କଣ ପାଇଁ ଜିବନ ହାରିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ ।

Actress Yuzon

ଆପଣ ମାନଙ୍କୁ ଆମର ପୋର୍ଟଲ କୁୂ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ବହୁତ ବଡ ଦୁଖଃଦ ଖବର ସାମ୍ନାକୁ ଆସିଛି ଏହି ପ୍ରସିଦ୍ଧ ଅଭିନେତ୍ରୀ ଙ୍କ ପରଲୋକ ରେ ଅନେକ କଳାକାର ମାନେ ଦୁଖଃ ପ୍ରକାଶ କରିଛନ୍ତି , ଏବଂ ସିନେମା ଜଗତ ରେ ଶୋକ ର ଲହରୀ ଖେଳିଜାଇଛି । ତେବେ ଏହି ପ୍ରସିଦ୍ଧ ଅଭିନେତ୍ରୀ ଜଣଙ୍କ ଆ-ତ୍ମ-ହ-ତ୍ୟା କରିଛନ୍ତି । ତେବେ ମୃ-ତ୍ୟୁ ବେଳକୁ ତାଙ୍କୁ କେବଳ 27 ବର୍ଷ ହୋଇଥିବା ବେଳେ ସେ ଆ-ତ୍ମ-ହ-ତ୍ୟା କରିଥିବାର ତାଙ୍କର ପରିବାର ଲୋକମାନେ ସୂଚନା ଦେଇଛନ୍ତି ।

ତେବେ ଏହି ଅଭିନେତ୍ରୀ ଙ୍କ ମୃ-ତ୍ୟୁ ପୂର୍ବରୁ ତାଙ୍କର ପରିବାର ଏବଂ ସାଙ୍ଗ ମାନଙ୍କ ପାଇଁ ଏକ ଭାବ ବିହୋଳ ପୂର୍ଣ୍ଣ ସୁସାଇଟ ନୋଟ ଲେଖିଥିବାର ଜଣା ପଡିଛି । ଏହି ଅଭିନେତ୍ରୀ ଜଣଙ୍କ ନିଜଜ ସୁସାଇଟ ନୋଟ ରେ ଲେଖିଛନ୍ତି ଯେ ସେ ଗତ କିଛି ଦିନ ହେବ ଆ-ତ୍ମ-ହ-ତ୍ୟା କରିବାକୁ ଚାହୁଁଥିଲେ ହେଲେ ସେ କେଉଁ କାରଣ ପାଇଁ ଏମିତି ଚରମ ନିସ୍ପତି ନେଲେ କିନ୍ତୁ ତାହା ଏପର୍ଯ୍ୟନ୍ତ କିଛି ଜଣା ପଡିନାହିଁ ।

Yuzon

2018 ରେ ବିଗ ବସ ସୋ ରୁ ନିଜର ଅଭିନୟ କେରିଅର ଆରମ୍ଭ କରିଥିବା ରାଇଜିଂ ଅଭିନେତ୍ରୀ ୟୁଜୋନ ନିଜର ବାପା ମାଆ ଏବଂ ଜେଜେ ମାଆ , ବଡ ଭାଇ ଙ୍କୁ କ୍ଷେମା ମାଗିଛନ୍ତି । ଏଥି ସହିତ ସେ ମାନଶୀକ ଚିନ୍ତା ଏବଂ ଅବସାଦ ରେ ରହିଥିବା ବେଳେ ସେ ଆଉ ବଞ୍ଚିବାକୁ ଚାହୁଁନଥିବା ର ସୁସାଇଟ ନୋଟରେ ଲେଖିଛନ୍ତି ।

ତେବେ ଅଭିନେତ୍ରୀ ୟୁଜୋନ ଙ୍କ ଶେଷ ଇଚ୍ଛା ପୂର୍ଣ୍ଣ କରିବାକୁ ଜାଇ ପରିବାର ଲୋକେ ତାଙ୍କର ସୁସାଇଟ ନୋଟ କୁ ସର୍ବାଜନିନ କରିଛନ୍ତି । ଏବଂ ଅଭିନେତ୍ରୀ ଯୁଜୋନ ସୁସାଇଟ ନୋଟ ରେ ନିଜର ମନ କଥା ଲେଖିବା ସହିତ ଆହୁରୀ ମଧ୍ୟ ତାଙ୍କର ସାଙ୍ଗ ସାଥି ଙ୍କ ପାଇଁ କିଛି ଭାବ ବିହୋଳ କଥା ମଧ୍ୟ ଲେଖିଛନ୍ତି ।

ତେବେ ଅଭିନେତ୍ରୀ ୟୁଜୋନ ଙ୍କ ମୃ-ତ୍ୟୁ ଖବର ସାମ୍ନାକୁ ଆସିବା ପରେ ତାଙ୍କର ଫ୍ୟାନ ମାନେ ଏହି ଖବର କୁ ସହଜ ରେ ଗ୍ରହଣ କରିପାରୁ ନାହାଁନ୍ତି । ତେବେ ଅଭିନେତ୍ରୀ ୟୁଜୋନ ଙ୍କ ମୃ-ତ୍ୟୁ କୁ ନେଇ ସେମାନେ ଶୋକ ପ୍ରକାଶ କରିବା ସହିତ ତାଙ୍କ ଆତ୍ମାର ସଦଗତି ପାଇଁ କାମନା କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *