ପିଣ୍ଟୁ ନନ୍ଦଙ୍କୁ କାହିଁକି ଫେରେଇ ଦେଲେ ଡାକ୍ତର |

Pintu Nand

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ହୋଇ ପଡିଛି । ତାଙ୍କୁ ଦୁଇ ଦିନ ତଳେ ଭୁବନେଶ୍ୱର ର ଏକ ଘୋରଇ ହସ୍ପିଟାଲ ରେ ଚିକିତ୍ସା କରାଯାଉଛି । ହଠାତ କିଛି ଦିନ ହେଲା ସେ ଗୋଟିଏ ଘୋରଇ ହସ୍ପିଟାଲ ରେ ଟ୍ରିଟ ମେଣ୍ଟ ହୋଇ ଆସିଥିଲେ । ହେଲେ ଆଜି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଂଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଭୁବନେଶ୍ୱର ରୁ ଦିଲ୍ଲୀ ନିଆଯିବ ବୋଲି ସୂଚନା ରହିଛି ।

ହଁ ବନ୍ଧୁଗଣ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ଦିଲ୍ଲୀ ନେବା ପାଇଁ ଡାକ୍ତର ମାନେ ପରାମର୍ଶ ଦେଇଛନ୍ତି । ଆଉ ସେ ପଟେ ଅର୍ଥ ସାଜିଛି ବାଧକ । ସେପଟେ ଚିକିତ୍ସା ଅଭାବ ରୁ ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଉଥିବା ବେଳେ ତାଙ୍କର ଚିକିତ୍ସା ପାଇଁ ପାଖା ପାଖି ଅଧ କୋଟି ଟଙ୍କା ଆବଶ୍ୟକ ଅଟେ । ଜାହା ପିଣ୍ଟୁ ନନ୍ଦ ଙ୍କ ସାମର୍ଥ୍ୟ ବାହାରେ ଏବଂ ଏପଟେ ଚିକିତ୍ସା ପାଇଁ ସୋସିଆଲ ମିଡିଆ ରେ କେମ୍ପେନିଂ ବି ଆରମ୍ଭ ହୋଇଛି ।

Pintu

ପିଣ୍ଟୁ ନନ୍ଦ ଭୁବନେଶ୍ୱର ରୁ ଦିଲ୍ଲୀ ଜାଇ ଚିକିତ୍ସିତ ହେବେ । ଦୃତ ଆରୋଗ୍ୟ କାମନା କରିବା ସହିତ ତାଙ୍କୁ ସହାୟତା ର ହାତ ବଢାନ୍ତୁ ବୋଲି ବର୍ତମାନ ସୋସିଆଲ ମିଡିଆ ରେ ଘୂରି ବୁଲୁଛି । ଏ ମୋବାଇଲ ରୁ ସେ ମୋବାଇଲ ଆଉ ଏତିକି ବେଳେ ପିଣ୍ଟୁ ନନ୍ଦ ଙ୍କୁ ଆର୍ଥିକ ସହାୟତା ର ହାତ ବଢାଇଛନ୍ତି ।

ଆପଣ ମାନଙ୍କୁ କହି ଦେବୁ ଯେ ଏହି ନିକଟ ଅତିତ ରେ ରୁଦ୍ରାଣି ଫିଲ୍ମ ରେ ନଜର ଆସିଥିଲେ ଝିଲ୍ଲୀକ ଙ୍କ ସହିତ । ଆଉ ଏହା ପରେ ଜି ସାର୍ଥକ ର ଦିଦି ନମସ୍କାର ସିରିଏର ରେ ବି ନଜର ଆସିଥିଲେ । ଆଉ ଏତିକି ବେଳେ ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତ୍ୱର ହେଉଛି ସେତେ ବେଳେ ପିଣ୍ଟୁ ନନ୍ଦ ଙ୍କ ଫେନ୍ସ ମାନଙ୍କୁ ଗଭୀର ଆଘାତ ଲାଗୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ