ତୁମେ ଗୋଟେ ଭଲ ପିଲା ଦେଖି ବାହା ହୁଅ ,ସେକେଣ୍ଡ ହ୍ୟାଣ୍ଡ ପ୍ରତି ଏତେ ପ୍ରେମ କାହିଁକି :ମଧୁମିତା ରଥ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରକୃତି ତମେ ଭଲ ପିଲା ଦେଖି ବାହା ହୋଇଯାଅ ସେକେଣ୍ଡ ହେଣ୍ଡ କୁ ବାହା ହେବା ପାଇଁ ଏତେ ମନ କହିଁକି । ମୁଁ ଏଠାରେ କହିବି ପ୍ରକୃତି ତମେ ତୁମ ପ୍ରକୃତି କୁ ଚେଞ୍ କର । ଏଇଟା ଭଲ ପ୍ରକୃତି ନୁହେଁ । ଅନ୍ୟ ପୁରୁଷ ସହିତ ସଂ-ମ୍ପର୍କ ରଖିବା ଭଲ ନୁହେଁ । ବାବୁସାନ ଏବଂ ପ୍ରକୃତି ଙ୍କ ଠାରୁ ବହୁତ ସିଖିବାର ରହିଛି । ତୁମେ ସିଖିବାର ଜିନିଷ କର ଯେଉଁଥିରେ ଲୋକ ମାନେ ସିଖି ପାରିବେ ।

ସେମିତି ରେ ପ୍ରକୃତି ଙ୍କର ପ୍ରକୃତି ଖରାପ ନାହିଁ ଆପଣ ମାନେ ଜାଣନ୍ତି । ତେବେ ଏଭଳି ପ୍ରକୃତି କରନାହିଁ । ଜାହା ଫଳରେ ତୁମେ ଲୋକହସା ହୁଅନାହିଁ । ତୁମେ ମାନେ ଭଲ କାମ କରିଲେ ତୁମ ମାନଙ୍କୁ ଲୋକ ମାନେ ଭଲ କହିବେ । ତୁମେ ଭଲଟାକୁ କଣ ପାଇଁ ଜାଣି କରି ଖରାପ ହେବାକୁ ଯାଉଛ । ତୁମେ ଦିଇଟା ଯାକ ଆମ ପେଟର ଛୁଆ ଇଏ ବି ମୋ ପୁଅ ଭଳିଆ ସିଏ ବି ମୋ ଝିଅ ଭଳିଆ ତେବେ ତୁମେ ଇୟଙ୍ଗ୍ ତୁମେ ମାନେ ଭଲ ରାସ୍ତା ରେ ଯାଅ ଲୋକ ମାନଙ୍କୁ ଭଲ ଦିଗଦର୍ଶନ ଦେଖାଅ ।

Madhumita Rath

ତେବେ ଆମେ ଆପଣ ମାନଙ୍କୁ କହିଲୁ ବା ଇୟଙ୍ଗ୍ ମାସ୍ ଉପରେ ଏହା ଖରାପ ମେସେଜ୍ ଜାଉଛି । ତେବେ ବାବୁସାନ ଏବଂ ପ୍ରକୃତି ଙ୍କୁ ମୁଁ କହୁଛି ତୁମେ ମାନେ ନିଜର ପ୍ରବୃତି କୁ ଚେଞ୍ କର ବାପା ମାଆ ଙ୍କର ନାମ ପକାଅ ନାହିଁ ନିଜର ନାମ କୁ ଉଜ୍ୱଳ କର । ତୁମ ବାପା ମାଆ ମାନଙ୍କର ଭଲ ଇମେଜ୍ ରହିଛି । ତେଣୁ ଯଥା ଶୀଘ୍ର ଭୁଲ ମାଗ ସ୍ତ୍ରୀ ପାଖରେ ଭୁଲ ମାଗି ଉପରକୁ ଉଠିବାର ରହିଛି ତେବେ ଭଲ ରାସ୍ତା ର ଜାଅ । ଏହି ଯେଉଁ ରାସ୍ତାଟା ଭଲ ରାସ୍ତା ନୁହେଁ ଏହା ଖସଡା ରାସ୍ତା ଘରେ ସ୍ତ୍ରୀ ଅଛି ପିଲା ଅଛି ଏବଂ ପୁଅ ରହିଛି କାଲି ପୁଅ ବଡ ହେବ ତେବେ ତୁମ ବିଷୟ ରେ କଣ ସିଖିବ ।

ତେବେ ଏହା ଭଲ ରାସ୍ତା ନୁହେଁ ବାବୁ ତୁମେ ଶୀଘ୍ର ଶୀଘ୍ର ଭଲ ରାସ୍ତା କୁ ଜାଅ । ସେହି ପରି ପ୍ରକୃତି ନିଜର ଇମେଜ୍ ଯେମିତି ରହିଛି ଯେମିତି ନିଜ ପାଖରେ କଳା ରହିଛି ତୁମେ ବହୁତ ଆଗକୁ ଜାଇ ପାରିବ ତେଣୁ ନିଜ ପାଖରେ ନିଜେ ସଞତ ରଖ ତୁମେ ଭଲ ପିଲା ଦେଖି ବାହା ହୋଇଯାଅ । ସେକେଣ୍ଡ ହେଣ୍ଡ ରେ କଣ ରହିଛି । ତେବେ ଏହି ବିଷୟ ରେ ମୁଁ ସଂମ୍ପର୍ଣ୍ଣ ଭାବେ ଜାଣେ ନାହିଁ । ହେଲେ ଏହି ସବୁ ମେସେଜ ସମାଜ କୁ ବେଡ ମେସେଜ୍ ଦେଉଛି ।

babushan 2

ତେବେ ଏହି ଭଳିଆ ଜିନିଷ ରେ କାହାକୁ ପ୍ରସ ଦିଅ ନାହିଁ କହିବା ଲାଗି । ତେବେ ଦୁଇ ଜଣଙ୍କ ପରିବାର ବହୁତ ବଡ ପରିବାର ଏବଂ ଜଣଙ୍କର ଗୀତିକାର ପରିବାର ଆଉ ଜଣଙ୍କର ଚଳଚିତ୍ର ପରିବାର ତେବେ ଏମିତି ମେଟେ ବି ହୁଅ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *