଆସିଥିଲା ତେଣୁ ସେ କୁକୁର କୁ ଏହି ଅଭିଶାପ ଦେଲେ କି ଯେମିତି ଯୁଦିଷ୍ଟିର ଙ୍କ ସହ ସମାୟତ ଥିବା ବେଳେ ଅର୍ଜୁନ ଦେଖିଥିଲେ ଏବଂ ଅର୍ଜୁନ ଙ୍କୁ ବିନା କାରଣ ରେ ଦଣ୍ଡ ଭୋଗିବାକୁ ପଡିଲା ସେପରି କୁକୁର ମଧ୍ୟ ସମାୟିତ ରହିବା ସମୟ ରେ ତାକୁ ବି ସେମିତି ସମସ୍ତେ ଦେଖିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *