ରିୟାଙ୍କ ମେନ ହିରୋ ଅମ୍ଳାନ, ବାବୁଶାନ୍ ଆଉ ଅରିନ୍ଦମ କାହିଁକି ଆସିଲେନି ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଆ ଇଣ୍ଡଷ୍ଟ୍ରୀ ର ଚୁଲବୁଲି ନାୟିକା ରିଆ ଙ୍କ ମ୍ୟରେଜ ହେଉ କିମ୍ବା ରିସେପ୍ସନ ପାର୍ଟି ଆପଣ ମାନେ ସବୁ ହିରୋ ଏବଂ ହିରୋଇନ ଙ୍କୁ ଦେଖିଥିବେ । ସ୍ୱରାଜ , ସନ୍ଦିପ୍ , ଶ୍ରୀତମ୍ , ସିଦ୍ଧାନ୍ତ ଙ୍କ ଠାରୁ ଆରମ୍ଭ କରି ପୁନମ୍, ଗୁନଗୁନ , ଅନୁଚୈଧୁରୀ ଆଦି ସମସ୍ତେ ଉପସ୍ଥିତ ହେଲେ । ହେଲେ ଟିଭି ପରଦାରେ ରିଆ ନଜର ଆସନ୍ତି ତିନି ହିରୋଙ୍କ ସହିତ । ସେମାନେ ହେଲେ ଅମ୍ଲାନ , ଅରବିନ୍ଦମ୍ , ଏବଂ ବାବୁସାନ , ହେଲେ ରିଆ ଙ୍କ ମ୍ୟରେଜ ହେଉ କିମ୍ବା ରିସେପ୍ସନ ପାର୍ଟି ଏହି ତିନିଜଣଙ୍କୁ ଦେଖିବାକୁ ମିଳିନାହିଁ ଜାହାକୁ ନେଇ ଫେନ୍ସ ମାନେ ବାରମ୍ବାର ପ୍ରଶ୍ନ ପଚାରୁଛନ୍ତି ।

ଏମିତି କଣ ହୋଇଛି ଯେଉଁଥି ପାଇଂ ଅମ୍ଲାନ , ଅରବିନ୍ଦମ୍ , ଏବଂ ବାବୁସାନ ରିଆ ଙ୍କ ବାହାଘରରେ ଦେଖା ଦେଇ ନାହାଁନ୍ତି । କଣ ରହିଛି ଏହା ପଛର କାରଣ । ତେବେ ଗୋଲାପୀ ଗୋଲାପୀ , ତୁ ମୋ ଦେହର ଛାଇ , ପାଗଳ କରିଛୁ ତୁ , କଲେଜ ଟାଇମ୍ ଭଳି ଫିଲ୍ମ ରେ ଅମ୍ଲାନ ଏବଂ ରିଆଙ୍କ ଯୋଡିକୁ ଦର୍ଶକ ମାନେ ବହୁତ ଭଲ ପାଇବା ଦେଇଥିଲେ ।

Riya Dey

ଠିକ୍ ସେହିପରି କଳ୍କୀ , କ୍ରିମିନାଲ , ତୋର ଦିନେ କୁ ମୋର ଦିନେ ଫିଲ୍ମ ରେ ମଧ୍ୟ ରିଆ ଅରବିନ୍ଦମ୍ ଙ୍କ ଯୋଡି ଙ୍କୁ ମଧ୍ୟ ଲୋକ ବହୁତ ପସନ୍ଦ କରିଥିଲେ । ସେହି ପରି ପ୍ରେମ ଅଢେଇ ଅକ୍ଷର , ଇଡିୟଟ , ତୁ ଯେ ସେହି ଫିଲ୍ମ ରେ ବାବୁସାନ ଙ୍କ ସହିତ ଅଭିନୟ କରିଥିଲେ ରିଆ ।

ତେବେ ଏହି ହିରୋ ମାନେ ଓଡିଆ ଚଳଚିତ୍ରର ଆଗଧାଡି ର ହିରୋ ହୋଇଥିବା ବେଳେ ରିଆ ଙ୍କ ବିବାହ ରେ ସେମାନଙ୍କ ଅନୁପସ୍ଥିତି କୁ ନେଇ ଏବେ ଅନେକ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି । କଣ ରିଆ ନିଜର ମ୍ୟରେଜ ରେ ଏହି ତିନି ଜଣ ହିରୋ ଙ୍କୁ ଡାକି ନଥିଲେ । ନାଁ ଡାକିବା ପରେ ବି ରିଆ ଙ୍କ ବିବାହ କୁ ଏହି ତିନି ହିରୋ ଆସିନଥିଲେ । ଆପଣ ମାନଙ୍କୁ କଣ ଲାଗୁଛି କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ