କାହାପାଇଁ ବାହାଘରକୁ ଏତେ ବିଳମ୍ୱ କରିଦେଲେ ରିୟା ? ଆସିନଥିଲା ପୁରୁଣା ପ୍ରେମିକ

Riya 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ସବୁଆଡ଼େ ଚର୍ଚ୍ଚା ଚାଲିଛି ରିୟା ଦେ ଙ୍କ ବାହାଘର ଚାଲିଛି । ତେବେ ରିୟା ଏତେ ବିଳମ୍ବ କାହିଁକି କରିଲେ ବାହା ହେବା ପାଇଁ? ବହୁ କଥା ଏବେ ଚର୍ଚ୍ଚା ଧରୁଛି ଯେ ରିୟା ଏବେ ବାହା ହୋଇଛନ୍ତି । ଯେ ସୋନିଲ ନାମକ ଏକ ବ୍ୟବସାୟୀଙ୍କୁ ରିୟା ଏବେ ବିବାହ କରିଛନ୍ତି । ରିୟା ଦେ ପ୍ରେମ ଅଢେଇ ଅକ୍ଷର ରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହାପରେ ସେ କ୍ରିମିନାଲ୍, ଏମିତି ବି ପ୍ରେମ ହୁଏ, ତୁ ମୋ ଦେହର ଛାଇ, ପାଗଳ କରିଚୁ ତୁ, ଗୋଲାପି ଗୋଲାପି, ରଘୁପତି ରାଘବ ରାଜାରାମ, କଳଙ୍କିନ, ଦିୱାନା ହେଲି ତୋ ପାଇଁ, ପ୍ରେମ ପାଇଁ ମହାଭାରତ ଭଳି ଅନେକ ଫିଲ୍ମ ରେ ସେ ଅଭିନୟ କରିଥିଲେ ।

ହେଲେ ଏତେ ସମଯ ବିତି ଯାଇଥିଲେ ମଧ୍ୟ ରିୟାଙ୍କ ବିଷୟରେ କେବେ ଜଣା ପଡି ନଥିଲା ଯେ ସେ କାହା ସମ୍ପର୍କରେ ଅଛନ୍ତି । କାହା ସହିତ ରିଲେସନ ସିପ୍ ରେ ଅଛନ୍ତି ବା କାହାକୁ ପସନ୍ଦ କରୁଛନ୍ତି ତାଙ୍କ ବୟଫ୍ରେଣ୍ଡ କିଏ କୌଣସି ସୂଚନା କାହା ପାଖରେ ନଥିଲା । ଆଉ ଏବେ ସବୁଠାରୁ ଯେଉଁ କଥା ଉଠୁଛି ଯେ ରିୟା ଏତେ ବିଳମ୍ବ କାହିଁକି କରିଥିଲେ ବାହା ହେବା ପାଇଁ । ଯେତେବେଳେ ବାହାଘର କଥା ଉଠେ ଜୀବନ ର ବଡ ନିଷ୍ପତ୍ତି ହେଉଛି ବାହାଘର ।

Riya Dey

ତ ବିବାହ କରିବା ପାଇଁ ସେଭଳି ଗୋଟିଏ ମଣିଷ ବି ଆବଶ୍ୟକ ଯିଏକି ତୁମ ର ଯତ୍ନ ନେବା ସହିତ ଆଗାମୀ ଭବିଷ୍ୟତ ସଜାଡିବ । ଏମିତିକି ତୁମର ଦୁଃଖ ସମୟରେ ସାତ୍ ଦେଉଥିବ । ଏମିତି ମଣିଷ ସମସ୍ତଙ୍କୁ ମିଲିବା ସମସ୍ତଙ୍କୁ ଭାରି କଷ୍ଟ । ସେହିଭଳି ହେବ ତ ରିୟାଙ୍କୁ ଏତେ ସମୟ ହେବ କେହି ମିଳୁ ନଥିଲେ । ଆଉ ସେଥିପ୍ରତି ହୁଏତ ଯେତେବେଳେ ସୋନିଲ ମିଳିଲେ ସମୟ ସିନା ବିଳମ୍ବ ହୋଇଥିଲା ସୋନିଲ ଆସିଲା ପରେ ସବୁକିଛି ବଦଳି ଯାଇଥିଲା । ଆଉ ଦୁହେଁ ନିଷ୍ପତ୍ତି ନେଇଥିଲେ ଯେ ଦୁହେଁ ଯାଇ ଆଗକୁ ବାହା ହେବେ ।

ବାହାଘର ହୁଏତ ବିଳମ୍ବ ହୋଇଥାଇ ପାରେ କିନ୍ତୁ ନିଷ୍ପତ୍ତି ଠିକ୍ ନେଇଛନ୍ତି । କାରଣ ରିୟାଙ୍କ ମୁହଁରେ ଯେଉଁ ହସ ଦେଖିବାକୁ ମିଳୁଛି ଏଥିରୁ ଜଣା ପଡୁଛି ଯେ ସ୍ପଷ୍ଟ ଭାବେ ରିୟା ଏ ବାହାଘର ରେ କେତେ ଖୁସି ଅଛନ୍ତି। ଗତ ନଭେମ୍ବର ୧୧ ତାରିଖରେ ତାଙ୍କର ନିର୍ବନ୍ଧ ଶେଷ ହୋଇଥିଲା । ଯେଉଁଥିରେ ଉଭୟ ପରିବାର ଲୋକ ଓଲିଉଡ ସେଲିବ୍ରିଟି ଯୋଗ ଦେଇଥିଲେ । କେକ୍ କାଟି ନିଜ ଘର ଲୋକଙ୍କ ଗହଣରେ ନିଜର ରିଙ୍ଗ ସେରିମୋନି କରିଥିଲେ ।

Riya

ତେବେ ନିଜ ନିର୍ବନ୍ଧ ର ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ରେ ସେୟାର କରିଥିଲେ । ଆଉ ତା ପୂର୍ବରୁ ମଧ୍ୟ ମେହେନ୍ଦି, ହଳଦୀ ସେରିମୋନି ଧୁମଧାମରେ ରେ ଅନୁଷ୍ଠିତ ହୋଇଥିଲା । ଏହି କାମରେ ଅନେକ କଳାକାର ମଧ୍ୟ ଯୋଗ ଦେଇଥିଲେ । ଆଉ ଏବେ ତାଙ୍କର ବାହାଘର ସରିଚି ଆଉ ଏଥିରେ ରିୟା ବେଶ୍ ଖୁସି ଅଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *